pakka

ଜରାସିଂହା ପାଟଖଣ୍ଡା ଯାତ୍ରା : ମଶଲିଆ ଘରକୁ ପହଁଚିଲା ପାଟ ଓ ସିନ୍ଦୁର

kalikesh

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସ୍ଥିତ ମଶଲିଆ ଘରକୁ ଆସି ପହଞ୍ଚିଛି ପାଟ ଓ ସିନ୍ଦୁର । ପଟଣାଗଡ଼ ପାଟଣେଶ୍ୱରୀ ଓ ସମଲେଶ୍ୱରୀ ମନ୍ଦିରରୁ ପାଟ ଓ ସିନ୍ଦୂର ଆଣି ପାଟଣା ମହାରାଜା ଦେବା ପରେ ଜରାସିଂହାର ପାଟଖଣ୍ଡା ଯାତ୍ରା ଅନୁଷ୍ଠିତ ହୋଇଥାଏ । ଗୁରୁବାର ସନ୍ଧ୍ୟାରେ ଜରାସିଂହାରେ ପାଟ । ସିନ୍ଦୁର ବରଣ ହେବା ପରେ ପାଟଖଣ୍ଡାଙ୍କ ଖଣ୍ଡାଧୁଆ ପର୍ବ ଅନୁଷ୍ଠିତ ହୋଇଛି । ଆସନ୍ତା କାଲି ବିଜୟା ଦଶମୀ ଦିନ ଦେଝାର ଜଙ୍ଗଲରୁ ବରୁଆ ଦେହରେ ପାଟଖଣ୍ଡା ଆଭିର୍ଭାବ ହୋଇ ଜରାସିଂହାରେ ଯାତ୍ରା ଆୟୋଜିତ ହେବ ।

pp
Leave A Reply

Your email address will not be published.

nineteen − 17 =