Monthly Archives

January 2024

ଦେଶୀ ମଦ ଓ ଗଞ୍ଜେଇ ସହ ତିନୋଟି ବାଇକ ଜବତ : ୪ ଜଣ ଗିରଫ

ତୁଷୁରା : ତୁଷୁରା ଅବକାରୀ ବିଭାଗ ପକ୍ଷରୁ ୪୮ ଲିଟର ଦେଶୀ ମଦ ଓ ୩୨ କେଜି ୩୮୦ ଗ୍ରାମ ଗଞ୍ଜେଇ ସହ ତିନୋଟି ବାଇକ ଜବତ । ଚାରିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ତୁଷୁରା ଅବକାରୀ ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ସୂଚନା ପ୍ରଦାନ କରିଛନ୍ତି । ପେଟ୍ରୋଲିଙ୍ଗ ସମୟରେ ଡୁଙ୍ଗିବାହାଳ
Read More...

ହୋମ୍ ଆଣ୍ଡ ହୋପ୍‌ଠାରେ ଥଣ୍ଡା ପାନୀୟ ଜଳ ଯନ୍ତ୍ର ୱାଟର୍‌କ୍ରାଫ୍ଟ୍‌ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୭ ସ୍ଥିତ ହୋମ୍‌ ଆଣ୍ଡ ହୋପ୍‌ଠାରେ ଥଣ୍ଡା ପାନୀୟ ଜଳ ଯନ୍ତ୍ର ୱାଟର୍‌କ୍ରାଫ୍ଟ୍‌ ଉଦ୍‌ଘାଟିତ ହୋଇଯାଇଛି । ରାଉରକେଲା ଇସ୍ପାତ କାରଖାନାର ଖଣି ବିଭାଗ ନିର୍ବାହୀ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ସ୍ୱର୍ଗତ ପିତା ରାଜେଶ୍ୱରୀ ରାୟ ଶର୍ମାଙ୍କ ସ୍ମୃତିରେ
Read More...

ମର୍ମନ୍ତୁଦ ଦୁର୍ଘଟଣାରେ ୧ ମୃତ, ୧ ଗୁରୁତର

ନୟାଗଡ଼ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ଗଣିଆ ରାସ୍ତା ଡିହଗାଁ ନିକଟରେ ଦୁର୍ଘଟଣା । ଟ୍ରକ ଓ ମୋପେଡ୍‌ ମଧ୍ୟରେ ହୋଇଛି ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ଦୁଖାପଲ୍ଲୀ ଗାଁର ବସନ୍ତ ଦଲେଇ ବୋଲି ଜଣାପଡିଥିବା ବେଳେ
Read More...

ରାଜଧାନୀରେ ଗୋଷ୍ଠୀ ସଂଘର୍ଷ : ୪ ଆହତ

ଭୁବନେଶ୍ଵର : ଭୁବନେଶ୍ଵର ଜାଗମରା ନୂଆ ରୋଡ୍‌ରେ ବୁଲିଲା ଖଣ୍ଡା ଓ ଭୁଜାଲି । ବାଉଁଶ ଓ ବୋତଲରେ ଗୋଡାଇ ଗୋଡାଇ କଲେ ଆକ୍ରମଣ । ଭାଇଗିରିକୁ କେନ୍ଦ୍ର କରି ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଗୋଷ୍ଠୀ ସଂଘର୍ଷରେ ୪ ଜଣ ଆହତ ହୋଇଛନ୍ତି । ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀର ୨ଟି ବାଇକ ଭଙ୍ଗାରୁଜା
Read More...

