Daily Archives

ନରାବାହାଲୀ ଗାଁରୁ ୩ ଫୁଟର ନାଗ ସାପ ଉଦ୍ଧାର କଲେ ବିକି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ନରାବାହାଲି ଗାଁର ଜଣେ ବ୍ୟକ୍ତିଙ୍‌ଙ୍କ ଘରରେ ଏକ ସାପ ଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ତେବେ ସଙ୍ଗେ ସଙ୍ଗେ ସାପ ଧରାଳି ବିକି ଜି ନାଗଙ୍କୁ ଖବର ଦେଇଥିଲେ । ଖବର ଦେବା ପରେ ବିକି ପହଁଚି ୩ ଫୁଟର ନାଗ ସାପ
Read More...

କୁଲତା ସମାଜର ନୂତନ କାର୍ଯ୍ୟକର୍ତ୍ତା ଚୟନ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦିନ ଦେଓଗାଁ ବ୍ଲକ ଉପରଝର ଆଞ୍ଚଳିକ କୁଲତା ସମାଜର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ବୈଠକ ପୂର୍ବରୁ ମାଁ ରଣେଶ୍ୱର ରାମଚଣ୍ଡୀଙ୍କ ପୂଜାର୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ ସଭାରେ ଅଞ୍ଚଳର ଶତାଧିକ କୁଲତା ସମାଜର କର୍ମୀମାନେ
Read More...

ଦେଓଗାଁ କଛାରପାଲିରେ ଗଜଲକ୍ଷ୍ମୀ ପୂଜା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ କଛାରପାଲି ସାହୁପଡାର ପ୍ରଗତି ଯୁବକ ସଂଘ ଆନୁକୂଲ୍ୟରେ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ଆଜି କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ପୂଜା ଅଷ୍ଟମ ବର୍ଷରେ ପଦାର୍ପଣ କରିଛି । ମଙ୍ଗଳବାର ସନ୍ଧ୍ୟାରେ ସୋନଗଡ଼ ନଦୀରୁ ଜଳ ପୂର୍ଣ୍ଣ
Read More...

କେଶରୀୟା ହିନ୍ଦୁ ବାହିନୀ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶ ପୁତ୍ତଳିକା ଦାହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକ ଝରନି ଗ୍ରାମର ଝିଅ ମମିତା ମେହେରଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଏବଂ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ସମସ୍ତ ହତ୍ୟାକାରୀଙ୍କୁ ଶୀଘ୍ର ଗିରଫ କରିବା ତଥା ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବୀ ନେଇ ଓ
Read More...

ମାଁ ଲଣ୍ଡା ବୀର ଦେବୀଙ୍କ ବଏଲ ଯାତ୍ରା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଜେପୁର ବ୍ଲକ ଅନ୍ତର୍ଗତ ଏମ ଶ୍ରୀଗିଡାର ଅଧିଷ୍ଠାତ୍ରୀ ଦେବୀ ମାଁ ଲଣ୍ଡା ବୀର ଦେବୀଙ୍କ ଦଶହରା ପୂଜା ଓ ବଏଲ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାଁଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ଯୁଗାର ଭୋଗ ଅର୍ପଣ କରାଯାଇଥିଲା । ବିଜେପୁର
Read More...

କନ୍ଧମାଳ ଗସ୍ତରେ ଅନୁସୂଚିତ ଜନଜାତି ବିଜେପି ମୋର୍ଚ୍ଚା ସଭାପତି ଓ ସଦସ୍ୟ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଅନୁସୂଚିତ ଜନଜାତି ରାଜ୍ୟ ମୋର୍ଚ୍ଚା ସଭାପତି (ବିଜେପି) ବିଭୁ ତରାଇ, ଉପସଭାପତି ରାମବିଶି ଦିଗାଲ ଏବଂ ସାଧାରଣ ସମ୍ପାଦକ ରାଘବ ମଲ୍ଲିକ କନ୍ଧମାଳ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ବାଲିଗୁଡାରେ ରହି କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ
Read More...

