ଦ ମିରର ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ଲେପ୍‌ରୋସି ଡେ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସଂଗଠନ ଦ ମିରର ସୋସିଆଲ୍‌ ଫାଉଣ୍ଡେସନ୍‌ ତରଫରୁ ରାଉରକେଲାର ଦେଓଗାଁଠାରେ ଥିବା ଲେପ୍‌ରୋସି ବସ୍ତିରେ ଆଜି ବିଶ୍ଵ ଲେପ୍‌ରୋସି ଦିବସ ପାଳନ କରାଯାଇଥିଲା । ତା’ ସହ ଲେପ୍‌ରୋସି ସଚେତନତା ବାର୍ତ୍ତା ଦିଆଯାଇଥିଲା । ମିରର ସୋସିଆଲ୍‌ ଫାଉଣ୍ଡେସନ୍‌ର ଚେୟାରମ୍ୟାନ ବିଶ୍ୱଜିତ ରାଉତଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଥିଲା ଏବଂ ଅନ୍ୟ ସଦସ୍ୟମାନେ ଯୋଗଦାନ ଦେଇ ତାଙ୍କ ସହିତ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ । ଅନ୍ୟ ସଦସ୍ୟମାନେ ଅଶୋକ ଦକ୍ଷିଣରାୟ ଏବଂ ସୁରେଶ ସାବତ, ଚନା ସାହାଣୀ, ଅନାଦି ସାହାଣୀ, କାର୍ତ୍ତିକ ରାଉତ, ପୂର୍ଣିମା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

sixteen − 13 =