Browsing Tag

titilagarh news

ଟିଟିଲାଗଡ ଲାୟନ୍ସ କ୍ଲବର ମହିଳା ସଦସ୍ୟାଙ୍କୁ ନେଇ ଫୁଡ ଫିଏଷ୍ଟା ୨୦୨୬ ଆୟୋଜିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଲାୟନ୍ସ କ୍ଲବ୍ ସଦାବେଳେ କିଛି ନା କିଛି ନୂତନ କାର୍ଯ୍ୟ ହାତକୁ ନେଇଥାଏ । ବର୍ଷ ତମାମ ସାମଜିକ କାର୍ଯ୍ୟ କରୁଥିବା ବେଳେ ଚଳିତ ବର୍ଷ ଦ୍ୱିତୀୟ ଥର କ୍ଲବର ମହିଳା ସଦସ୍ୟାଙ୍କୁ ନେଇ ଫୁଡ଼ ଫିଏଷ୍ଟା ୨୦୨୬ ଆୟୋଜିତ କରାଯାଇଛି । ଆଳୁକୁ ନେଇ…
Read More...

ମହିଳାଙ୍କ ଗୋପନୀୟତା ଉଲ୍ଲଂଘନ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପୋଲିସ ଜଣେ ମହିଳାଙ୍କର ଗୋପନୀୟତା ଉଲ୍ଲଂଘନ କରି ତାଙ୍କର ଅଶ୍ଳୀଳ ଭିଡିଓ ଗୁପ୍ତରେ ରେକର୍ଡ କରିଥିବା ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଦେବନ୍ଧପଡ଼ା ଅଞ୍ଚଳର ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ଟିଟିଲାଗଡ଼ ଥାନାରେ କେସ୍ ନମ୍ବର…
Read More...

ଟିଟିଲାଗଡ ବିଜେଡି କାର୍ଯ୍ୟାଳୟରେ ଏସ୍‌ଆଇଆର୍‌ ସମ୍ପର୍କିତ କର୍ମଶାଳା ଆୟୋଜିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ନିର୍ବାଚନ କମିଶନଙ୍କ ଦ୍ୱାରା ସାରା ଦେଶରେ ଚାଲିଥିବା ଏସଆଇଆର କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଟିଟିଲାଗଡ ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଜେଡିର ବରିଷ୍ଠ ନେତ୍ରୀ ଶ୍ରୀମତୀ…
Read More...

ଟିଟିଲାଗଡର ୨୬ତମ ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତି ବୈଠକ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ ଠାରେ ୨୬ତମ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ଶୀତଳ ଷଷ୍ଠୀ କମିଟିର ଆବାହକ ତଥା ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସଙ୍କ ଅଧ୍ୟକ୍ଷତାରେ ସୋମବାର ସନ୍ଧ୍ୟାରେ ଏକ…
Read More...

ଟିଟିଲାଗଡ ବଣିକ ସଂଘର କାର୍ଯ୍ୟକାରୀ ସଦସ୍ୟଙ୍କୁ ନେଇ ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ଦିନ ଦ୍ୱିପହର ସମୟରେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ବଣିକ ସଂଘର କାର୍ଯ୍ୟକାରୀ ପରିଷଦ ବୈଠକ ସଭାପତି ଶମ୍ଭୁ ପ୍ରସାଦ ଗୋଏଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କିଛି ବିଷୟକୁ ନେଇ ଆଲୋଚନା ହୋଇଥିଲା ।…
Read More...

ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ କ୍ଲବ ପରିବାର ପଖାଳ ଭାତ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ଓଡ଼ିଶାର ସଂସ୍କୃତି ତଥା ଓଡ଼ିଆଙ୍କ ସୁସ୍ୱାଦୁ ପଖାଳ ଭାତ କାର୍ଯ୍ୟକ୍ରମ ତଥା କ୍ଲବର ପାରିବାରିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କ୍ଲବର ସଦସ୍ୟ, ସେମାନଙ୍କ ପରିବାରବର୍ଗ ତଥା…
Read More...

କୋଶଲି ସାହିତ୍ୟ ଆସର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କୋଶଲି ଭାଷା ସୁରକ୍ଷା ସମିତି ଆନୁକୂଲ୍ୟରେ "ଗାଆଁ ଗାଆଁରେ କୋଶଲି" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସତୀଘାଟ ଗ୍ରାମରେ ଏକ ନିରାଡମ୍ବର ସାହିତ୍ୟ ସଭା କରାଯାଇ କୋଶଲି ଭାଷାର ପ୍ରତିଷ୍ଠା ପାଇଁ ବକ୍ତାଗଣ ଆହ୍ୱାନ ଦେଇଥିଲେ ।…
Read More...

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଲାୟନ୍ସ କ୍ଲବ ଟିଟିଲାଗଡ଼ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଲାୟନ୍ସ କ୍ଲବ ତରଫରୁ ବର୍ଷ ତମାମ ସାମାଜିକ କାର୍ଯ୍ୟକ୍ରମ କରାଯାଇଥାଏ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ସାହାରା ଅଫିସ ନିକଟରେ ସଭାପତି ଲାୟନ ସଞ୍ଜୟ ସୋନିଙ୍କ ସଭାପତିତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ଅଖିଳ ଭାରତୀୟ କୃଷକ ସଭାର ପଶ୍ଚିମ ଓଡ଼ିଶା ସ୍ତରୀୟ କପାଚାଷୀ ଓ ସାଧାରଣ ଚାଷୀ ମାନଙ୍କ କର୍ମଶାଳା ଅନୁଷ୍ଠିତ : ଯୋଗଦେଲେ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଅଖିଳ ଭାରତୀୟ କୃଷକ ସଭା ପଶ୍ଚିମ ଓଡ଼ିଶା ରାଜ୍ୟ କମିଟିର ଆବାହକତ୍ୱରେ ରବିବାର ସକାଳେ ବଲାଙ୍ଗିରର ଟିଟିଲାଗଡ ସ୍ଥିତ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ଅଖିଳ ଭାରତ କୃଷକ ସଭାର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ…
Read More...

ଟିଟିଲାଗଡ ବିଜେପି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଶୁଣିଲେ କର୍ମୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ୧୩୪ତମ ମନ୍‌ କି ବାତ୍‌ ଶୁଣିବା ପାଇଁ ଟିଟିଲାଗଡ ବିଜେପି କାର୍ଯ୍ୟାଳୟରେ ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଜେପି କର୍ମୀମାନେ ଆସି ଯୋଗ ଦେଇଥିଲେ । ଏହି ଅବସରରେ…
Read More...