Daily Archives

୧୯୮୦-୮୩ ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କର ବନ୍ଧୁ ମିଳନ ଓ ଶିକ୍ଷକ ସମ୍ବର୍ଦ୍ଧନା ସମାରୋହ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରବିବାର ଦିନ ବହୁ ପୁରାତନ ଅନୁଷ୍ଠାନ ଉତ୍କଳ ମଣି ପ୍ରାଥମିକ ବିଦ୍ୟାଳୟ ସାବୁଳିୟା ସଭାଗୃହ ପରିସରରେ କରୋନା କଟକଣା ନୀତିନିୟମ ଭିତରେ ଛାତ୍ରଛାତ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ୧୯୮୦-୮୩ ମାଟ୍ରିକ
Read More...

ବଡବଜାର ବଣିକ ସଂଘ ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଗଞ୍ଜାମ ସହର ବଡବଜାର ବଣିକ ସଂଘର ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ ହୋଇଯାଇଛି । ଗଞ୍ଜାମ ସହରର ମିନି ଷ୍ଟାଡିୟମ ପାର୍ଶ୍ୱରେ ୫ ଦିନ ଧରି ହେବାକୁ ଥିବା ପୂଜାର ଶୁଭଖୁଣ୍ଟି ସ୍ଥାପନରେ ପଣ୍ଡିତ ରାଧା ଶତପଥୀ ଯୋଗଦେଇ ଦେବମନ୍ତ୍ର ପାଠ ପୂର୍ବକ
Read More...

ପଦ୍ମପୁର ବିଜେପିର ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପି ପଦ୍ମପୁର ନିର୍ବାଚନ ମଣ୍ଡଳୀର ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ନୃସିଂହନାଥ ସ୍ଥିତ ଆଇଓସିଏଲ୍‌ ଅତିଥି ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାଧାରଣ ସଂପାଦକ ସରୋଜ ପାଣିଗ୍ରାହୀଙ୍କ ଆବାହକତ୍ୱରେ ତଥା ଜିଲ୍ଲା ଉପସଭାପତି ସରୋଜ କୁମାର
Read More...

ପାୟୋନିୟର ତରଫରୁ ମକା ଅମଳ ଦିବସ ପାଳନ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ଖୁଟୁବାଇ ପଞ୍ଚାୟତ ଅନ୍ତର୍ଗତ ଫୁଲପଦର ଗ୍ରାମରେ ଆଜି ପାୟୋନିୟର କମ୍ପାନୀ ପକ୍ଷରୁ କୋଭିଡ୍‌ ନିୟମ ମାନି ମକା ଅମଳ ଦିବସ ପାଳିତ ହୋଇଯାଇଛି । ଏ ଅଞ୍ଚଳର ଚାଷୀ ଚଳିତ ବର୍ଷ ବହୁ ମାତ୍ରାରେ ପାୟୋନିୟର ମକା ପି୩୪୦୧
Read More...

ଦୁର୍ଘଟଣାରେ ମୃତ୍ୟୁବରଣ କଲେ ଜର୍ଜଗଡ ସତ୍ୟାନନ୍ଦ ଲୁହାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଜର୍ଜଗଡ ଗ୍ରାମର ସତ୍ୟାନନ୍ଦ ଲୁହାରଙ୍କ ଦୁର୍ଘଟଣାର ୨୨ ଦିନ ପରେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ସେପ୍ଟେମ୍ବର ୨୪ ତାରିଖରେ ଜଣେ ବାଇକ ଚାଳକଙ୍କ ପଛପଟେ ବସି ପଦ୍ମପୁର ପଟକୁ ପାଇକମାଲକୁ ଆସୁଥିବା ସମୟରେ
Read More...

ଡୁଡୁକିଝରିଆ ମା’ ସମଲେଶ୍ଵରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ନିଜ ମାଟିରେ ପାଇକମାଳକୁ ହରାଇ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଜାମସେଠ ପଞ୍ଚାୟତ ଡୁଡୁକିଝରିଆରେ ଚାଲିଥିବା ୮ମ ମା' ସମଲେଶ୍ଵରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପାଇକମାଳକୁ ହରାଇ ଡୁଡୁକିଝରିଆ ଚମ୍ପିୟାନ ହୋଇଛି । ଡୁଡୁକିଝରିଆ ଓ ପାଇକମାଲ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ
Read More...

ଚାଷୀ ସର୍ବେକ୍ଷଣ ଫର୍ମ ପୂରଣ ନେଇ ଟଙ୍କା ଆଦାୟ ଅଭିଯୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : 'କାଳିଆ' ଯୋଜନାରେ ସହାୟତା ପାଉଥିବା ଚାଷୀଙ୍କ ବାବଦରେ ସବିଶେଷ ତଥ୍ୟ ଦାଖଲ ପାଇଁ ରାଜ୍ୟ ସରକାର କୃଷି ବିଭାଗକୁ ନିର୍ଦେଶ ନାମା ଜାରି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଲୋଇସିଂହା ବ୍ଲକର ୨୦ଟି ଯାକ ପଂଚାୟତର ଚାଷୀଙ୍କଠାରୁ ରବିବାର ସ୍ଥାନୀୟ କୃଷି ବିଭାଗ
Read More...

ଆସନ୍ତାକାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୫୧ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ବିନିକା, ଉଲୁଣ୍ଡା, ସୋନପୁର,
Read More...

ଭୀମସାର ବୁର୍ଲାରେ ଏମିତି ଚାଲିଛି ସ୍ୱାସ୍ଥ୍ୟ ସେବା : ଗୁରୁତର ରୋଗୀଙ୍କୁ ଅଲ୍ଟ୍ରାସାଉଣ୍ଡ ପରୀକ୍ଷା ପାଇଁ ମିଳୁଛି ୨…

ବରଗଡ, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ଭୀମସାର ବୁର୍ଲାରେ ସାଧାରଣ ରୋଗୀଙ୍କ ଜୀବନ ସହ ଖେଳ ଖେଳିବା ସଦୃଶ ଗୁରୁତର ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ବହିର୍ବିଭାଗରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ବିଭିନ୍ନ ପ୍ରକାର ପରୀକ୍ଷା କରିବା ପାଇଁ ଡାକ୍ତରମାନେ
Read More...

ବେହେରା ପାଲି ପରିଦର୍ଶନ କଲେ ନରସିଂହ : ପିଇବା ପାଣି ସମସ୍ୟାକୁ ନେଇ ଜନସ୍ୱାସ୍ଥ୍ୟ ଯନ୍ତ୍ରୀଙ୍କ ଉପରେ ବର୍ଷିଲେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପୌରାଞ୍ଚଳ ଅନ୍ତଗର୍ତ ୯ ନଂ ୱାର୍ଡ ବେହେରାପାଲିକୁ ଯାଇ ଲୋକଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି । ଅଲୋଚନା ସମୟରେ ବିଶେଷ କରି ବେହେରାପାଲି ବନ୍ଧର ପାଣି ବ୍ୟବହାର ଉପଯୋଗି ନଥିବା ଏବଂ ଜନସ୍ୱାସ୍ଥ୍ୟ
Read More...