Browsing Tag

titilagarh news

ପୌର ପରିଷଦ ପକ୍ଷରୁ ୧୨/୧୩ ନମ୍ବର ୱାର୍ଡରେ ପୌର ପ୍ରଶାସନ ଜନ ଶୁଣାଣି କାର୍ଯ୍ୟକ୍ରମ : ପୌରାଧ୍ୟକ୍ଷାଙ୍କୁ ଜୋରଦାର…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଓଡ଼ିଶାରେ ସରକାର ପରିବର୍ତ୍ତନ ହେବା ପରେ ଏବେ ଚାଲିଛି ଲୋକଙ୍କ ସରକାର, ଯାହାକି ମୋହନ ମାଝୀଙ୍କ ସରକାର ବୋଲାଉଛି । ତେବେ ପ୍ରତି ମଙ୍ଗଳବାରକୁ ମଙ୍ଗଳବାର ୱାର୍ଡରେ ପୌର ପ୍ରଶାସନ କାର୍ଯ୍ୟକ୍ରମ ଚାଲୁଛି । ଯେଉଁଥିରେ ଟିଟିଲାଗଡ ପୌର ପରିଷଦର ବିଭିନ୍ନ
Read More...

ଟିଟିଲାଗଡ ଓକିଲ ସଙ୍ଘ ନିର୍ବାଚନରେ ସଭାପତି ଭାବେ ନିର୍ବାଚିତ ହେଲେ ବିକାଶ ଭୋଇ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ଟିଟିଲାଗଡ ଓକିଲ ସଙ୍ଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ତେବେ ସଭାପତି ପଦ ପାଇଁ ତିନିଜଣ ପ୍ରାର୍ଥୀ ଛିଡ଼ା ହୋଇଥିଲେ । ସେମାନେ ହେଲେ କୃଷ୍ଣଚନ୍ଦ୍ର ସାହୁ, ସଞ୍ଜୟ ବେହେରା ଓ ବିକାଶ ଭୋଇ । ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ କୃଷ୍ଣଚନ୍ଦ୍ର ସାହୁ
Read More...

ଟିଟିଲାଗଡ ଶ୍ରୀରାମ ନବମୀ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନଙ୍କ ଫାଙ୍କା ଗୁଳିଚାଳନା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶ୍ରୀରାମ ନବମୀ ଉପଲକ୍ଷେ ବାହାରିଥିବା ଶୋଭାଯାତ୍ରାରେ ଟିଟିଲାଗଡ ବିଧାୟକ ନବୀନ ଜୈନ ବନ୍ଧୁକ କାଢ଼ି ଉପରକୁ ଫାଙ୍କା ଗୁଳି ଚାଳନା କରିଥିବା ଭିଡିଓ ଭାଇରାଲ ହେଉଛି । ପ୍ରାପ୍ତ ସୂଚନା ଅନୁଯାୟୀ ରାଧାକୃଷ୍ଣ ମନ୍ଦିରରୁ ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ
Read More...

ରାଇସ ମିଲ ମାନଙ୍କରୁ ବାହାରୁ ଥିବା ପାଉଁଶ ଯୋଗୁଁ ଲୋକେ ହନ୍ତସନ୍ତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବ୍ଲକ ବାଞ୍ଜିପଦର ପଞ୍ଚାୟତର ବେଲପଡ଼ା, ରିକଡୁଲ, ଜଗୁଆ ପଞ୍ଚାୟତର ମୀନାପାଲି ଜୋର କଡ଼ରେ ଗଦା ହୋଇଛି ରାଇସ ମିଲରୁ ବାହାରୁଥିବା ପୋଡ଼ା ପାଉଁଶ । ବାହାରେ ପଡ଼ି ରହିବା ଯୋଗୁଁ ସେହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକଙ୍କ ଆଖିରେ ସେହି ଗୁଣ୍ଡ
Read More...

ଓମ ଭ୍ୟାଲି ସ୍କୁଲର ୨୨ତମ ସ୍ଥାପନା ଦିବସ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓମ୍ ଭ୍ୟାଲି ସ୍କୁଲର ୨୨ତମ ସ୍ଥାପନା ଦିବସ ଅତି ସୁନ୍ଦର ଭାବରେ ଜୁନିଅର ୱିଙ୍ଗସ ସର୍ଗିଗୁଡା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ଏସ୍‌ଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ,
Read More...

