ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ହେଭି ହର୍ଣ୍ଣ ଯୋଗୁଁ ୫ଟି ଭାରି ଯାନକୁ ଅଟକ ରଖିଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ସହରରେ ଜନସଂଖ୍ୟା ବଢି ବଢି ଚାଲିଥିବା ବେଳେ ଦୁର୍ଘଟଣା ମଧ୍ୟ ବଢି ବଢି ଚାଲିଛି । ଏହାର କାରଣ ହେଉଛି ବେପାରୁଆ ଗାଡି ଚାଳନା ସହ ହେଭି ହର୍ଣ୍ଣ ବଜାଇବା । ତେବେ ଏଥିପ୍ରତି ବଲାଙ୍ଗିର ପୋଲିସ ପ୍ରଶାସନ କଡା ପଦକ୍ଷେପ ନେଇଥିବା ବେଳେ ଆଜି ବଲାଙ୍ଗିର ଟାଉନ ପୋଲିସ ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ୫ଟି ଭାରି ଯାନକୁ ହେଭି ହର୍ଣ୍ଣ ପାଇଁ ଅଟକ ରଖିଥିବା ଜଣାପଡିଛି ।

Leave A Reply

Your email address will not be published.

one + 2 =