Browsing Tag

titilagarh news

ଟିଟିଲାଗଡ଼ ମହାଶିବରାତ୍ରି ପାଇଁ ଧବଳେଶ୍ଵର ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପବିତ୍ର ମହାଶିବରାତ୍ରିରେ ଭକ୍ତମାନେ ନିଜର ମାନସିକ ପୂରଣ କରିବା ପାଇଁ ବ୍ରତ ବା ଉପବାସ ରଖିଥିଲେ । ସକାଳୁ ସକାଳୁ ଟିଟିଲାଗଡ ସହର, ଆଖପାଖ ଅଞ୍ଚଳ, ପଡୋଶୀ ଜିଲ୍ଲା ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା ତଥା ରାଜ୍ୟ ବାହାରୁ ମଧ୍ୟ ଭକ୍ତଙ୍କ ଭିଡ ଜମିଥିଲା
Read More...

ଓମ ଭ୍ୟାଲି ସ୍କୁଲରେ ଅଜା ଆଈ ଜେଜେ ମା’ ଜେଜେ ବାପା ଦିବସ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଫେବୃଆରୀ ୧୪ ତାରିଖ ଶନିବାର ସନ୍ଧ୍ୟା ସମୟରେ ସର୍ଗିଗୁଡା ଠାରେ ଅବସ୍ଥିତ ଥିବା ଓମ ଭ୍ୟାଲି ସ୍କୁଲରେ ଦାଦା ଦାଦି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଅଜା, ଆଈ, ଦାଦା ଦାଦିଙ୍କୁ ସ୍କୁଲର
Read More...

ପ୍ରଭାବତୀ ପବ୍ଲିକ ସ୍କୁଲରେ ଯୋଗ ବେଦାନ୍ତ ସେବା ସମିତି ଓ ଗୁରୁକୃପା ସେବା ଟ୍ରଷ୍ଟ ତରଫରୁ ମାତୃପିତୃ ଦିବସ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଫେବୃଆରୀ ମାସ ୧୪ ତାରିଖକୁ ପାଶ୍ଚାତ୍ୟ ପରମ୍ପରା ଅନୁସାରେ ଯୁବପିଢ଼ି ଭାଲେଣ୍ଟାଇନ ଡେ ରୂପେ ପାଳନ କରୁଥିବା ବେଳେ ଏହି ଦିବସକୁ ଏବେ ପିତୃମାତୃ ଦିବସ ଭାବେ କିଛି ସଂଗଠନ ପାଳନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲରେ
Read More...

ଝିଅ ସାତ ଦିନ ହେଲା ନିଖୋଜ, ଖୋଜି ଆଣି ଦେବାକୁ ପୋଲିସକୁ ଗୁହାରି କଲେ ପିତାମାତା

ଟିଟିଲାଗଡ, (ସଂଜୟ କୁମାର ନାୟକ) : ଟିଟିଲାଗଡ ବ୍କକ୍ ଅନ୍ତର୍ଗତ ବାଞ୍ଝିପଦର ପଞ୍ଚାୟତର ମାଥନପଲା ଗ୍ରାମର ୧୫ ବର୍ଷର ଜଣେ କନ୍ୟା ଫେବୃଆରୀ ୬ ତାରିଖ ସକାଳ ନ'ଟା ସମୟରେ ଘରୁ ସାଇକେଲ ଧରି ବିଜେପୁର ହାଇସ୍କୁଲକୁ ପାଠ ପଢିବାକୁ ଯାଇ ସଂଧ୍ୟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ସ୍କୁଲ ତଥା ଆଖପାଖ
Read More...

ଟିଟିଲାଗଡ଼ ଠିକାଦାର ସଂଘ ଗଠନ : ବାହାର ଜିଲ୍ଲାର ଠିକାଦାରଙ୍କୁ ବଲାଙ୍ଗିର ଜିଲ୍ଲାରେ କାମ କରିବା ମନା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବୁଧବାର ଦିନ ଟିଟିଲାଗଡ଼ ନିକଟସ୍ଥ ଝାରଦେବନ୍ଧ ନର୍ସରୀ ଠାରେ ବଲାଙ୍ଗିର ଜିଲ୍ଲା ଠିକାଦାର ସଂଘର ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଲାଙ୍ଗିର, ସଇଁତଳା ଓ ଟିଟିଲାଗଡ଼ ଅଞ୍ଚଳର ଠିକାଦାରମାନେ ଯୋଗ ଦେଇଥିଲେ । ଏହି ବୈଠକରେ ଠିକା
Read More...

