Yearly Archives

2024

ଅନ୍ତଃ ଚେତନାର ଜାଗରିତ ସ୍ଵର ହିଁ ସାହିତ୍ୟ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାହିତ୍ୟ ହିଁ ଅନ୍ତଃ ଚେତନାର ଜାଗରିତ ସ୍ଵର ଓ ସାହିତ୍ୟ ମାଧ୍ୟମରେ ବିଶ୍ଵ ସମୁଦାୟ ପରିବେଶରେ ଏକ ସୁଷମ ସମନ୍ୱୟ ରକ୍ଷା କରାଯାଇ ବିନିଷ୍ଟ ମୁଖରୁ ମାନବ ଜାତିର ସୁରକ୍ଷା ସମ୍ଭବ ବୋଲି ଗଡମୋଟରୀସ୍ଥିତ ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣର ସତ୍ୟ ନାରାୟଣ…
Read More...

ଦାଦନ ଶ୍ରମିକଙ୍କ ଜୀବନ କ’ଣ ଶସ୍ତା ?

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସରକାରଙ୍କ ଅନେକ ଯୋଜନା ରହିଥିଲେ ମଧ୍ୟ ଦରିଦ୍ରତାର ତାଡନା ଏବଂ ପରିବାର ପରିପୋଷଣ ଓ ପେଟପାଟଣା ପାଇଁ ଘରଦ୍ୱାର ଛାଡି ବଲାଙ୍ଗିର, ନୂଆପଡା, କଳାହାଣ୍ଡି ପ୍ରମୁଖ ଜିଲ୍ଲାରୁ ବହୁ ଶ୍ରମିକ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଚାଲିଯାଇଛନ୍ତି । ହେଲେ ପ୍ରତ୍ୟେକ…
Read More...

୨୦୨୪ ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ବିଜେଡି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ବେରବୋଇ ଉଦୟପୁର ସ୍ଥିତ ବାସଭବନରେ ଶୁକ୍ରବାର ୨୦୨୪ ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ବ୍ଲକ ବିଜେଡି ସଭାପତି ବୈରାଗୀ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ଶିକ୍ଷାବିତ ବୃନ୍ଦାବନ ପାଣିଗ୍ରାହୀଙ୍କ ପରଲୋକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଅଞ୍ଚଳର ବିଶିଷ୍ଠ ଶିକ୍ଷାବିତ ବୃନ୍ଦାବନ ପାଣିଗ୍ରାହୀଙ୍କ ୭୭ ବର୍ଷ ବୟସରେ ପବିତ୍ର ଦୋଳପୁର୍ଣ୍ଣିମା ଗଞ୍ଜାମ ଦୋଳଯାତ୍ରା ଉଦ୍‌ଯାପନ ସମାରୋହ ସମୟରେ ପରଲୋକ ଘଟିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କରି ଶିକ୍ଷା…
Read More...

କୁଟାସିଂହାରୁ ପଟୁଆପାଲି ଅଙ୍ଗ ମୁଖ୍ୟ କେନାଲ ରାସ୍ତା ପାଲଟିଛି ମରଣଜନ୍ତା

ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ଲୋଇସିଂହା - କୁଟାସିଂହା ରାସ୍ତାର ପଟୁଆପାଲି ଅଙ୍ଗ ମୁଖ୍ୟ କେନାଲ୍‌ ନିକଟରୁ ମୁମୁର୍ଷ ଅବସ୍ଥାରେ ଜଣେ ଯୁବକଙ୍କୁ ସମାଜସେବି ସନ୍ତୋଷ ବିଶି ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଯୋଗେ ବଲାଙ୍ଗିର ଭୀମଭୋଇ…
Read More...

ଗମ୍ଭାରୀଗୁଡ଼ାରେ ବିଶ୍ୱ ନାଟ୍ୟ ଦିବସ ପାଳିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ ଅନ୍ତର୍ଗତ ଗମ୍ଭାରୀଗୁଡ଼ା ଗ୍ରାମରେ ବିଶ୍ୱ ନାଟ୍ୟ ଦିବସ ପାଳନ କରାଯାଇଛି । ଯୁବ କଳାକାର ଭୀଷ୍ମରାଜ ମେହେରଙ୍କ ଉଦ୍ୟମ ଓ ଗ୍ରାମବାସୀଙ୍କ ସହଯୋଗରେ ଏନେଇ ଆୟୋଜିତ ସଭାରେ ଗଦାଧର ମେହେର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି…
Read More...

ବୈଚିତ୍ରମୟ ଐତିହାସିକ ଗଞ୍ଜାମ ସହରର ଦୋଳପର୍ବ ପରମ୍ପରା ଅତ୍ୟନ୍ତ ନିଆରା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ସହରର ଐତିହାସିକ ଦୋଳପର୍ବ ଓଡ଼ିଶା ପ୍ରସିଦ୍ଧ ତଥା ରାଜ୍ୟର ଶ୍ରେଷ୍ଠ ବୋଲି ଜନମାନସରେ ମାନ୍ୟତା ଲାଭ କରିଛି । ଯାତ୍ରା କମିଟି ଦ୍ଵାରା ପରିଚାଳିତ ହୋଇଆସିଥିବା ଐତିହାସିକ ଗଞ୍ଜାମ ସହରର ଦୋଳପର୍ବ ଦୋଳ ମେଲଣ ଯାତ୍ରା ପାରମ୍ପରିକ…
Read More...

ନିଜ ପୈତୃକ ଗାଁରୁ ପ୍ରଚାର ଆରମ୍ଭ କଲେ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ସଂସଦୀୟ କ୍ଷେତ୍ରରୁ ନାମ ଘୋଷଣା ପରେ ଆଜି ନିଜ ପୈତୃକ ଗ୍ରାମ ଗାଇସିଲେଟରୁ ପ୍ରଚାର ଆରମ୍ଭ କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ନିଜ ପୈତୃକ ଗ୍ରାମ ଗାଇସିଲେଟ ସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ପୂଜାର୍ଚ୍ଚନା ସହ ଗ୍ରାମର ବରିଷ୍ଠ…
Read More...

ସଂପର୍କ ଆୟୋଜିତ ବିଶ୍ୱ ନାଟ୍ୟ ଦିବସ ଅବସରରେ ଜାତୀୟ ନାଟକ ମହୋତ୍ସବ୨୦୨୪ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମ୍ୟୁଜିକ୍‌ ସର୍କଲଠାରେ ସଂପର୍କ ଆୟୋଜିତ ପାଞ୍ଚଦିନିଆ ଜାତୀୟ ନାଟକ ମହୋତ୍ସବ -୨୦୨୪ ଉଦ୍‌ଯାପିତ ହୋଇଯାଇଛି । ରିମ୍‌ସ ରାଉରକେଲାର ଅଧ୍ୟକ୍ଷା ନଳିନୀ ପ୍ରଭା ପଟ୍ଟନାୟକ ଏହି ଉଦ୍‌ଯାପନୀ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ…
Read More...

ନବ ନିର୍ବାଚିତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଶୋକ ନନ୍ଦଙ୍କୁ ସ୍ଥାନୀୟ କଂଗ୍ରେସ ଭବନଠାରେ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ କଂଗ୍ରେସ ଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟିର ନବ ନିର୍ବାଚିତ ସଭାପତି ଅଶୋକ ନନ୍ଦଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ସମାରୋହରେ ଜିଲ୍ଲା କଂଗ୍ରେସ କମିଟିର ସମସ୍ତ ଛାମୁଆ ସଂଗଠନ…
Read More...