Yearly Archives

2024

ଭାଲୁପାଲିରେ ୨୪ ପ୍ରହରୀ ନାମଯଜ୍ଞ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ଏନ୍ଏସି ୱାର୍ଡ-୩ରେ ଗୁରୁବାର ଦିନଠାରୁ ୨୪ ପ୍ରହରୀ ନାମଯଜ୍ଞ ପାଇଁ ଗାଁରେ ଥିବା ମହାଦେବ ମନ୍ଦିର ନିକଟସ୍ଥ ଭାଲୁକଣ୍ଟା ହୁଡ଼ାରେ ସୁବିଜ୍ଞ ପଣ୍ଡିତ ମାନଙ୍କ ଦ୍ଵାରା ପୂଜାର୍ଚ୍ଚନା ପୂର୍ବକ ଏକ ବିଶାଳ ଶୋଭାଯାତ୍ରା କର୍ତ୍ତା ଓ ମହିଳା…
Read More...

ଯୁବ ସମାଜସେବୀ ଇଂ. ଆଶୁତୋଷ ସାହୁ ବିଜେପିରେ ସାମିଲ ହେଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଅଞ୍ଚଳର ଜଣାଶୁଣା ଯୁବ ସମାଜସେବୀ ଇଂ. ଆଶୁତୋଷ ସାହୁ ଆଜି ପ୍ରଦୀପ ପୁରୋହିତଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରଦୀପ ପୁରୋହିତଙ୍କ ସ୍ୱଚ୍ଛ ନିର୍ମଳ…
Read More...

ତିନି ଦିନିଆ ଜାତୀୟ କରାଟେ ଚାମ୍ପିୟାନ୍‌ସିପ୍‌ ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଭଞ୍ଜଭବନଠାରେ ତିନି ଦିନିଆ ଜାତୀୟ ଫୁଲ୍ କଣ୍ଟାକ୍‌ଟ୍‌ କରାଟେ ଚାମ୍ପିୟାନ୍‌ସିପ୍‌ ୨୦୨୪ ଆରମ୍ଭ ହୋଇଯାଇଛି । ଏହି ଚାମ୍ପିୟାନ୍‌ସିପ୍‌ର ଆବାହକ ସନ୍ତୋଷ ତନ୍ତୀ ସେନସାଇଙ୍କ ଆବାହକତ୍ଵ ତିଳୋତ୍ତମା ମିତ୍ରଙ୍କ ସଂଯୋଜନା, ଅନୁଷ୍ଠାନର ସୁପ୍ରିମ ଜଜ୍…
Read More...

ଭାରତ ରତ୍ନ ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଭବନରେ ଆଜି ଆୟୋଜିତ ଏକ ପାରମ୍ପରିକ ସମାରୋହରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରିଛନ୍ତି । ସେ ନିମ୍ନ ବ୍ୟକ୍ତିବିଶେଷମାନଙ୍କୁ ଭାରତ ରତ୍ନରେ ସମ୍ମାନିତ କରି ଅଛନ୍ତି : ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି.…
Read More...

ନକଲି ଅନୁସୂଚୀତ ଜାତିର ପ୍ରାର୍ଥୀଙ୍କୁ ଅନୁସୂଚୀତ ଜାତି ସଂରକ୍ଷିତ ଆସନରେ ଟିକେଟ୍‌ ଦିଆଯାଉଥିବା ଅଭିଯୋଗ ଆଣିଲା ଓଡ଼ିଶା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ନକଲି ଅନୁସୂଚୀତ ଜାତିର ପ୍ରାର୍ଥୀଙ୍କୁ ବିଜେଡ଼ି ପକ୍ଷରୁ ସଂରକ୍ଷିତ ଆସନରେ ଟିକେଟ୍‌ ଦିଆଯାଇଥିବା ଅଭିଯୋଗ କରି ଆଜି ବଲାଙ୍ଗିର ସାମ୍ବାଦିକ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ରାଜ୍ୟ କେଉଁଟ, କୈବର୍ତ୍ତ ଓ ଧିବର ହଟାଓ କ୍ରିୟାନୁଷ୍ଠାନ…
Read More...

