Daily Archives

ବିଜୟା ଦଶମୀରେ ଦେବୀ ମା’ଙ୍କ ନଗର ପରାକ୍ରମା ଖପର ଚୁପା ଯାତ୍ରା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଅଧିଷ୍ଠାତ୍ରୀ ଦେବୀ ମା’ ପାଟଣେଶ୍ୱରୀଙ୍କ ପ୍ରସିଦ୍ଧ ତଥା ଐତିହାସିକ ଖପରଚୁପା ଯାତ୍ରା ଶାନ୍ତି ଶୃଙ୍ଖଳାରେ ସମ୍ପନ୍ନ ହୋଇଯାଇଛି । କୋଭିଡ଼ କଟକଣା ମଧ୍ୟରେ ସୀମିତ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଭକ୍ତିମୟ ପରିବେଶରେ ମା’ଙ୍କର ଏହି
Read More...

ଆରଏସ୍‌ଏସ୍‌ର ବିଜୟା ଦଶମୀ ଉତ୍ସବ ପାଳିତ

ଡେଲାଙ୍ଗ, ( ଦିଲ୍ଲୀପ କୁମାର ଧାଉଡିଆ) : ରାଷ୍ଟୀୟ ସ୍ୱୟଂ ସେବକ ସଂଘ, ଡେଲାଙ୍ଗ ଖଣ୍ଡ ପକ୍ଷରୁ ବିଜୟା ଦଶମୀ ଉତ୍ସବ ଡେଲାଙ୍ଗ ହାଟ ବଜାର ମେଳଣ ପଡ଼ିଆରେ ମହାସମାରୋହରେ ଅନୁଷ୍ଟିତ ହୋଇଯାଇଛି । ଉକ୍ତ ଉତ୍ସବରେ ଡେଲାଙ୍ଗ ଖଣ୍ଡର ସମସ୍ତ ପଞ୍ଚାୟତରୁ ଦେଢ଼ ଶହରୁ ଅଧିକ ସ୍ୱୟଂ ସେବକମାନେ ଅଂଶ ଗ୍ରହଣ
Read More...

ମ୍ୟୁନିସନ୍ସ କମ୍ପାନୀ ହାତକୁ ଗଲା ବଡ଼ମାଲ ଗୋଳାବାରୁଦ କାରଖାନା : ଭିଡିଓ କନଫରେନ୍ସିଂରେ ଶୁଭାରମ୍ଭ କଲେ ସାଂସଦ ସଂଗୀତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବଡ଼ମାଲ ଗୋଳାବାରୁଦ କାରଖାନାକୁ କେନ୍ଦ୍ର ଦ୍ବାରା ପରିଚାଳିତ ହେବାକୁ ଥିବା ମ୍ୟୁନିସନ୍ସ କମ୍ପାନୀ ହାତକୁ ଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ
Read More...

ଟ୍ରେନ ଲାଇନରୁ ଯୁବକର ମୃତ ଦେହ ଉଦ୍ଧାର : ହତ୍ୟା ହୋଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ

କଂଟାବାଂଜି, (ମନୀଷ କୁମାର ହଂସ) : କଂଟାବାଂଜି ରେଳ ଷ୍ଟେସନର ଅନତି ଦୂରରେ ଜଣେ ଯୁବକର ମୃତ ଦେହ ରେଳ ଟ୍ରାକରୁ ଆଜି ସକାଳେ କଂଟାବାଂଜି ଜି.ଆର.ପି. ପୋଲିସ ଉଦ୍ଧାର କରିଛି । କଂଟାବାଂଜି-ତୁରେକେଲା ରେଳ ସେକ୍ସନର ମାଇଲ ଖୁଂଟ ୧୬୮/୧୪ ନିକଟରେ ଏକ ଯୁବକର ମୃତ ଦେହ ପଡିଥିବା ଖବର ପାଇ
Read More...

