Daily Archives

ଟଙ୍କା ପାଇଁ ନିଜ ବଡ଼ ଭାଇକୁ ହତ୍ୟା କଲା ସାନ ଭାଇ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ବାପାଙ୍କ ପେନ୍‌ସନ୍‌ ଟଙ୍କା ପାଇଁ ନିଜ ବଡ଼ ଭାଇକୁ ପିଟିପିଟି ମାରି ଦେଲା ସାନ ଭାଇ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଟିଟିଲାଗଡ଼ର ହାଟପଦାପଡ଼ା ଗୋରୁବଜାରରେ । ମୃତ ବ୍ୟକ୍ତି ଜଣକ ସଞ୍ଜୟ ବେହେରା ବୋଲି ଜଣାପଡି ଥିବା ବେଳେ ପୁଲିସ ତାଙ୍କ ସାନ ଭାଇ
Read More...

ହାତୀଦାନ୍ତ ବିକ୍ରି ବେଳେ ଏସଟିଏଫ୍ ହାତରେ ଧରାପଡିଲା ଅଭିଯୁକ୍ତ : ହାତୀ ଦାନ୍ତ ଜବତ

ଅନୁଗୁଳ : ହାତୀଦାନ୍ତ ବିକ୍ରି ସମୟରେ ଏସଟିଏଫ୍ ହାତରେ ଧରାପଡିଲା ଜଣେ ଅଭିଯୁକ୍ତ ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଅନୁଗୁଳ ଜିଲ୍ଲା ଅନ୍ତୁଲିଆରେ ହାତୀ ଦାନ୍ତ ବିକ୍ରି ପାଇଁ ଡିଲ୍ ହେଉଥିବା ସମୟରେ ଏସଟିଏଫ୍ ଖବର ପାଇ ଚଢଉ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ହାତୀ ଦାନ୍ତ ଶିକାର
Read More...

ଜାଲ ଦସ୍ତଖତରେ ଲକ୍ଷାଧିକ ଟଙ୍କା ହେରଫେର ହେଉଥିବା ନେଇ ସିଡିପିଓଙ୍କୁ ଅଭିଯୋଗ : ଅଙ୍ଗନବାଡି କର୍ମୀ ଓ ନକିଲ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଭନ୍ଦ୍ରା ଗ୍ରାମ ପଞ୍ଚାୟତ ଚିତାମରା ଗ୍ରାମର ଅଙ୍ଗନବାଡି କର୍ମୀ ସରୋଜିନୀ ମହାନନ୍ଦ ଓ ନକଲି ୱାର୍ଡମେମ୍ବର ଶାନ୍ତରା କୁମ୍ଭାରଙ୍କ ବେଆଇନ କାର୍ଯ୍ୟ କଳାପ ଓ ଆଥିର୍କ ଅନିୟମିତତାକୁ ନେଇ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ
Read More...

ହାତୀପଲଙ୍କ ଉପଦ୍ରବ : ଉଜାଡ଼ି ଦେଲେ ଏକର ଏକର ଧାନ ଫସଲ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଳକ କରଡ଼ା ପଞ୍ଚାୟତର ସୋନାପୋଲି ଗ୍ରାମରେ ହାତୀପଲଙ୍କ ଉପଦ୍ରବ । ଏକର ଏକର ଧାନ ଫସଲ ଉଜାଡି ଦେଲେ ହାତୀପଲ । ପ୍ରକାଶ ଯେ, ସୋନାପୋଲି ଗାଁରେ ପ୍ରାୟ ୭ରୁ ୮ଟି ହାତୀ ପଶି ୧୦ରୁ ୧୨
Read More...

ଆସନ୍ତାକାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୫୩ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଦନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ବିନିକା, ଉଲୁଣ୍ଡା, ସୋନପୁର,
Read More...

ଦୁରାଗାଁଠାରେ ଟୀକାଦାନ ଶିବିର ଅନୁଷ୍ଠିତ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : କୋଷାଗୁମୁଡ଼ା ବ୍ଲକ୍ ବି.ଏମ.ସେମଳା ପଞ୍ଚାୟତ ଅନ୍ତର୍ଗତ ଦୁରାଗାଁଠାରେ ଆଜି କୋଭିଡ ଟୀକାଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳରେ ଅଙ୍ଗନୱାଡି ଓ ଆଶାକର୍ମୀଙ୍କ ଦ୍ୱାରା ସଚେତନ କରାଯିବା ପରେ ବର୍ତ୍ତମାନ ଲୋକମାନେ ଟୀକା ନେବାକୁ ଆଗ୍ରହ ପ୍ରକାଶ
Read More...

ବ୍ୟାଙ୍କରେ ତାଲା ପକାଇବା ପଡିଲା ମହଙ୍ଗା : ସ୍ତ୍ରୀର ଚିକିତ୍ସା ପାଇଁ ଟଙ୍କା ଉଠାଇବାକୁ ଆସି ଜେଲ ଗଲେ ସ୍ୱାମୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲାରେ ଥିବା ୟୁନିୟନ ବ୍ୟାଙ୍କରେ ତାଲା ପକାଇବା ପଡିଲା ମହଙ୍ଗା । ଶେଷରେ ବନ୍ଧା ହୋଇ ଜେଲ ଗଲେ ଯୁବକ । ସୂଚନା ମତେ କନ୍ଦକେଲଗାଁ ପଞ୍ଚାୟତ ଜଳିଆଦରହଁ ଗାଁର ପ୍ରଶାନ୍ତ ମେହେର ନିଜ ସ୍ତ୍ରୀ ଗର୍ଭବତୀ ଅବସ୍ଥାରେ ଥିବା ବେଳେ
Read More...

ଚଙ୍ଗରିଆ ଓ ଖପ୍ରାଖୋଲ ପଞ୍ଚାୟତର ବିଜେଡି କର୍ମୀଙ୍କୁ ନେଇ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ

ପାଟଣାଗଡ, (ଗୋରେଖନାଥ ବରିହା) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ତାହାକୁ ଆଖି ଆଗରେ ରଖି ଗତକାଲି ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ଓ ଖପ୍ରାଖୋଲ ପଞ୍ଚାୟତର ଦଳୀୟ କର୍ମୀ ମାନଙ୍କୁ ନେଇ ଏକ ସାଂଗଠନିକ ପ୍ରାକ୍ ପ୍ରସ୍ତୁତି ବୈଠକ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରେ ଠାରେ
Read More...

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସୁବର୍ଣ୍ଣପୁର ଏସପି ଅଫିସ ଘେରାଉ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ବହୁ ଚର୍ଚ୍ଚିତ ମମିତା ମେହେରଙ୍କ ହତ୍ୟାରେ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ତୁରନ୍ତ ବହିଷ୍କାର, ଗିରଫ ଓ ସିବିଆଇ ତଦନ୍ତ ଦାବୀରେ ସୁବର୍ଣ୍ଣପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଶହ ଶହ କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ଆଜି ସୁବର୍ଣ୍ଣପୁର
Read More...

କୋଶଲ କଳାମଣ୍ଡଳ ପୁରୁଣା ମଂଚରେ ହେବ ବଲାଙ୍ଗିର ଦିନ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଦିନ୍‌ ପାଇଁ ସ୍ଥାନୀୟ ଅମଲା ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅଙ୍କୁଶ ପାଣ୍ଡିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉପାଧ୍ୟକ୍ଷ ବିନୋଦ କୁମାର କାଲସାଏ ବଲାଙ୍ଗିର ଦିନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ
Read More...