Daily Archives

ଆଗଲପରୁରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରିବର୍ତ୍ତନ ସମାବେଶ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍‌ ଆଗଲପୁର ହାଇସ୍କୁଲ ପଡିଆରେ ବିଜେପିର ପରିବର୍ତ୍ତନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ ବିଜେପି ଲୋକସଭା ପ୍ରାର୍ଥୀ ସଙ୍ଗୀତା କୁମାରୀ
Read More...

ବିଜ୍ଞାନ ମହାବିଦ୍ୟାଳୟରେ ରକ୍ତଦାନ ସମ୍ପର୍କିତ ସଚେତନତା କର୍ମଶାଳା ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଯୁବ-ରେଡକ୍ରସ ତଥା ରେଡ୍‌ ରିବନ୍‌ କ୍ଲବ ତରଫରୁ ରକ୍ତଦାନ ଏକ ମହତ୍ ଦାନ ବୋଲି ଏକ ସଚେତନତା ସମ୍ପର୍କିତ କର୍ମଶାଳା ଶନିବାର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଅଜୟ କୁମାର
Read More...

କଂଗ୍ରେସ ଦଳରେ ଯୋଗଦେଲେ ଦେଓଗାଁ ଅଂଚଳର ବହୁ ଯୁବକ ଓ ବୁଦ୍ଧିଜୀବୀ

ସମରେନ୍ଦ୍ରଙ୍କ ଦୂରଦୃଷ୍ଟି ଓ ନରସିଂହଙ୍କ ଆଦର୍ଶରେ ହେଲେ ଅନୁପ୍ରାଣିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଦେଓଗାଁ ବ୍ଲକ କୁଲୁତାପଡା ଗ୍ରାମ ପଂଚାୟତ ଅନ୍ତର୍ଗତ ମୁଣ୍ଡପଲା ଗାଁ, ସିକୁଆଁ ପଂଚାୟତ ସିକୁଆଁ ଗାଁ, ହାତୀସରା ପଂଚାୟତର ହାତୀସରା ଗାଁ ତଥା ଆଖପାଖ ଅଂଚଳର ଭିନ୍ନ
Read More...

ବଲାଙ୍ଗିର କ୍ଷୁଦ୍ର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟର ଅଧିକ୍ଷଣଯନ୍ତ୍ରୀ ପ୍ରମୋଦ କୁମାର ପଲାଇଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଉପବିଭାଗୀୟ ଅଧିକାରୀ ପ୍ରଦୀପ କୁମାର ଭୋଇଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ସହକାରୀ ନିର୍ବାହୀଯନ୍ତ୍ରୀ ମାନଭଞ୍ଜନ
Read More...

ଦେଓଗାଁ ବ୍ଲକରେ ସମରେନ୍ଦ୍ରଙ୍କ ପ୍ରଚାର : ଗାଁ ଲୋକଙ୍କ ଅର୍ଥନୀତି ସୁଦୃଢ କରିବା ଆମର ଲକ୍ଷ୍ୟ – ସମରେନ୍ଦ୍ର

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ୍‌ ଅଂଚଳରେ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ରଙ୍କ ଘମାଘୋଟ୍‌ ପ୍ରଚାର ଚାଲିଥିବା ବେଳେ ଗାଁ ଲୋକଙ୍କ ଅର୍ଥନୀତି ସୁଦୃଢ କରିବା ଆମର ଲକ୍ଷ୍ୟ ବୋଲି ସେ ମତ ଦେଇଛନ୍ତି । ରାଜ୍ୟ ସରକାରଙ୍କ ମା'କୁ ସମ୍ମାନ ଗାଁକୁ କାମ'ର ନାରା ପ୍ରକୃତ କ୍ଷେତ୍ରରେ ଦେଖିବା
Read More...

