Daily Archives

ଆଜି ବିଶ୍ୱ ମିତବ୍ୟୟିତା ଦିବସ : ସ୍ୱଳ୍ପ ସଂଚୟ ସଚେତନତା ରଥ ଚଳାଇ ପାଳନ କଲା ବଲାଙ୍ଗିର ଜିଲ୍ଲା ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଶ୍ୱ ମିତବ୍ୟୟିତା ଦିବସ । ଏକ ସ୍ୱଳ୍ପ ସଂଚୟ ସଚେତନତା ରଥ ଚଳାଇ ଏହି ଦିବସକୁ ପାଳନ କରିଛି ବଲାଙ୍ଗିର ଜିଲ୍ଲା ପ୍ରଶାସନ । ସ୍ଥାନୀୟ କୋଶଳ କଳା ମଣ୍ଡଳରୁ ସ୍ୱଳ୍ପ ସଂଚୟ ସଚେତନତା ରଥ ବାହାରିଥିବା ବେଳେ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି
Read More...

ବଲାଙ୍ଗିର ଚିଲ୍‌ଡ୍ରେନ ପାର୍କର ଅବସ୍ଥା ଶୋଚନୀୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଚିଲ୍‌ଡ୍ରେନ ପାର୍କର ଅବସ୍ଥା ଶୋଚନୀୟ ହୋଇପଡିଥିବା ଦେଖିବାକୁ ମିଳିଛି । ଏହି ପାର୍କରେ ପିଲାଙ୍କ ପାଇଁ ରହିଥିବା ବିଭିନ୍ନ ଖେଳ ସାମଗ୍ରୀ ଓ ଭିତ୍ତିଭୂମୀ ଭଙ୍ଗା ଦଦରା ହୋଇପଡିଥିବା ବେଳେ ଏଥିପ୍ରତି ପ୍ରଶାସନର ନିଘା ନଥିବା ସାଧାରଣରେ ଅଭିଯୋଗ
Read More...

କୁଚିଣ୍ଡା ଏନ୍‌ଏସି ଓ ବ୍ଲକର ବିଜେପି ଯୁବମୋର୍ଚ୍ଚାର ଶତାଧିକ କର୍ମୀଙ୍କ ବିଜୁ ଜନତା ଦଳରେ ଯୋଗଦାନ

ସମ୍ବଲପୁର, (କରୁଣାକର ଶତପଥି) : ଆଜି ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ କୁଚିଣ୍ଡା ଏନ୍‌ଏସି ଓ ବ୍ଲକର ବିଜେପି ଯୁବମୋର୍ଚ୍ଚାର ଶତାଧିକ କର୍ମୀ ବୃନ୍ଦ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କଲ୍ୟାଣ ଯୋଜନାର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କୁଚିଣ୍ଡା ନିର୍ବାଚନ
Read More...

ଚାଲିଗଲେ ଆଇନଜୀବୀ ରାଧାକାନ୍ତ ଭୋଇ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଚାଲିଗଲେ ଆଇନଜୀବୀ ରାଧାକାନ୍ତ ଭୋଇ(୫୨) । ବେଶ୍‌ ଜଣାଶୁଣା ତଥା ଲୋକପ୍ରିୟ ଆଇନଜୀବୀ ରାଧାକାନ୍ତଙ୍କ ପରଲୋକରେ ସାରା ଅଂଚଳ ଶୋକାଚ୍ଛନ୍ନ ହୋଇପଡ଼ିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଅଳ୍ପ କିଛି ଦିନ ତଳେ ସେ ଏକ ସଡ଼କ ଦୁର୍ଘଟଣାର ଶୀକାର ହୋଇଥିବା ବେଳେ
Read More...

ଘୋରଡିଆ ନୋଡାଲ ହାଇସ୍କୁଲର ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ନୋଡାଲ ହାଇସ୍କୁଲର ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠିତ ହୋଇଯାଇଛି । ସୂଚନା ଅନୁଯାୟୀ ଘୋରଡିଆ ନୋଡାଲ ହାଇସ୍କୁଲର ପରିଚାଳନା କମିଟି ସଦସ୍ୟଙ୍କ କାର୍ଯ୍ୟକାଳ ପୂରିଯାଇଥିବା ନେଇ ସ୍କୁଲରେ ପାଠ
Read More...

ଖପ୍ରାଖୋଲ ପୁଲିସକୁ ମିଳିଲା ବଡ ସଫଳତା : ଧରା ପଡିଲେ ୬ ଜଣ ଲୁଟେରା

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଅର୍ନ୍ତଗତ ଖପ୍ରାଖୋଲ ଥାନା ନାନ୍ଦୁପଲା ଗ୍ରାମର ଦିବାକର ବେହେରାଙ୍କ ପୁଅ ଋଷି କୁମାର ବେହେରା ଗତ ୧୦ା୧୦ା୨୦୨୧ ତାରିଖ ଦିନ ନିଜ ଗ୍ରାହକ ସେବା କେନ୍ଦ୍ର ନାନ୍ଦୁପଲା ଶାଖା ପାଇଁ ଖପ୍ରାଖୋଲ ଉକ୍ରଳ ଗ୍ରାମୀଣ ବ୍ୟାଙ୍କ ଓ ଭାରତୀୟ ଷ୍ଟେଟ
Read More...

ଚାଇନାର ୧୪ଟି ପ୍ରଦେଶରେ କରୋନା ସଂକ୍ରମଣର ନୂଆ ଲହର : ଜନସଂଖ୍ୟାର ୭୫.୮% ଟୀକାକରଣ, ତଥାପି ସଂକ୍ରମଣ ବୃଦ୍ଧି ପାଉଛି

ବେଜିଂ : ଯଦିଓ ଚାଇନାରେ ୧.୪୧ ବିଲିୟନ ଜନସଂଖ୍ୟା ମଧ୍ୟରୁ ୧.୦୭ ବିଲିୟନ ଲୋକଙ୍କୁ ଟିକା ଦିଆଯାଇଛି, ତଥାପି ଏବେ ଏହି ଦେଶ କରୋନାର ଏକ ନୂଆ ଲହର ସହିତ ଯୁଦ୍ଧ କରୁଛି । କୁହାଯାଉଛି, ଚାଇନାରେ କରୋନାର ନୂଆ ବିସ୍ଫୋରଣ ବ୍ୟାପିଛି । ଦେଶର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ (NHC) ରିପୋର୍ଟ କରିଛି ଯେ,
Read More...

ବରିଷ୍ଠ ଶିକ୍ଷୟିତ୍ରୀ ଆଶିଆ ବିବିଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବରତୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରିଷ୍ଠ ଶିକ୍ଷୟିତ୍ରୀ ଆଶିଆ ବିବିଙ୍କର ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପାଇକମାଲ ଶିକ୍ଷକ ସଂଘ ସଂପାଦକ ମହାଦେବ ବେହେରା ସଭାପତିତ୍ୱ କରିଥିବା ବେଳେ
Read More...

ବରଗଡ଼ର ୟୁନାଇଟେଡ଼ ସ୍ପୋର୍ଟସ ଦଳ ଚାମ୍ପିଅନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ କ୍ଲବ ଫୁଟବଲ ପ୍ରତିଯୋଗିତାରେ ବରଗଡ଼ର ୟୁନାଇଟେଡ଼ ସ୍ପୋର୍ଟସ ଦଳ ଚାମ୍ପିଅନ ହୋଇଛନ୍ତି । ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲ ଖେଳରେ ସ୍ପୋର୍ଟସ ହଷ୍ଟେଲ କଟକ ଦଳକୁ ପରାସ୍ତ କରି
Read More...