Daily Archives

ବଲାଙ୍ଗିର ସମଲେଇ ମନ୍ଦିର ଛାତ ଭୁଷୁଡିପଡିବାକୁ ନେଇ ଘଣ୍ଟ ବଜାଇ ପ୍ରତିବାଦ କଲେ ବିଭିନ୍ନ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ଭୁଷୁଡି ପଡିଲା ବଲାଙ୍ଗିର ସମଲେଇ ମନ୍ଦିରର ଛାତ । ତେବେ ଏହାକୁ ନେଇ ବାରମ୍ବାର ପ୍ରଶାସନକୁ ଏହାର ମରାମତି କାର୍ଯ୍ୟ ପାଇଁ ଜଣାଇବା ପରେ ମଧ୍ୟ ପ୍ରଶାସନ ତରଫରୁ ଅଣଦେଖା କରିଥିବା ଅଭିଯୋଗ କରି ଘଣ୍ଟ ବଜାଇବା ସହ ପ୍ରତିବାଦ କରି ସମଲେଶ୍ଵରୀ
Read More...

ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ବଲାଙ୍ଗିର ଜିଲ୍ଲା ଭୁଲିଆ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର…

ପାଟଣାଗଡ, (ଗୋରେଖନାଥ ବରିହା) : ବହୁ ଚର୍ଚ୍ଚିତ ମମିତା ମେହେରଙ୍କ ହତ୍ୟା କାଣ୍ଡରେ ସଂପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ଓ ମମିତାଙ୍କ ପରିବାରଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ଆଜି ବଲାଙ୍ଗିର ଜିଲ୍ଲା ଭୁଲିଆ ସମାଜ ପକ୍ଷରୁ ୩ ଦଫା ସମ୍ବଳିତ ଦାବୀପତ୍ର ମୁଖ୍ୟମନ୍ତ୍ରୀ ନବୀନ
Read More...

ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଯୁକ୍ତ ଦୁଇ ଧର୍ମଶାଳା ମହାବିଦ୍ୟାଳୟ, ଧର୍ମଶାଳାର ସଭାକକ୍ଷରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଭାରପ୍ରାପ୍ତ
Read More...

ମୁକେଶ ମହାଲିଙ୍ଗଙ୍କ ଦ୍ୱାରା ଜମିପଟ୍ଟା ବଣ୍ଟନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ କୁଟାସିଂହା ପଂଚାୟତରେ ୨୦୦୫ ମସିହାରେ ପାଇଥିବା ପଟ୍ଟାରଜାଗା ୨୬୫ ଜଣ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି । ଉକ୍ତ ଜମି ବଣ୍ଟନ କାର୍ଯ୍ୟକ୍ରମରେ ଅତିଥି ଭାବେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ଆଗଲପୁର ବ୍ଲକ ଉପାଧ୍ୟକ୍ଷ ମନମୋହନ
Read More...

ନଭେମ୍ବର ୧ ବଲାଙ୍ଗିର ଦିନ୍‌ : ଇତିହାସକୁ ମନ୍ଥନ କରିବା ସଙ୍ଗେ ଭବିଷ୍ୟତ ଗଢିବାକୁ ପ୍ରେରଣା ଯୋଗାଇବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗାମୀ ନଭେମ୍ବର ୧ ଦିନ ବଲାଙ୍ଗିର ଦିନ୍‌ ପାଳନକୁ ସଫଳ କରିବା ପାଇଁ ବଲାଙ୍ଗିରର ବହୁ ଯୁବ ସଂଗଠନ, କଳାକାର ଓ ବୁଦ୍ଧିଜୀବୀ ଅଣ୍ଟା ଭିଡି ଉଦ୍ୟମ ଆରମ୍ଭ କରିଥିବା ବେଳେ ବଲାଙ୍ଗିର ଦିନ୍‌ ପାଳନର ଐତିହାସିକ ପୃଷ୍ଠଭୂମିକୁ ନେଇ ଏକ ଆଲୋଚକ୍ର ସ୍ଥାନୀୟ ପିପି
Read More...