ଚନ୍ଦନଭାଟୀ ଅଞ୍ଚଳରେ ପୋଷ୍ଟର ହଟାଉଛନ୍ତି ପୋଲିସ କର୍ମଚାରୀ

ଚନ୍ଦନଭାଟୀ, (ରାଜେଶ ଦଣ୍ଡସେନା) : ରାଜ୍ୟ ରାଜନୀତିରେ ଏବେ ନାମାଙ୍କନ ପତ୍ର ଦାଖଲ ଚାଲିଥିବାବେଳେ ଏବେ କୌଣସି ସରକାରୀ ସ୍ଥାନ ଗୁଡିକରେ କୌଣସି ରାଜନୈତିକ ଦଳର ପୋଷ୍ଟର ଲାଗିଥିଲେ ତୁରନ୍ତ ତାକୁ ହଟାଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଆଜି ଚନ୍ଦନଭାଟୀ ଅଞ୍ଚଳର ବିଭିନ୍ନ ସରକାରୀ କାନ୍ଥ,
Read More...

ଟିଟିଲାଗଡ ବିଜେପିର ମିଶ୍ରଣ ପର୍ବରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ହେଉଛି ବଲାଙ୍ଗିର ଜିଲ୍ଲାର ସବୁଠୁ ହଟଚମଟ ସୃଷ୍ଟି କରୁଥିବା ଅଞ୍ଚଳ । ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରୋମାଞ୍ଚକ ମୋଡ଼ ନେଉଛି ରାଜନୈତିକ ଅଭିସନ୍ଧି । ପ୍ରଥମେ ବିଜେପି ପ୍ରାର୍ଥୀ ନବୀନ ଜୈନଙ୍କ ନାମାଙ୍କନ ଦାଖଲ
Read More...

ନିର୍ବାଚନ ଆୟୋଗଙ୍କ ନିମନ୍ତ୍ରଣକ୍ରମେ ବିଶ୍ୱର ସର୍ବବୃହତ ନିର୍ବାଚନ ଦେଖିବା ପାଇଁ ଭାରତ ଆସିଛନ୍ତି ୨୩ଟି ଦେଶର ଇଏମ୍‌ବି…

ଭୁବନେଶ୍ୱର, (ପିଆଇବି) : ନିର୍ବାଚନୀ ସଚ୍ଚୋଟତା ଏବଂ ସ୍ୱଚ୍ଛତାର ପ୍ରତୀକ ଭାବରେ ଭାରତର ନିର୍ବାଚନ ଆୟୋଗ ସର୍ବୋଚ୍ଚ ମାନର ସାଧାରଣ ନିର୍ବାଚନ ଆୟୋଜନ ପାଇଁ ନିଜର ପ୍ରତିବଦ୍ଧତାର ଉଦାହରଣ ଦେଇଛନ୍ତି । ଏହି କ୍ରମରେ ବିଶ୍ୱ ନିର୍ବାଚନ ପରିଚାଳନା ସଂସ୍ଥା (ଇଏମ୍‌ବି)ଗୁଡ଼ିକ ପାଇଁ ଗଣତାନ୍ତ୍ରିକ
Read More...

କୁମାର ବିମଳ ଚନ୍ଦ୍ର ସିଂହଦେଓଙ୍କ ପରଲୋକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ରାଜ ପରିବାର ସଦସ୍ୟ କୁମାର ବିମଳ ଚନ୍ଦ୍ର ସିଂହଦେଓ(୮୯)ଙ୍କ ପରଲୋକ ହୋଇଯାଇଛି । ସ୍ୱର୍ଗତ ରାଜା ଦୁର୍ଗା ମାଧବ ସିଂହଦେଓଙ୍କ ସାନପୁତ୍ର ବିମଳ ଚନ୍ଦ୍ର ମ.ରାମପୁର ମହାବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକରହି ମହାବିଦ୍ୟାଳୟ
Read More...

ବିଜେପିର ହେବିୱେଟ ନେତା ଧର୍ମେନ୍ଦ୍ରଙ୍କ ନିର୍ବାଚନୀ ସଭା

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ଓଡିଶାର ଚର୍ଚ୍ଚିତ ବିଧାନ ସଭା ନିର୍ବାଚନ ମଣ୍ଡଳୀ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ଶନିବାର ଦିନ ସ୍ଥାନୀୟ ଆଲିଶାନ ପ୍ୟାଲେସ୍‌ ସମ୍ମୁଖସ୍ଥିତ ପଡିଆରେ ଭାରତୀୟ ଜନତା ପାର୍ଟିର ଏକ ବିଶାଲ ପରିବର୍ତ୍ତନ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ
Read More...
error: Content is protected !!