Daily Archives

ଖୁବ ଶୀଘ୍ର ମୁକ୍ତି ଲାଭ କରିବ ସମ୍ବଲପୁରୀ ରିମିକ୍ସ ୨

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ପଶ୍ଚିମ ଓଡ଼ିଶାରେ ସମ୍ବଲପୁରୀ ଗୀତର ବେଶ ଲୋକପ୍ରିୟତା ରହିଛି । ଲୋକେ ସମ୍ବଲପୁରୀ ଗୀତକୁ ବେଶ ପସନ୍ଦ କରିଥିବା ବେଳେ ହଜାର ହଜାର ଦର୍ଶକଙ୍କ ନୂଆଁ ନୂଆଁ ଗୀତକୁ ନେଇ ଅନେକ ଚାହିଦା ମଧ୍ୟ ରହିଛି । ହେଲେ ଏବେ ଏକ ଭିନ୍ନ ପ୍ରକାରର ଗୀତ ସୁଟିଙ୍ଗ
Read More...

ଚାଷୀଙ୍କ ଆକାଉଣ୍ଟରୁ ଟଙ୍କା ହଡପ୍‌ : ପାସବୁକ୍ ନିଜ ପାଖରେ ରଖି ଲକ୍ଷାଧିକ ଟଙ୍କାର ଋଣ କରୁଛନ୍ତି ସମବାୟ ସମିତି ସଂପାଦକ…

ତୁଷୁରା, (ଅଜିତ କୁମାର ସାହୁ) : ଗୋଟିଏ ପଟେ ମରୁଡି ଆଶଙ୍କା, ଅନ୍ୟପଟେ ଋଣ ଚିନ୍ତା । ତେବେ ବଲାଙ୍ଗିରରେ ପ୍ୟାକ୍ସ ସମ୍ପାଦକ ଓ କର୍ମଚାରୀଙ୍କ କଳା କରନାମା ଚାଷୀଙ୍କୁ ତଳି ତଳାନ୍ତ କରିଦେଇଥିବା ଅନେକ ନଜିର ରହିଛି । ଚାଷୀଙ୍କ ଅଜାଣତରେ ସେମାନଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କାର ଋଣ ହୋଇଛି ।
Read More...

ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ବରଗଡ଼ରେ ନୂଆ ଶିକ୍ଷକ ପ୍ରଶିକ୍ଷିକାମାନଂକୁ ସ୍ୱାଗତ ସମ୍ବର୍ଦ୍ଧନା

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ବରଗଡ଼ରେ ନୂଆ ଶିକ୍ଷକ ପ୍ରଶିକ୍ଷିକା ସସ୍ମିତା ସାହୁ, ବବିତା ସାହୁ ଏବଂ ରୀମା ଭୋଇ କର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପ୍ରଥମ ବର୍ଷ ଗୁରୁ ଛାତ୍ରଛାତ୍ରୀମାନେ
Read More...

୭୦ ବର୍ଷ ବୟସ୍କା ବୃଦ୍ଧା ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ ପରିସରରୁ ନିଖୋଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୁଜା ଗାଁର ଜଣେ ୭୦ ବର୍ଷ ବୟସ୍କା ବୃଦ୍ଧା ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ ପରିସରରୁ ନିଖୋଜ୍‌ ହୋଇଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତ ଶନିବାର ଦିନ ଝିଅ ଲକ୍ଷ୍ମୀ ନାଏକ ଅସୁସ୍ଥ ହେବାରୁ ମା’ ସୁଶୀଳା
Read More...

ଶିଷକେଲାଠାରେ ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଷକେଲା ଖେଳ ପଡିଆଠାରେ ଆଜି ଏକଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଭେଜିପଦର ଓ କୁଟୁରାମୁଣ୍ଡା ଦଳ ମଧ୍ୟରେ ଫାଇନାଲକୁ ହୋଇଥିବା ବେଳେ
Read More...

ଜିଲ୍ଲା ପରିଷଦ ଇ-ଷ୍ଟାଣ୍ଡିଙ୍ଗ କମିଟି ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ପରିଷଦ ଇ-ଷ୍ଟାଣ୍ଡିଙ୍ଗ କମିଟିର ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷଠାରେ ଆୟୋଜିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ଶଙ୍କର ଖାଲକୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ଗ୍ରାମାଞ୍ଚଳଗୁଡିକରେ ଯୋଗାଣ ବିଭାଗର
Read More...

ଛତ୍ରପୁର ପ୍ରେସକ୍ଲବର ନୂତନ କୋଠାନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପଛପଟେ ଥିବା ଏକ ସରକାରୀ ଆଦର୍ଶ ଜାଗାରେ ଛତ୍ରପୁର ପ୍ରେସ କ୍ଲବ ସ୍ଥାପନ ନିମନ୍ତେ ସରକାରୀ ଭାବେ ଅନୁମୋଦନ ମିଳିବା ପରେ ମଙ୍ଗଳବାର ଦିନ ଛତ୍ରପୁର ପ୍ରେସକ୍ଲବର
Read More...

ଲଖିମ୍‌ପୁର ଚାଷୀମାନଙ୍କ ଉପରେ ଗାଡି ଚଢାଇବା ଘଟଣା ବିରୁଦ୍ଧରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଉତ୍ତର ପ୍ରଦେଶର ଲଖିମ୍‌ପୁରଠାରେ ୩ ତାରିଖରେ ଆନ୍ଦୋଳନରତ ଚାଷୀମାନଙ୍କ ଉପରେ ଗାଡି ଚଳେଇବା ଘଟଣା ବିରୁଦ୍ଧରେ ଆଜି ବରଗଡ ଜିଲ୍ଲା କଂଗ୍ରେସ ପକ୍ଷରୁ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ନିହାରରଞ୍ଜନ ମହାନନ୍ଦଙ୍କ
Read More...

ବଲାଙ୍ଗିର ସହରରେ ବଢ଼ୁଛି କୁଚିଆ ମଦ କାରବାର : ପୋଲିସ ପ୍ରଶାସନ ଓ ଅବକାରୀ ବିଭାଗ ନୀରବ ଦ୍ରଷ୍ଟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ବଢ଼ିଚାଲିଛି ବେଆଇନ ମଦ କାରବାର, ଅଥଚ ପୋଲିସ ପ୍ରଶାସନ ତଥା ଅବକାରୀ ବିଭାଗ ନୀରବ ଦ୍ରଷ୍ଟା ସାଜିଥିବା ସାଧାରଣରେ ଜୋର୍‌ସୋର୍‌ ଆଲୋଚନା ହେଉଛି । ସହର ଭିତରେ ଗଳିକୁ ଗଳି ଖୁଚୁରା ମଦ ବିକ୍ରି ବଢ଼ି ଚାଲିଥିବା ବେଳେ ନାନା ପ୍ରକାର ବିଶୃଙ୍ଖଳା
Read More...

ଖବରକାଗଜ ‘ସମାଜ’ର ସଚେତନତା ପଦଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ଦୈନିକ ଓଡିଆ ଖବରକାଗଜ 'ସମାଜ'ର ୧୦୨ତମ ବର୍ଷ ପୂର୍ତ୍ତି ଅବସରରେ କରୋନା ସକାଶେ ଏକ ସଚେତନତା ପଦଯାତ୍ରା ଆୟୋଜିତ ହୋଇଯାଇଛି । ସମାଜ ରାଉରକେଲା ସଂସ୍କରଣର ମୁଖ୍ୟ ସମୀର ପରିଡା ଓ ବ୍ୟୁରୋଚିଫ୍ ମନୋରଞ୍ଜନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି
Read More...