ଜୁଆ ଆଡ୍ଡା ଉପରେ ପୋଲିସର ଅଚାନକ ଚଢାଉ : ୪ ଗିରଫ

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କାଡଦିହା ଖେଳପଡିଆରେ ମଙ୍ଗଳବାର ଦିନ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଚାଲିଥିବା ବେଳେ ରାତି ସମୟରେ ଖୁଲମ୍‌ଖୁଲା ଜୁଆ ଖେଳ ଚାଲିଥିଲା । ଏନେଇ କୌଣସି ସୁତ୍ରରୁ ଖବର ପାଇ କରଞ୍ଜିଆ ପୋଲିସ ଅତର୍କିତ ଭାବେ ଚଢାଉ କରିଥିଲା । ଏହି ଚଢାଉରେ
Read More...

ରାଜ୍ୟସ୍ତରୀୟ ଜୁନିୟର ରେଡ୍‌କ୍ରସ୍ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭାରତୀୟ ରେଡ୍‌କ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସଚିବଙ୍କ ତତ୍ତ୍ୱାବଧାନରେ ଏକ ପଞ୍ଚଦିବସୀୟ ରାଜ୍ୟସ୍ତରୀୟ ଜୁନିୟର ରେଡ୍‌କ୍ରସ୍‌ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଭୁବନେଶ୍ୱର ସ୍ଥିତ ନୀଳାଚଳ ପଲିଟେକ୍‌ନିକ୍ ମହାବିଦ୍ୟାଳୟ ପରିସରରେ ଉଦ୍‌ଘାଟିତ
Read More...

ନବ ନିର୍ମିତ ଶ୍ରୀଗୁଣ୍ଡିଚା ମନ୍ଦିର ରତ୍ନ ମୁଦ୍ରଣ ନିମନ୍ତେ କଳସ ଯାତ୍ରା

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ (କ)ନୂଆଗାଁ ହାଇସ୍କୁଲ ନିକଟରେ ନବ ନିର୍ମିତ ଶ୍ରୀଗୁଣ୍ଡିଚା ମନ୍ଦିରର ରତ୍ନ ମୁଦ୍ରଣ କାର୍ଯ୍ୟକ୍ରମ ନିମନ୍ତେ କଳସ ଯାତ୍ରା ବିଧି ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜଗନ୍ନାଥ ମନ୍ଦିରଠାରୁ
Read More...

ତହଁକ୍ କୁଟୁମ୍‌କୁ ଶ୍ରେଷ୍ଠ ଆୟୋଜକ ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର କୋଶଲି ଭାଷାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ତହଁକ୍ ସାହିତ୍ୟ କୁଟୁମ୍‌କୁ ରାଜ୍ୟସ୍ତରୀୟ ଶ୍ରେଷ୍ଠ ଆୟୋଜକ ସମ୍ମାନରେ ସମ୍ମାନିତ କରାଯାଇଛି । ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବିରାଡିଆଠାରେ ବିଶିଷ୍ଟ କବି, ସଂଗଠକ ପଣ୍ଡିତ ମନୋରଞ୍ଜନ
Read More...

ପଛୁଆ ଚାଲିବା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : "ପଛୁଆ ଚାଲିବା ଦିବସ" ଜାନୁୟାରୀ ୩୧ରେ ପାଳନ କରାଯାଏ ଯାହା ଆମକୁ ବିପରୀତ କାର୍ଯ୍ୟ କରିବାକୁ ଉତ୍ସାହିତ କରେ । ଓଲଟା ଚାଲିବା ଏକାସାଙ୍ଗରେ କିପରି ପ୍ରଭାବଶାଳୀ ଏବଂ ମଜାଳିଆ ହୋଇପାରିବ ତାହା ଅନୁଭବ କରିବାପାଇଁ ଏହା ଏକ ଦିବସ । ଓଲଟା ଜିନିଷ କରିବା
Read More...

ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକ ଶିକ୍ଷାଧିକାରୀ ଲୋକନାଥ ଭୋଇଙ୍କ ସଭାପତିତ୍ୱରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରପ୍ରାପ୍ତ ଶିକ୍ଷକ ଓ ଛାତ୍ରମାନଙ୍କୁ ନେଇ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଗୋପାଳଜୀ ପ୍ରସାଦ
Read More...