pakka

ଚନ୍ଦନଭାଟୀ ଅଞ୍ଚଳରେ ପୋଷ୍ଟର ହଟାଉଛନ୍ତି ପୋଲିସ କର୍ମଚାରୀ

bbehera

ଚନ୍ଦନଭାଟୀ, (ରାଜେଶ ଦଣ୍ଡସେନା) : ରାଜ୍ୟ ରାଜନୀତିରେ ଏବେ ନାମାଙ୍କନ ପତ୍ର ଦାଖଲ ଚାଲିଥିବାବେଳେ ଏବେ କୌଣସି ସରକାରୀ ସ୍ଥାନ ଗୁଡିକରେ କୌଣସି ରାଜନୈତିକ ଦଳର ପୋଷ୍ଟର ଲାଗିଥିଲେ ତୁରନ୍ତ ତାକୁ ହଟାଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଆଜି ଚନ୍ଦନଭାଟୀ ଅଞ୍ଚଳର ବିଭିନ୍ନ ସରକାରୀ କାନ୍ଥ, ବିଜୁଳି ଖମ୍ବ ଆଦି ସ୍ଥାନରେ ବିଭିନ୍ନ ରାଜନୈତିକ ଦଳର ପୋଷ୍ଟର ଲାଗିଥିଲା ତାକୁ ଆଜି ଏକ ପୋଲିସ ଟିମ୍ ଲାଗିଥିବା ପୋଷ୍ଟର ବେନରକୁ ହଟାଇଛନ୍ତି ।

jay balangir
Leave A Reply

Your email address will not be published.

4 + 20 =

error: Content is protected !!