Monthly Archives

January 2024

ରାଜେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାରର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଙ୍ଗଳବାର ଦିନ ରାଜେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାରର ଉଦ୍‌ଯାପନୀ ଉତ୍ସବ ମହାସମାରୋହରେ ଆୟୋଜିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ଅଧ୍ୟକ୍ଷା ରଶ୍ମି ସାହୁ ଅଧ୍ୟକ୍ଷତା କରିଥଲେ ।
Read More...

ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସ୍ଥାନାନ୍ତର ପାଇଁ ୧୨ ଘଣ୍ଟିଆ କେସିଙ୍ଗା ବନ୍ଦ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କେସିଙ୍ଗା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମନମୁଖୀ ଶାସନ ପ୍ରତିବାଦରେ ଆଜି କେସିଙ୍ଗା ବିକାଶ ମଞ୍ଚ ପକ୍ଷରୁ ବାର ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଲୋକଙ୍କ ଅଭିଯୋଗ ଶୁଣିବା ପରିବର୍ତ୍ତେ କେସିଙ୍ଗା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ
Read More...

ବଡମାଧପୁରରେ ବର୍ଣ୍ଣାଢ଼୍ୟ ସମାରୋହରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସମ୍ପନ୍ନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁରଠାରେ ପଞ୍ଚାୟତସ୍ତରୀୟ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି । ବଡମାଧପୁରର ଗ୍ରାମ-ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ଯାତ୍ରା-ପଡ଼ିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ
Read More...

୨୯ତମ ପୁସ୍ତକ ମେଳା ଆସନ୍ତା ଫେବୃୟାରୀ ୨ରୁ ୧୧ ପର୍ଯ୍ୟନ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆୟୋଜିତ ୨୯ତମ ରାଉରକେଲା ପୁସ୍ତକ ମେଳା ଆସନ୍ତା ଫେବୃୟାରୀ ମାସ ୨ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଭଞ୍ଜଭବନ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ପାଠାଗାର ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପାଠାଗାରର ସଭାପତି
Read More...

ମହାବିନାୟକ ପ୍ରକୃତି ପାରିଜାତ ଲୋକ ସାହିତ୍ୟ ସମ୍ମିଳନୀ

କଟକ : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ମହାବିନାୟକ ପ୍ରକୃତି ପାରିଜାତ ଲୋକ ସାହିତ୍ୟ ସମ୍ମିଳନୀ ମହାବିନାୟକ ଅଷ୍ଟଶମ୍ଭୁ ମନ୍ଦିର, ଚଣ୍ଡିଖୋଲ, ଯାଜପୁର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ୱ କରିଥିଲେ ।
Read More...

ଦ ମିରର ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ଲେପ୍‌ରୋସି ଡେ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସଂଗଠନ ଦ ମିରର ସୋସିଆଲ୍‌ ଫାଉଣ୍ଡେସନ୍‌ ତରଫରୁ ରାଉରକେଲାର ଦେଓଗାଁଠାରେ ଥିବା ଲେପ୍‌ରୋସି ବସ୍ତିରେ ଆଜି ବିଶ୍ଵ ଲେପ୍‌ରୋସି ଦିବସ ପାଳନ କରାଯାଇଥିଲା । ତା' ସହ ଲେପ୍‌ରୋସି ସଚେତନତା ବାର୍ତ୍ତା ଦିଆଯାଇଥିଲା । ମିରର
Read More...

ସଂସଦର ବଜେଟ୍ ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

ଭୁବନେଶ୍ୱର, (ପିଆଇବି) :ବନ୍ଧୁଗଣ,ଏହି ନୂତନ ସଂସଦ ଭବନରେ ଅନୁଷ୍ଠିତ ପ୍ରଥମ ଅଧିବେଶନ ଶେଷରେ ଏହି ସଂସଦ ଏକ ଅତ୍ୟନ୍ତ ସମ୍ମାନଜନକ ନିଷ୍ପତ୍ତି ନେଇଥିଲା ଏବଂ ସେହି ନିଷ୍ପତ୍ତି ଥିଲା ନାରୀ ଶକ୍ତି ବନ୍ଦନ ଆଇନ । ଏହା ସହିତ ଜାନୁଆରୀ ୨୬ ତାରିଖରେ ମଧ୍ୟ ଆମ ଦେଶ ନାରୀ ଶକ୍ତି, ନାରୀ ଶକ୍ତିର
Read More...

ଛତ୍ରପୁର ସହର ଦପ୍ତରାଞ୍ଚଳ ମୁଖ୍ୟଛକରେ ଘଣ୍ଟାଘର ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଦପ୍ତରାଞ୍ଚଳର ମୁଖ୍ୟ ଛକରେ ଅର୍ଥାତ୍ ଭି.ଆଇ.ପି. ରୋଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାସ୍ତାରେ ବହୁ ପ୍ରତିକ୍ଷୀତ ଘଣ୍ଟା ଘରକୁ ମଙ୍ଗଳାବର ପୂର୍ବାହ୍ନରେ ଲୋକାର୍ପଣ ହୋଇଛି । ସୂଚନାଯୋଗ୍ୟ ଯେ, ଛତ୍ରପୁର ସହରକୁ
Read More...

ସ୍ୱର୍ଗତ ଲକ୍ଷ୍ମୀନାରାୟଣ ମଲ୍ଲିକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ରେନ୍‌ବୋ ମେରେଜ୍‌ ପେଲେସ୍‌ଠାରେ ଗତକାଲି ସ୍ୱର୍ଗତ ଲକ୍ଷ୍ମୀନାରାୟଣ ମଲ୍ଲିକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରାଦ୍ଧ ବାର୍ଷିକୀରେ ବଲାଙ୍ଗିର ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତଥା ତାଙ୍କ
Read More...

ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦର ୧୯ତମ ବାର୍ଷିକ ଉତ୍ସବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ସଭାଗୃହରେ ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦର ୧୯ତମ ବାର୍ଷିକ ଉତ୍ସବ ଏବଂ ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକମାନଙ୍କ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପରିଷଦର ଲିଙ୍ଗରାଜ ପଟ୍ଟନାୟକଙ୍କ
Read More...