ଟିପିଡବ୍ଲ୍ୟୁଓଡ଼ିଏଲ୍‌ ଅଫିସ ସାମ୍ନାରେ ରଖିଥିବା ଟାଟା ଏସି ଗାଡ଼ିରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ଟିଟିଲାଗଡ଼ - ଟିପିଡବ୍ଲ୍ୟୁଓଡ଼ିଏଲ୍‌ ଅଫିସ ସାମ୍ନାରେ ରଖିଥିବା ଟାଟା ଏସି ଗାଡ଼ିରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ଟିଟିଲାଗଡ ୱାର୍ଡ଼ ନମ୍ବର.୧୨ ନିବାସୀ ବଳଭଦ୍ର ସାହୁ ନିଜ ଭିଣୋଇଙ୍କ ଟାଟା ଏସି ଗାଡ଼ି ନମ୍ୱର ଓଆର୍‌୧୭ ଜି୯୦୦୧ ଗତରାତିରେ ସବୁଦିନ ପରି ବିଦ୍ୟୁତ ବିଭାଗ ଅଫିସ ସାମ୍ନାରେ…
Read More...

ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ହେବା ଆବଶ୍ୟକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ବିଧିବଦ୍ଧ ହେବା ଆବଶ୍ୟକ । ଏହାକୁ କାର୍ଯ୍ୟକାରୀ କରାଗଲେ ଓଡ଼ିଶାରେ ଏକ ଉନ୍ନୀତ ଓ ଉଚିତ୍ ଗଣତନ୍ତ୍ର ଶାସନ ଫେରିଆସିବ । ଯାହାଫଳରେ ଲୋକମାନେ ଉଚିତ୍‌ ନ୍ୟାୟ ପାଇପାରିବେ । ଗଣତନ୍ତ୍ରର ପ୍ରକୃତ ସ୍ୱାଦ…
Read More...

ସୁରେନ୍ଦ୍ର ସିଂ ଭୋଇ ବିଜେଡିରେ ଯୋଗଦେଲା ପରେ ଟିଟିଲାଗଡ଼ ରାଜନୀତି ସରଗରମ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ନିର୍ବାଚନ ଯେବେ ବି ଆସେ ଓଡ଼ିଶାର ବଲାଙ୍ଗିର ଜିଲ୍ଲା ଉପରେ ସମସ୍ତଙ୍କ ନଜର ରହିଥାଏ । ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ନିର୍ବାଚନ ସବୁଠାରୁ ହାଇ ଭୋଲ୍‌ଟେଜ୍‌ରେ ଚାଲିଥାଏ । ଚଳିତ ବର୍ଷ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବା ପୁର୍ବରୁ…
Read More...

ଜାତୀୟ ପେନ୍‌ସିଲ୍ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ୩୦ ମାର୍ଚ୍ଚରେ ଜାତୀୟ ପେନ୍‌ସିଲ୍ ଦିବସ ପାଳନ କରାଯାଏ । ଆମେ ଜାଣୁ ଯେ ଆଜି ପେନ୍‌ସିଲ୍ କହିଲେ ଏହା ଆଧୁନିକ ପେନ୍‌ସିଲ୍‌କୁ ବୁଝାଏ । ପେନ୍‌ସିଲ୍‌ର ଇତିହାସ ଏବଂ ସମୟ ସହିତ ସେଗୁଡ଼ିକ କିପରି ବିକଶିତ ହୋଇଛି ତାହା ପ୍ରତିଫଳିତ କରିବାର…
Read More...

ବିଜେପିରେ ଯୋଗଦେଲେ ବିଜେଡିର ପୂର୍ବତନ ବିଧାୟକ ଧନେଶ୍ୱର ମାଝୀ : ହେବେକି ବିଜେପିର ନର୍ଲା ବିଧାୟକ ପ୍ରାର୍ଥୀ, ଅତୀତରେ…

କଳାହାଣ୍ଡି, (ନରୋତ୍ତମ ସେଲମା ) : ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ନର୍ଲା ବିଧାୟକ ଧନେଶ୍ୱର ମାଝୀ ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି । ସେ ୨୦୧୪ରୁ ୨୦୧୯ ଯାଏଁ ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ । ଯେତେବେଳେ ୨୦୦୯ ମସିହାରେ ରାଜ୍ୟରେ ବିଜେପି -…
Read More...