pakka

ଘରେ ପଶି ଚୋରି ଅଭିଯୋଗ : ୨ ଅଟକ

bbehera

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ଶିବାଜୀନଗର ସ୍ଥିତ ବିବେକାନନ୍ଦ ରାୟଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଘରେ ପଶି ଚୋରମାନେ ପ୍ରାୟ ୨ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି କରି ନେଇଥିବା ସମ୍ପର୍କରେ ସେ ବୁଧବାର କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ସାଇଣ୍ଟିଫିକ ଟିମ୍‌ ସହ ଗୁରୁବାର ତଦନ୍ତ କରିଥିଲା । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛନ୍ତି ।

jay balangir
Leave A Reply

Your email address will not be published.

3 × 3 =