କ୍ଷତିଗ୍ରସ୍ତ ସମଲେଶ୍ୱରୀ ମନ୍ଦିର ପରିଦର୍ଶନ କଲେ ନରସିଂହ : ଶନିବାରରୁ ମଇଳା ସଫା, ରବିବାର ଦିନରୁ କାମ ଆରମ୍ଭ, ଘଟଣାର…

ଦେବୋତ୍ତର ସଂପତି ମିଳି ମିଶି ଖାଇ ଯାଉଛନ୍ତି ଅନେକ ସଂପତି ଥିବା ସତ୍ୱେ ଆମ ମନ୍ଦିର ଅବସ୍ଥା ଶୋଚନୀୟ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ମା’ ସମଲେଶ୍ୱରୀ ମନ୍ଦିର ସହିତ ଜିଲ୍ଲାର ଲକ୍ଷାଧିକ ଲୋକଙ୍କ ଭାବାବେଗ ଜଡିତ ରହିଛି । ଆଜି ଅପରାହ୍ନରେ ଏହି ବହୁ ପୁରାତନ ମନ୍ଦିରର
Read More...

ସୃଜନ ସଳିତା ନବନୀତାର ପୂଜା ସଂଖ୍ୟା ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରୁ ପ୍ରକାଶ ପାଉଥିବା ସାହିତ୍ୟ ପତ୍ରିକା ସୃଜନ ସଳିତା ନବନୀତାର ପୂଜା ସଂଖ୍ୟା ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଗାଳ୍ପିକା ଗାୟତ୍ରୀ ସରାଫ,
Read More...

ଆଜାଦହିନ୍ଦ୍ ସରକାର ପ୍ରତିଷ୍ଠା ଦିବସ ଉପଲକ୍ଷେ ଆଲୋଚନା ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ବର୍ଷ ଓ ଆଜାଦହିନ୍ଦ୍ ସରକାରର ୭୯ ତମ ପ୍ରତିଷ୍ଠା ଦିବସ ଅବସରରେ ଏକ ଆଲୋଚନା ସଭା ସାରା ଓଡିଶା ନେତାଜୀ ସୁବାଷ ୧୨୫ତମ ଜୟନ୍ତୀ ପାଳନ କମିଟି ତରଫରୁ ସେକ୍ଟର ୧ ସ୍ଥିତ ଡିଭାଇନ ଲାଇଫ ଏକାଡେମୀଠାରେ ଅନୁଷ୍ଠିତ
Read More...

ଜମଲା ଡିଗ୍ରୀ କଲେଜରେ ସଂକୁଳ ସ୍ତରୀୟ ଯୁବ ରେଡ଼କ୍ରସ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜମଲା ଡିଗ୍ରୀ କଲେଜଠାରେ ଅକ୍ଟୋବର ୨୨ ତାରୁ ୨୪ ତାରିଖ ଯାଏଁ ସଂକୁଳ ସ୍ତରୀୟ ଯୁବ ରେଡ଼କ୍ରସ ପ୍ରଶିକ୍ଷଣ ଶିବିର ଆଜି ଉଦ୍‌ଘାଟିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଡକ୍ଟର ମାନଭଞ୍ଜନ ପ୍ରଧାନଙ୍କ ଦ୍ଵାରା ସକାଳୁ ରେଡ଼ ପତାକା ଉତ୍ତୋଳିତ ହେବା ପରେ ଉଦ୍‌ଘାଟନୀ
Read More...

ଇ-ଶ୍ରମ ଓ ଆୟୁୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ ପଞ୍ଜିକରଣ ପାଇଁ ଲୋକଙ୍କ ଭିଡ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗରେ କିଛି ଦିନ ଧରି ଇ-ଶ୍ରମ ଓ ଆୟୁୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ ପଞ୍ଜିକରଣ ପାଇଁ ଅନେକ ଜନସେବା କେନ୍ଦ୍ର, କମ୍ପୁଟର କେନ୍ଦ୍ରରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ସରକାରଙ୍କ ପକ୍ଷରୁ ଅନଲାଇନରେ ଇ-ଶ୍ରମ ଓ ଆୟୁୁଷ୍ମାନ ଭାରତ
Read More...