ଓ.ବି.ସି. ମଂଚ ପକ୍ଷରୁ ପଂଚାୟତ ସିଟ୍‌ ସଂରକ୍ଷଣକୁ ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

କଂଟାବାଂଜି, (ମନୀଷ କୁମାର ହଂସ) : ଆଗାମୀ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନୀରେ ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକର ୧୯ ଗୋଟି ପଂଚାୟତର ସଂରପଂଚ ଓ ସମିତି ସଭ୍ୟ ତଥା୨ ଗୋଟି ଜିଲ୍ଲା ପରିଷଦ ପଦପଦବୀ ପାଇଁ ସଂରକ୍ଷଣ ବିଜ୍ଞପ୍ତି ଜିଲ୍ଲାପାଳଙ୍କ ଦ୍ୱାରା ପ୍ରକାଶ ପାଇଛି । ବ୍ଲକର ୧୯ ଗୋଟି
Read More...

ନିଶାସକ୍ତ ଅବସ୍ଥାରେ ବେକରେ ଦଉଡି ଲଗାଇ ଯୁବକର ଆତ୍ମହତ୍ୟା

କଂଟାବାଂଜି, (ମନୀଷ କୁମାର ହଂସ) : ତୁରେକେଲା ବ୍ଲକ କଂଟାବାଂଜି ଥାନା ଅଧିନସ୍ଥ ଚଟୁଅନକା ଗ୍ରା.ପ.ର ମାଲିପଡା ନିବାସୀ ଜଣେ ଯୁବକ ଗତ ରାତିରେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ପୁଲିସ ଦେଇଥିବା ସୂଚନା ଅନୁସାରେ ଯୁବକ ଜଣକ ହେଲେ ଉତର ମାଝି(୨୬) ଶୁକ୍ରବାର ରାତିରେ ନିଜ
Read More...

ମିର୍ଦ୍ଧାପାଲିର ଦକ୍ଷ ସଂଗଠକ ଜନାର୍ଦ୍ଦନ ପଟେଲ ପୁଣି କଂଗ୍ରେସକୁ ଫେରିଲେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବର୍ତ୍ତମାନର ରାଜନୀତିରୁ ମା' ମାଟି ଓ ଜନସାଧାରଣ ଦୂରେ ରହିଯାଉଛନ୍ତି । କେବଳ ଦଳୀୟ ନେତା ଓ ଦଳ ସର୍ବେସର୍ବା ପାଲଟୁଛନ୍ତି । ଦୀର୍ଘ ୨୧ ବର୍ଷର ଏପରି କୁତ୍ସିତ ରାଜନୀତି ଉପରେ ଗ୍ରାମବାସୀ ବିଶ୍ୱାସ ହରାଇଲେଣି । ଏଭଳି ସ୍ଥିତିରେ ମାଁ ମାଟି ଓ ଜନତା ପାଇଁ
Read More...

ରାଜେନ୍ଦ୍ର ଆଲୁମ୍ନି ୱେବିନାର ଆସନ୍ତାକାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୭ ଅକ୍ଟୋବର ରବିବାର ପୂର୍ବାହ୍ନ ୧୦.୩୦ରେ ରାଜେନ୍ଦ୍ର ଆଲୁମ୍ନି ‘ରାଜେନ୍ଦ୍ରଭିଆନ୍ସ’ ଆନୁକୂଲ୍ୟରେ ‘କ୍ୱାଣ୍ଟିଟି, କ୍ୱାଲିଟି ଆଣ୍ଡ୍ ଇକ୍ୱିଟି ଇନ୍ ହାୟର୍ ଏଜୁକେସନ୍’ ଶୀର୍ଷକ ଏକ ଭର୍ଚୁଆଲ୍ ଆଲୋଚନାଚକ୍ର ଆୟୋଜିତ ହେବ ବୋଲି ସୂଚନା ମିଳିଛି । ଏଥିରେ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ. ୨୦ରୁ ଜଣେ, ଲୋଇସିଂହା ବ୍ଲକ କୁଶମେଲ ଗ୍ରା.ପ.ରୁ ଜଣେ, ପୁଇଁନ୍ତଲା ବ୍ଲକ ମହିମୁଣ୍ଡା ଗ୍ରା.ପ.ରୁ ଜଣେ,
Read More...

ଡେଙ୍ଗୁ ରୋଗରେ ଆକ୍ରାନ୍ତ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

ନୂଆଦିଲ୍ଲୀ : ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ତେବେ ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରୁଛି ବୋଲି ଏଆଇଏମ୍ଏସ୍ ଅଧିକାରୀମାନେ ଆଜି କହିଥିବା ବେଳେ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଡାକ୍ତରଖାନାର
Read More...