ଆଇ ଲଭ୍‌ ଟିଟିଲାଗଡ ପାର୍କ ପାଖରୁ ଚୋରି ଅଭିଯୋଗରେ ଦୁଇ ଗିରଫ

୨୪ ଘଣ୍ଟା ନ ପୁରୁଣୁ ଚୋରଙ୍କୁ ଧରିବାରେ ସଫଳ ହେଲା ଟିଟିଲାଗଡ ପୋଲିସ ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସଇଁନ୍ତଲା ଅଞ୍ଚଳର ଦିବ୍ୟ ରଞ୍ଜନ ହରପାଲ କୌଣସି କାର୍ଯ୍ୟ ପାଇଁ ଟିଟିଲାଗଡ ଆସିଥିବା ବେଳେ ଆଇ ଲଭ୍‌ ଟିଟିଲାଗଡ ପାର୍କ ନିକଟରେ ଦୁଇଜଣ ଯୁବକ ଭୁଜାଲି ଦେଖାଇ ତାଙ୍କୁ ମାଡପିଟ କରି
Read More...

ଟିଟିଲାଗଡ଼ରୁ ଭଟଲି ପର୍ଯ୍ୟନ୍ତ ନିଶାନ ପାଦଯାତ୍ରାରେ ବାହାରିଲେ ରାହୁଲ ଜୈନ ଓ ଗଣେଶ ବର୍ମା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବରଗଡ ଜିଲ୍ଲା ଭଟଲି ଠାରେ ଶ୍ୟାମ ବାବାଙ୍କ ମନ୍ଦିର ଅବସ୍ଥିତ । ତେବେ ଶ୍ୟାମ ବାବାଙ୍କ ଭକ୍ତ ଟିଟିଲାଗଡ ରଘୁନାଥ ପଡ଼ାର ରୋହିତ ଶ୍ରୀ ଶ୍ୟାମ ବାବାଙ୍କ ନିଶାନ ନେଇ ଚାଲିବେ ଏବଂ ଗଣେଶ ବର୍ମା ହନୁମାନ ଜୀଙ୍କ ନିଶାନ ନେଇ ଚାଲିବେ । ଏହି ନିଶାନ ଗୁଡିକ
Read More...

ଟିଟିଲାଗଡ଼ ବିପାସନା ଧ୍ୟାନ କେନ୍ଦ୍ର ତରଫରୁ ଜୈନ ଭବନ ଠାରେ ଏକ ଆଧ୍ୟତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ମଙ୍ଗଳବାର ସଂଧ୍ୟାରେ ସ୍ଥାନୀୟ ଜୈନ ଭବନ ଠାରେ ଟିଟିଲାଗଡ ବିପାସନା ଧ୍ୟାନକେନ୍ଦ୍ର ତରଫରୁ ଏକ ଆଧ୍ୟତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟବକ୍ତା ଭାବେ ସୁଦୂର ଗୁଜୁରାଟ ରାଜ୍ୟର ରାଜକୋଟରୁ ମାନ୍ୟବର ଗୁରୁଜୀ ରାଜୁଭାଇ
Read More...

ଟିଟିଲାଗଡ ଆଇ ଲଭ୍‌ ଟିଟିଲାଗଡ ପାର୍କ ପରିସରରେ ନୂତନ ଭାବେ ନିର୍ମିତ ଗଣେଶ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବ୍ୟାଙ୍କ ଛକ ଠାରେ ଥିବା ଗଣେଶ ମନ୍ଦିର ପାଇଁ ରାସ୍ତା ସଙ୍କୁଚିତ ହେବା ସହ ଟ୍ରାଫିକ ସମସ୍ୟା ଉପୁଜୁଥିଲା । ତେବେ ଟ୍ରାଫିକ ସମସ୍ୟାର ସମାଧାନ ତଥା ରାସ୍ତା ସମ୍ପ୍ରସାରଣ ପାଇଁ ବ୍ୟାଙ୍କ ଛକରେ ଥିବା ଗଣେଶ ମନ୍ଦିରକୁ ହଟାଇବା ପାଇଁ ପ୍ରସ୍ତାବ
Read More...

ଆଉଟ ସୋର୍ସିଙ୍ଗ କର୍ମଚାରୀମାନଙ୍କୁ ନ୍ୟାୟ ସଂଗତ ଦରମା ଓ ସୁବିଧା ପ୍ରଦାନ ନ କରିବା ଯୋଗୁଁ କାର୍ଯ୍ୟ ବନ୍ଦ ଡାକରା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଓଡିଶାର ବିଭିନ୍ନ ବିଭାଗରେ ଆଉଟ ସୋର୍ସିଙ୍ଗ ଭିତ୍ତିରେ କାମ କରୁଥିବା କର୍ମଚାରୀ ଦୀର୍ଘ ସମୟ ଧରି ଅତ୍ୟନ୍ତ କମ୍ ଦରମାରେ ଓ ଅନିଶ୍ଚିତ ପରିସ୍ଥିତିରେ କାମ କରୁଛନ୍ତି । ସରକାରୀ କାମର ମୁଖ୍ୟ ଭାଗ ସେମାନେ କରୁଥିଲେ ମଧ୍ୟ ଯଥାର୍ଥ ସୁବିଧା ଓ ସୁରକ୍ଷା ପାଇ
Read More...