Browsing Tag

titilagarh news

ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ କ୍ଲବ ପରିବାର ପଖାଳ ଭାତ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ଓଡ଼ିଶାର ସଂସ୍କୃତି ତଥା ଓଡ଼ିଆଙ୍କ ସୁସ୍ୱାଦୁ ପଖାଳ ଭାତ କାର୍ଯ୍ୟକ୍ରମ ତଥା କ୍ଲବର ପାରିବାରିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କ୍ଲବର ସଦସ୍ୟ, ସେମାନଙ୍କ ପରିବାରବର୍ଗ ତଥା
Read More...

କୋଶଲି ସାହିତ୍ୟ ଆସର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କୋଶଲି ଭାଷା ସୁରକ୍ଷା ସମିତି ଆନୁକୂଲ୍ୟରେ "ଗାଆଁ ଗାଆଁରେ କୋଶଲି" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସତୀଘାଟ ଗ୍ରାମରେ ଏକ ନିରାଡମ୍ବର ସାହିତ୍ୟ ସଭା କରାଯାଇ କୋଶଲି ଭାଷାର ପ୍ରତିଷ୍ଠା ପାଇଁ ବକ୍ତାଗଣ ଆହ୍ୱାନ ଦେଇଥିଲେ ।
Read More...

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଲାୟନ୍ସ କ୍ଲବ ଟିଟିଲାଗଡ଼ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଲାୟନ୍ସ କ୍ଲବ ତରଫରୁ ବର୍ଷ ତମାମ ସାମାଜିକ କାର୍ଯ୍ୟକ୍ରମ କରାଯାଇଥାଏ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ସାହାରା ଅଫିସ ନିକଟରେ ସଭାପତି ଲାୟନ ସଞ୍ଜୟ ସୋନିଙ୍କ ସଭାପତିତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ଅଖିଳ ଭାରତୀୟ କୃଷକ ସଭାର ପଶ୍ଚିମ ଓଡ଼ିଶା ସ୍ତରୀୟ କପାଚାଷୀ ଓ ସାଧାରଣ ଚାଷୀ ମାନଙ୍କ କର୍ମଶାଳା ଅନୁଷ୍ଠିତ : ଯୋଗଦେଲେ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଅଖିଳ ଭାରତୀୟ କୃଷକ ସଭା ପଶ୍ଚିମ ଓଡ଼ିଶା ରାଜ୍ୟ କମିଟିର ଆବାହକତ୍ୱରେ ରବିବାର ସକାଳେ ବଲାଙ୍ଗିରର ଟିଟିଲାଗଡ ସ୍ଥିତ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ଅଖିଳ ଭାରତ କୃଷକ ସଭାର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ
Read More...

ଟିଟିଲାଗଡ ବିଜେପି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଶୁଣିଲେ କର୍ମୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ୧୩୪ତମ ମନ୍‌ କି ବାତ୍‌ ଶୁଣିବା ପାଇଁ ଟିଟିଲାଗଡ ବିଜେପି କାର୍ଯ୍ୟାଳୟରେ ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଜେପି କର୍ମୀମାନେ ଆସି ଯୋଗ ଦେଇଥିଲେ । ଏହି ଅବସରରେ
Read More...

ଭାରତ ବିକାଶ ପରିଷଦ ଟିଟିଲାଗଡ ପକ୍ଷରୁ ଶାଖା ସ୍ତରୀୟ କର୍ମଶାଳା ଓ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ମଙ୍ଗଳବାର ସନ୍ଧ୍ୟାରେ ଟିଟିଲାଗଡ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ଭାରତ ବିକାଶ ପରିଷଦ ଟିଟିଲାଗଡ ଶାଖା ପକ୍ଷରୁ ଶାଖା ସ୍ତରୀୟ କର୍ମଶାଳା ଓ ଶପଥ ଗ୍ରହଣ ସମାରୋହ ସଭାପତି ଉମେଶ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ
Read More...

ଉନ୍ଦେର ନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ମୃତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ସକାଳେ ଘଣ୍ଟବାହାଲି ଗ୍ରାମ ପଞ୍ଚାୟତର ଖଇରଖୁଣ୍ଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଖଇରଖୁଣ୍ଟ ଗ୍ରାମ ହରିଜନ ପଡ଼ାର ଉମାକାନ୍ତ ଦୀପ ଓ ଉର୍ବଶୀ ଦୀପଙ୍କ ଝିଅ ସୁମିତ୍ରା ଦୀପ ଉନ୍ଦେର ନଦୀକୁ ସାଙ୍ଗ ମାନଙ୍କ ସହିତ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି
Read More...

ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ଟିଟିଲାଗଡ ପୋଲିସ : ଅଟୋ ସହ ଦୁଇ ଜଣ ଗିରଫ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶୁକ୍ରବାର ପାହାନ୍ତିଆ ସମୟରେ ବେଲଗାଁ ପଟୁ ଏକ ଅଟୋରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବିଶ୍ଵସ୍ଥ ସୂତ୍ରରୁ ଖବର ପାଇଥିଲେ ଟିଟିଲାଗଡ ଥାନାଧିକାରୀ । ତେବେ ଖବର ପାଇବା ମାତ୍ରେ ସଙ୍ଗେ ସଙ୍ଗେ ଖାନ୍ ତଲାସୀ ତଥା ଗାଡ଼ିକୁ ଧରିବା ପାଇଁ ଝାଡଦେବନ୍ଧ ନିକଟ
Read More...

କୁରସୁଡ ଠାରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବିଧାନସଭା ଅନ୍ତର୍ଗତ କୁରସୁଡ ମଣ୍ଡଳ ଠାରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାର ଭାରତୀୟ ଜନତା ପାର୍ଟି ଜିଲ୍ଲା ସମ୍ପାଦିକା ଶ୍ରୀମତୀ ଛନ୍ଦାରାଣୀ ନାୟକ ଏବଂ ସିନ୍ଧେକେଲା ମଣ୍ଡଳର ସଭାନେତ୍ରୀ ଶ୍ରୀମତୀ
Read More...

ଟିଟିଲାଗଡ ଟାଉନକୁ ଲାଗି ବାଇପାସ୍ ରାସ୍ତା ନିର୍ମାଣ କାମରେ ଅସନ୍ତୋଷ ଭାଟିପଡା ଗ୍ରାମବାସୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଉପୁଜୁଥିଲା ବେଳେ ଏହାର ସ୍ଥାୟୀ ସମାଧାନ ନିମନ୍ତେ ଟିଟିଲାଗଡ ସହରର ବାହାର ପଟୁ ଏକ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇ କାର୍ଯ୍ୟ ଆରମ୍ଭ ହୋଇଗଲାଣି । ତେବେ ପରିତାପର ବିଷୟ ଏହିକି ଯେ,
Read More...