jsm

କଣ୍ଟାବାଞ୍ଜି ବିଧାନସଭା ପାଇଁ କେତେ ଭୋଟର ଭୋଟ ଦେଇଛନ୍ତି – ମାଗିଲେ ମିଳୁନି ତଥ୍ୟ : ଅଭିଯୋଗ କଲେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ

csstore

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଓ କଣ୍ଟାବାଞ୍ଜି ଦାୟିତ୍ୱରେ ଥିବା ରିଟର୍ଣିଙ୍ଗ ଅଫିସରଙ୍କ ନିକଟକୁ ଆସି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ୭୩.୪୧ ପ୍ରତିଶତ ମତଦାନ ହୋଇଥିବା ସରକାରୀ ସ୍ତରରେ ନିର୍ବାଚନ କମିଶନର ତରଫରୁ ତଥ୍ୟ ପ୍ରଦାନ କରିଥିବା ବେଳେ କେତେ ଭୋଟର, କେଉଁ ବୁଥ୍‌ରେ କେତେ ପରିମାଣର ଭୋଟ ଦେଇଛନ୍ତି ତାହାର ତଥ୍ୟ ନମିଳିବାରୁ ଦ୍ୱନ୍ଦରେ ପଡିଛନ୍ତି କଣ୍ଟାବାଞ୍ଜି ବିଜେପି ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ବାଗ । ତେଣୁ ସେ ନିର୍ବାଚନ କମିଶନରଙ୍କୁ ତଥ୍ୟ ପ୍ରଦାନ କରିବାକୁ ଦାବି କରିଛନ୍ତି ।

yuvodaya
Leave A Reply

Your email address will not be published.