ମର୍ମନ୍ତୁଦ ଦୁର୍ଘଟଣାରେ ୧ ମୃତ, ୧ ଗୁରୁତର

ନୟାଗଡ଼ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ଗଣିଆ ରାସ୍ତା ଡିହଗାଁ ନିକଟରେ ଦୁର୍ଘଟଣା । ଟ୍ରକ ଓ ମୋପେଡ୍‌ ମଧ୍ୟରେ ହୋଇଛି ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ଦୁଖାପଲ୍ଲୀ ଗାଁର ବସନ୍ତ ଦଲେଇ ବୋଲି ଜଣାପଡିଥିବା ବେଳେ ଗୁରୁତର ଥିବା ବ୍ୟକ୍ତିଙ୍କ ନାମ ପ୍ରଫୁଲ ଦଳେଇ ବୋଲି ଜଣାପଡିଛି ।

Leave A Reply

Your email address will not be published.

13 + seven =

error: Content is protected !!