Daily Archives

ବରଗଡ଼ରେ ଯୁଗାର ଯାତ୍ରା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଦଶହରା ପୂର୍ଣ୍ଣିମା ଅବସରରେ ମା' ଖଜୁରକଟିଏନ୍‌ଙ୍କ ଶାରଦୀୟ ପୂଜା ଆରମ୍ଭ ହୋଇଯାଇଛି । ବରଗଡ଼ ଟାଉନ ଖଜୁରଟିକ୍ରାରର ଅଧିଷ୍ଠାତ୍ରୀ ଦେବୀ ମା' ଖଜୁରକଟିଏନ୍‌ଙ୍କ ଦଶହରା ପୂର୍ଣ୍ଣିମା ପୂଜା ଆଜି ସକାଳୁ ଆରମ୍ଭ ହୋଇଥିଲା । ମନ୍ଦିର ସଂଲଗ୍ନ ମା'ଙ୍କ ଖଜୁରକଟାରେ
Read More...

ନୂଆ ସଭ୍ୟଙ୍କ ଆମ୍ ଆଦମୀ ପାର୍ଟିରେ ଯୋଗଦାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ବରଗଡ଼ ଜିଲ୍ଳାରେ ଆମ୍ ଆଦମୀ ପାର୍ଟିର ସଂଗଠନକୁ ମଜବୁତ କରିବା ଲକ୍ଷ୍ୟରେ ଆପ୍‌ର କର୍ମକର୍ତା ସମ୍ମିଳନୀ ଓ ନୂଆ ସଭ୍ୟ ଯୋଗଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ ନେତା ଦିଲୀପ ବାର୍ଳା, ଯୁବ ସଂଗଠକ ଖିରେନ୍ଦ୍ର
Read More...

ଛତ୍ରପୁର ଆମ ପୋଲିସ ପକ୍ଷରୁ ପୋଟ୍ଟଲାମପୁରଠାରେ ପଥପ୍ରାନ୍ତ ଜନମଞ୍ଚ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଥାନା ଆମ ପୋଲିସ ସମିତି ଆନୁକୂଲ୍ୟରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଟ୍ଟଲାମପୁର ଗ୍ରାମରେ ଗ୍ରାମବାସୀଙ୍କୁ ଡକାଇ ପଥପ୍ରାନ୍ତରେ ଆଇନଶୃଙ୍ଖଳା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ପୋଲିସ ଓ ଜନସମ୍ପର୍କ ମଞ୍ଚ ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ
Read More...

ଆସନ୍ତାକାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୪୪ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ବିନିକା, ଉଲୁଣ୍ଡା, ସୋନପୁର ଓ
Read More...

ଡେଲାଙ୍ଗରେ କୁମାର ପୂର୍ଣ୍ଣିମା ଓ ଲକ୍ଷ୍ମୀପୂଜା ପର୍ବ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗର ବିଭିନ୍ନ ପୁରପଲ୍ଲୀରେ କୁମାରୀମାନେ ଖୁବ ଉତ୍ସାହ ଓ ଆନନ୍ଦ ସହକାରେ କୁମାର ପୂର୍ଣ୍ଣିମା ପାଳନ କରିଛନ୍ତି । ପ୍ରଭାତରେ କୁମାରୀମାନେ ନୂତନ ବସ୍ତ୍ର ପରିଧାନ ସହ ଗାଁ ବୃନ୍ଦାବତୀ ନିକଟରେ ଆଞ୍ଜୁଳି ଟେକିଥାନ୍ତି । ପରମ୍ପରା ଅନୁଯାୟୀ
Read More...

ଓସେପା ଏସପିଡିଙ୍କ ଗଞ୍ଜାମ ଜିଲ୍ଲା ପରିଦର୍ଶନ

ମଧୁଆପ୍ ଗଞ୍ଜାମ ଜିଲ୍ଲାପ୍ରଶାସନର ଏକ ନିଜସ୍ୱ ପ୍ରୟାସ ଅଟେମଧୁଆପ୍, ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମକୁ ପ୍ରଂଶସା କଲେ ରାଜ୍ୟ ପରିଦର୍ଶକ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓସେପା (ଓଡିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ)ର ଏସ୍‌ପିଡି (ରାଜ୍ୟ ପ୍ରକଳ୍ପ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ. ୧୦ରୁ ଜଣେ, ଟିଟିଲାଗଡ ବ୍ଳକ ମର୍ଲାଡ ଗ୍ରା.ପ.ରୁ ଜଣେ ଓ ବେଲପଡା ବ୍ଲକ ନୁନ୍‌ହାଡ ଗ୍ରା.ପ.ରୁ
Read More...

ମମିତା ମେହେର ହତ୍ୟାକାଣ୍ଡ : ପୀଡିତ ପରିବାର ବର୍ଗଙ୍କୁ ଭେଟିଲେ ନରସିଂହ

ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଉତ୍ତରଦାୟୀ - ନରସିଂହନିରପେକ୍ଷ ତଦନ୍ତ ପାଇଁ ମନ୍ତ୍ରୀଙ୍କ ଇସ୍ତଫା ଦେବା ଜରୁରି- ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ତୁରେକେଲା ବ୍ଲକ ଝରନି ସ୍ଥିତ ମୃତ
Read More...

ବାପ ପୁଅ ସମ୍ପର୍କରେ ଅନ୍ଧ ବିଶ୍ୱାସ ବାଧକ ସାଜିଲା

ବରଗଡ଼, (ନିରୋଜ କୁମାର ପାଣୀ) : ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ଆଧୁନିକ ମଣିଷ । ମାନବ ଚନ୍ଦ୍ର ପୃଷ୍ଠରେ ନିଜର ସ୍ଥିତି ଜାହିର କରିବାକୁ ପ୍ରତିଯୋଗିତା ଆରମ୍ଭ କରିଥିବା ବେଳେ ଅନ୍ୟପଟେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷ ମଣିଷକୁ ସମାଜରୁ ବାସନ୍ଦ କରିବା ଏକବିଂଶ ଶତାବ୍ଦୀର ଆଧୁନିକତା
Read More...

ମମିତା ମେହେର ହତ୍ୟା ଘଟଣା : ବିଜେପି ପକ୍ଷରୁ ପ୍ରତିବାଦ, ଦାବୀପତ୍ର ପ୍ରଦାନ

ଗୁରୁବାର ଦିନ ବଲାଙ୍ଗିର ବନ୍ଦ ଡାକରା ବଲାଙ୍ଗିର, (ଦେବାଶିଷ ମିଶ୍ର) : ମମିତା ମେହେର ହତ୍ୟା ଘଟଣା ଜିଲ୍ଲା ରାଜନୀତିରେ ନିଆଁ ଲଗାଇଛି । ଆଜି ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଦଳ ତରଫରୁ ଧାରଣା ତଥା ପ୍ରତିବାଦ କରାଯାଇଛି ।
Read More...