jsm

ସ୍ୱର୍ଗତ ଲକ୍ଷ୍ମୀନାରାୟଣ ମଲ୍ଲିକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ରେନ୍‌ବୋ ମେରେଜ୍‌ ପେଲେସ୍‌ଠାରେ ଗତକାଲି ସ୍ୱର୍ଗତ ଲକ୍ଷ୍ମୀନାରାୟଣ ମଲ୍ଲିକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରାଦ୍ଧ ବାର୍ଷିକୀରେ ବଲାଙ୍ଗିର ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତଥା ତାଙ୍କ ବନ୍ଧୁ ପରିଜନ ଉପସ୍ଥିତ ରହି ସ୍ୱର୍ଗତ ମଲ୍ଲିକଙ୍କ ବାର୍ଷିକ ଉତ୍ସବରେ ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ତାଙ୍କର ବଡପୁତ୍ର ଅମୀୟ କୁମାର ମଲ୍ଲିକ ପୂଜାର୍ଚ୍ଚନା କରିଥିବା ବେଳେ ପୁତ୍ର ଝିନୁ, ବିନୁ, ରିନୁ, ନାତିମାନଙ୍କ ମଧ୍ୟରେ ଓମ୍‌, ଦେବା, ଝିଅ ମାନଙ୍କ ମଧ୍ୟରେ ମାମୀ ଏବଂ ବନ୍ଧୁ ପରିଜନ ଉପସ୍ଥିତ ରହି ସ୍ୱର୍ଗତ ମଲ୍ଲିକଙ୍କ ଫୋଟୋଚିତ୍ରରେ ପୁଷ୍ପ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.