କୁତୁର୍ଲା ଗାଁରେ ସଫେଇ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ଗାଁ ମଧ୍ୟରେ ବହୁ ଅଳିଆ ଆବର୍ଜନା ବର୍ଷ ବର୍ଷ ଧରି ରାସ୍ତା କଡ଼ରେ ପଡିରହିଥିବାରୁ ଗାଁକୁ ଯିବାକୁ ଅସୁବିଧା ହେଉଥିବା ବେଳେ ଗାଁର ପିଚୁ ରାସ୍ତା ଠାରୁ ଗାଁ ମୁଣ୍ଡ ପର୍ଯ୍ୟନ୍ତ ପ୍ରାୟ ୫ଶହ ମିଟର ରାସ୍ତାର ଉଭୟ ପାର୍ଶ୍ୱକୁ ସଫା
Read More...

ବଡବନ୍ଧରେ ମେଟାକାନୀ ଯାତ୍ରା ଉଦଘାଟିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ଗାଁରେ ମେଟାକାନୀ ଯାତ୍ରା ଉଦଘାଟନ ହୋଇଯାଇଛି । ଦୀର୍ଘ ୧୬ବର୍ଷ ଧରି ଚାଲିଥିବା ଏହି ମେଟାକାନୀ ଯାତ୍ରା ମୁଖ୍ୟ ପୂଜକ ସଙ୍କୀର୍ତ୍ତନ୍ୟ ଭୋଇ ଗାଁର ସମସ୍ତ ଦେବଦେବୀଙ୍କୁ ପୂଜା କରିବା ପରେ ଆରମ୍ଭ ହୋଇଥିଲା । ଯାତ୍ରାରେ ବିରାଟ ନାଏକ,
Read More...

ବଲାଙ୍ଗିର ରେଡ଼କ୍ରସ କର୍ମୀ ଦେଖାଇଲେ ମହାନତା : ନିଜ ଜୀବନକୁ ବାଜି ଲଗାଇ ଅନ୍ୟର ଜୀବନ ବଞ୍ଚାଇଲେ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ସମୟ ୨:୩୦ ଘଣ୍ଟା ସମୟରେ ପୁରୀର ଏକ ହୋଟେଲ ସମ୍ମୁଖ ଗୋଲଡେନ ବିଚ ବେଳାଭୂମି ସମୁଦ୍ରରେ ଗାଧୋଇବା ସମୟରେ ପଶ୍ଚିମବଙ୍ଗରୁ ଆସିଥିବା ମାଧ୍ୟବ ଚକ୍ରବର୍ତ୍ତୀ ଓ ତାଙ୍କ ସ୍ତ୍ରୀ ସୁନିତା ଚକ୍ରବର୍ତ୍ତୀ ସମୁଦ୍ର ଢେଉରେ ଭାଷି ଯାଇଥିବା ବେଳେ ପାଖରେ ଉପସ୍ଥିତ
Read More...

ବେଳାଭୂମିରେ ରେଡ଼କ୍ରସ କର୍ମୀ ଦ୍ୱାରା ସ୍ୱଚ୍ଛତା ଓ ପ୍ଲାଷ୍ଟିକ ମୁକ୍ତ ସେଚେତନତା କାର୍ଯ୍ୟକ୍ରମ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ବେଳାଭୂମିରେ ବଲାଙ୍ଗିର ରେଡ଼କ୍ରସ କର୍ମୀମାନଙ୍କ ଦ୍ୱାରା ସ୍ୱଚ୍ଛତା ଓ ପ୍ଲାଷ୍ଟିକ ମୁକ୍ତ ସେଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରୀ ଗୋଲଡେନ ବିଚ୍‌ରେ ରେଡ଼କ୍ରସ କର୍ମୀମାନଙ୍କ ଦ୍ଵାରା ଲୋକମାନଙ୍କୁ ସମ୍ବଳ ଆମର, ଏହାର ସ୍ୱଚ୍ଛତା,
Read More...