ସମାଜସେବା ତଥା ଉଦୟମାନ ସଂଗଠକ ଭାବରେ ନରସିଂହ ସିଂ ଯୁବରତ୍ନ ସମ୍ମାନରେ ସମ୍ମାନିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜଧାନୀ ଭୁବନେଶ୍ୱରର ଅଗ୍ରଣୀ ଅନୁଷ୍ଠାନ ବ୍ରାଇଟ ଓଡିଶା ଫାଉଣ୍ଡେସନ ତରଫରୁ ଚଳିତ ବର୍ଷ ପାଇଁ ରାଜ୍ୟର କୋଣ ଅନୁକୋଣରୁ ବିଭିନ୍ନ କ୍ଷେତ୍ରରେ ଚର୍ଚ୍ଚିତ ରହିଥିବା, ତଥା ନିଜ କର୍ମଦକ୍ଷତାକୁ ପରିପ୍ରକାଶ କରିଆସୁଥିବା ୪୨ଜଣଙ୍କୁ ଯୁବରତ୍ନ ସମ୍ମାନରେ
Read More...

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଜାନୁଆରୀ ୨୬ ତାରିଖକୁ ସାରା ଦେଶରେ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯିବ । ତେବେ ଏହାକୁ ଦୃଷ୍ଟିରେ ରଖି ସୋମବାର ସଂଧ୍ୟାରେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ପଦ୍ମନାଭ ସାମନ୍ତରାୟଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ
Read More...

ଟିଟିଲାଗଡ଼ ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ମାରାଥନ ଦୌଡ ପ୍ରତିଯୋଗିତା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ ଆଥଲେଟିକ ଆସୋସିଏସନ ତରଫରୁ ସଭାପତି ରାଧାକାନ୍ତ ପାଢ଼ୀଙ୍କ ସଭାପତିତ୍ୱରେ ସାଧାରଣ ତନ୍ତ୍ର ଦିବସ ଉପଲକ୍ଷେ ମାରାଥନ ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ ନିକଟସ୍ଥ ବାଞ୍ଝି ଝାଲ ଠାରୁ ଏହି ଦୌଡ
Read More...

ଟିଟିଲାଗଡ଼ ମାତୃ ଶିଶୁ ହସ୍ପିଟାଲରେ ଅବ୍ୟବସ୍ଥା ଦେଖି ବର୍ଷିଲେ ବିଧାୟକ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ମାତୃ ଶିଶୁ ହସ୍ପିଟାଲରେ ଶୁକ୍ରବାର ସକାଳେ ଜଣେ ରୋଗୀ ବିଧାୟକ ନବୀନ ଜୈନଙ୍କୁ ଫୋନ୍ କରି ହେଉଥିବା ଅବ୍ୟବସ୍ଥା ବିଷୟରେ ଅଭିଯୋଗ କରିବା ପରେ ନିଜେ ବିଧାୟକ ନବୀନ ଜୈନ ଗାଡ଼ି ଧରି ମାତୃ ଶିଶୁ ହସ୍ପିଟାଲରେ ପହଞ୍ଚିଥିଲେ । ସେ ଭିତରେ ଥିବା
Read More...

ଟିଟିଲାଗଡ଼ ସହରରେ ଆରମ୍ଭ ହେଲା ଅଲ୍ ଓଡିଶା ବ୍ୟାଡମିଣ୍ଟନ ପ୍ରତିଯୋଗିତା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦୀର୍ଘ ୯ ବର୍ଷର ବ୍ୟବଧାନ ପରେ ଟିଟିଲାଗଡ଼ ସହରରେ ଚଳିତ ବର୍ଷ ପୁଣି ଥରେ ଆରମ୍ଭ ହେଲା ଅଲ୍ ଓଡିଶା ବ୍ୟାଡମିଣ୍ଟନ ପ୍ରତିଯୋଗିତା । ଟିଟିଲାଗଡ଼ ଲାୟନ୍ସ କ୍ଲବ ଓ ଲିଓ କ୍ଲବ ଦ୍ଵାରା ଆୟୋଜିତ ଏବଂ ଟିଟିଲାଗଡ଼ ବ୍ୟାଡ ମିଣ୍ଟନ ଆସୋସିଏସନର ସହଭାଗିତାରେ
Read More...