Daily Archives

ଜରାସିଂହା ପାଟଖଣ୍ଡା ଯାତ୍ରା : ମଶଲିଆ ଘରକୁ ପହଁଚିଲା ପାଟ ଓ ସିନ୍ଦୁର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସ୍ଥିତ ମଶଲିଆ ଘରକୁ ଆସି ପହଞ୍ଚିଛି ପାଟ ଓ ସିନ୍ଦୁର । ପଟଣାଗଡ଼ ପାଟଣେଶ୍ୱରୀ ଓ ସମଲେଶ୍ୱରୀ ମନ୍ଦିରରୁ ପାଟ ଓ ସିନ୍ଦୂର ଆଣି ପାଟଣା ମହାରାଜା ଦେବା ପରେ ଜରାସିଂହାର ପାଟଖଣ୍ଡା ଯାତ୍ରା ଅନୁଷ୍ଠିତ ହୋଇଥାଏ । ଗୁରୁବାର ସନ୍ଧ୍ୟାରେ ଜରାସିଂହାରେ ପାଟ
Read More...

କର୍ମଚାରୀଙ୍କ ଭୁଲ୍‌ ଯୋଗୁଁ ମରାମତିର ଦିନକ ପରେ ପୁଣି ଖରାପ ହେଲା ଜାତୀୟ ରାଜପଥ

ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥର ଦେଓଗାଁ-ବଙ୍ଗଳା ମଧ୍ୟରେ ଥିବା ସୋନଗଡ ନଦୀର ବ୍ରିଜ ଉପର ରାସ୍ତାରେ ବହୁ ଗର୍ତ୍ତମାନ ଥିବାରୁ ସେଠାରେ ମରାମତି କାମ ଦୀର୍ଘ ଦିନ ହେଲାଣି ଆରମ୍ଭ ହୋଇଛି । ରାସ୍ତା ଉପରେ ଥିବା ସମସ୍ତ ଗର୍ତ୍ତକୁ ପ୍ରେସର୍ ମେସିନ ଦ୍ୱାରା
Read More...

ନିଟ ପିଜିରେ ସର୍ବଭାରତୀୟ ସ୍ତରରେ ୧୨୯୧ ରାଙ୍କରେ ସଫଳତା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ପଲସାଗୋରା ଶିକ୍ଷକ ନୀଳମଣି ପଣ୍ଡା ଓ ଶିକ୍ଷୟତ୍ରୀ ଜାହ୍ନବୀ ମିଶ୍ରଙ୍କ କନିଷ୍ଠ ପୁତ୍ର ଡ଼ା. ଶିଶିର କୁମାର ପଣ୍ଡା ସର୍ବଭାରତୀୟ ନିଟ ପରୀକ୍ଷାରେ ବିନା କୋଚିଙ୍ଗରେ ଭାରତୀୟ ରାଙ୍କ ୧୨୯୧ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଡା. ଶିଶିର ୨୦୧୪ ମସିହାରେ
Read More...

ପବିତ୍ର ନବମୀ ପୂଜା ଅବସରରେ କନ୍ୟା ପୂଜନ ପରମ୍ପରା ପାଳନ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ନବରାତ୍ର ଚାଲିଥିବା ବେଳେ ଆଜି ହେଉଛି ମାଆଙ୍କ ପବିତ୍ର ନବମୀ ପୂଜା ଏହି ଅବସରରେ କୋଷାଗୁମୁଡା ବ୍ଲକର ଦୁରାଗାଁ ଗ୍ରାମର କୈଳାସ ମାଝୀ କନ୍ୟା ପୂଜନ ପରମ୍ପରାକୁ ପାଳନ କରିଛନ୍ତି । ୯ ଜଣ କୁନି କୁନି ଝିଅଙ୍କ ପାଦ ଧୋଇ, ପୂଜା କରି, ନୂତନ ବସ୍ତ୍ର ଦେବା ସହ
Read More...

ଆସନ୍ତାକାଲି ଜିଲ୍ଲାର ବୀରମହାରାଜପୁର ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୧୩ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅଞ୍ଚଳରେ ୧୩ଟି ବ୍ୟବସ୍ଥିତ ଟିକା କେନ୍ଦ୍ରରେ ୧୮ରୁ
Read More...

କ୍ଲିନ ଇଣ୍ଡିଆ ପ୍ଲାଷ୍ଟିକ ମୁକ୍ତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଳୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଘୋରଡିଆ ଗାମରେ ଗତକାଲି ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ଇଣ୍ଟେଲେକ୍‌ଚୁଆଲ କ୍ଲବ ଓ ନେହୁର ଯୁବ କେନ୍ଦ୍ର, ପୁରୀ ମଳିତ ଆନୁକୂଲ୍ୟରେ କ୍ଲିନ ଇଣ୍ଡିଆ ପ୍ଲାଷ୍ଟିକ ମୁକ୍ତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ସ୍ୱର୍ଗତ ହୃଷିକେଶ ମିଶ୍ରଙ୍କ ସ୍ମରଣିକା ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବିଶିଷ୍ଠ ଶିକ୍ଷାବିତ୍‌ ସ୍ୱର୍ଗତ ହୃଷିକେଶ ମିଶ୍ରଙ୍କ ସ୍ମରଣିକା ସୁନାମଧନ୍ୟା ସାହିତ୍ୟିକା ଶ୍ରୀମତୀ ରାସେଶ୍ୱରୀ ମିଶ୍ରଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଆଜି ବଲାଙ୍ଗିର ଶିବାନନ୍ଦ ଆଶ୍ରମଠାରେ ଅନୁଷ୍ଠିତ ସତସଙ୍ଗ ଓ ସ୍ମରଣିକା ଉନ୍ମୋଚନ
Read More...

ଧାରୋଲ ଗ୍ରାମରେ କବାଡି ଟୁର୍ଣ୍ଣାମେଣ୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତ ଧାରୋଲ ଗ୍ରାମଠାରେ କବାଡି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗାଁର ଗୌନ୍ତିଆ ବାସୁଦେବ ବରିହା, ସମ୍ମାନୀତ ଅତିଥି ଭାବେ ଏ ଅଞ୍ଚଳର ସମାଜସେବୀ ତଥା ବିଶିଷ୍ଟ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ନୂତନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂତନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ପୁଇଁନ୍ତଲା ବ୍ଲକ ଛତାମଖନା ଗ୍ରା.ପ.ରୁ ଜଣେ, ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ. ୨ରୁ ୨ଜଣ ଏବଂ ୱାର୍ଡ ନଂ. ୩ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା
Read More...

ଅବ୍ୟବସ୍ଥା ଘେରରେ ସିନାପାଲି ଅବକାରୀ କାର୍ଯ୍ୟାଳୟ : ୩୫ ବର୍ଷ ହେବ ଭଡାଘରେ ଚାଲିଛି

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ଅବକାରୀ କାର୍ଯ୍ୟାଳୟ ନାନା ଅବ୍ୟବସ୍ଥା ଦେଇ ଗତି କରୁଛି । ନିଜସ୍ଵ କୋଠା ନ ଥିବାରୁ ଦୀର୍ଘ ୩୫ ବର୍ଷ ହେବ ଭଡ଼ାରେ ଚାଲିଛି । ପ୍ରଶାସନିକ ଅଧିକାରୀମାନଙ୍କ ଅବହେଳା ଓ ରାଜନୈତିକ ଜନପ୍ରତିନିଧିଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ
Read More...