om academy

+୨ କଳା ପରୀକ୍ଷା ଫଳରେ ଓମ୍‌ ଏକାଡେମୀର ସଫଳତା : ୫୩୬ ମାର୍କ ଆଣି ଚର୍ଚ୍ଚାରେ ଛାତ୍ରୀ ସୁଚିସ୍ମିତା

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ +୨ କଳା ପରୀକ୍ଷା ଫଳ ପ୍ରକଶ ପାଇଥିବା ବେଳେ ବଲାଙ୍ଗିର ସହରର ଓମ୍‌ ଏକାଡେ଼ମୀର ଛାତ୍ରୀ ସୁଚିସ୍ମିତା ପରିଡ଼ା ୫୩୬ ମାର୍କ ଆଣି ସାରା ବଲାଙ୍ଗିର ଜିଲ୍ଲାରେ ଚର୍ଚ୍ଚାରେ ଅଛନ୍ତି । ସୁଚିସ୍ମିତା ଏତେ ମାର୍କ ପାଇବା ପାଇଁ ବହୁ ପରିଶ୍ରମ କରିଥିବା ବେଳେ ତାଙ୍କ ସଫଳତାର ଶ୍ରେୟ ତାଙ୍କ ବାପା ମା ଓ ଅଧ୍ୟାପକ ଅଧ୍ୟାପିକାଙ୍କୁ ଦେଇଛନ୍ତି । ସିଭିଲ ସାର୍ଭିସରେ ଯିବା ପାଇଁ ତାଙ୍କର ଲକ୍ଷ୍ୟ ରହିଥିବା ସେ କହିଛନ୍ତି ।

Leave A Reply

Your email address will not be published.