pakka
Daily Archives

କୁଲତା ଯୁବ ଶକ୍ତି ଶାଖା ତରଫରୁ ନିଶାମୁକ୍ତି ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କୁଲତା ଯୁବ ଶକ୍ତି ଓଡିଶା ବଲାଙ୍ଗିର ଶାଖା ତରଫରୁ ଏକ ନିଶାମୁକ୍ତି ଅଭିଯାନ କାର୍ଯ୍ୟକ୍ରମ ଲୋଇସିଂହା ବ୍ଲକ ଅନ୍ତର୍ଗତ ଗଡ଼ଶଙ୍କର ଡୁଙ୍ଗୁରିପାଲିଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଟାଉନ କୁଲତା ସମାଜର ସଭାପତି ସୁରଥ ପଧାନ
Read More...

ବଲାଙ୍ଗିର ଦିନ ପାଇଁ ଲୋଗୋ ଉନ୍ମୋଚିତ : ଦିବସ ପାଇଁ ଏକାଠି ହେଲେ କଳାକାର ଓ ବୁଦ୍ଧିଜୀବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପି.ପ. ଏକାଡେମି ସଭାଗୃହରେ ଆସନ୍ତା ନଭେମ୍ବର ୧ ବଲାଙ୍ଗିର ଦିନ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବଲାଙ୍ଗିରର ବୁଦ୍ଧିଜୀବୀ, କବି କଳାକାର ଓ ବିଭିନ୍ନ ଅନୁଷ୍ଠାନ ୟୁଥ ଏକ୍ସନ କମିଟି, ବିଙ୍ଗ ହ୍ୟୁମାନ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ. ୨ରୁ ଜଣେ, ଲୋଇସିଂହା ବ୍ଲକ ଲୋଇସିଂହା ଗ୍ରା.ପ.ରୁ ଜଣେ, ଟିଟିଲାଗଡ ମ୍ୟୁନିସିପାଲିଟି ୱାର୍ଡ
Read More...

ପାଟଣେଶ୍ୱରୀ ସାହିତ୍ୟ ସଂସଦ ଟ୍ରଷ୍ଟର ସାଧାରଣ ବୈଠକ ଅନୁଷ୍ଠିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣଗଡର ଅଗ୍ରଣୀ ସାରସ୍ଵତ ଅନଷ୍ଠାନ ପାଟଣେଶ୍ୱରୀ ସାହିତ୍ୟ ସଂସଦ ଟ୍ରଷ୍ଟର ସାଧାରଣ ସଭା ସ୍ଥାନୀୟ ସିଦ୍ଧି ବିନାୟକ ମହାବିଦ୍ୟାଳୟର ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ସଂସଦର ସଭାନେତ୍ରୀ ସୁଶ୍ରୀ ସଞ୍ଜୁକ୍ତା ପରିଚ୍ଛାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ
Read More...

ହଲିଆଗୀତ କଣ୍ଠଶିଳ୍ପୀଙ୍କୁ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ସମ୍ବର୍ଦ୍ଧନା

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଆଧୁନିକ ସଙ୍ଗୀତ ତଥା ନୃତ୍ୟ ପ୍ରତି ପ୍ରବଳ ଆଗ୍ରହ ଓ ପ୍ରୋତ୍ସାହନ ଯୋଗୁ ଦିନକୁ ଦିନ ପ୍ରାଚୀନ କଳା, ଲୋକଗୀତ, ଲୋକନୃତ୍ୟ, ଲୋକସଂସ୍କୃତି ଲୋପ ପାଇବାକୁ ବସିଲାଣି । ଫଳରେ ପୁରୁଣା ଲୋକଗୀତ ଲୋକ ସଂସ୍କୃତି ପ୍ରତି ବିତୃଷ୍ଣା ହୋଇ ଆଧୁନିକ ଗୀତକୁ ଆଦରି
Read More...

ନବଜ୍ୟୋତି ସାହିତ୍ୟ ସଂସଦର ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ନବଜ୍ୟୋତି ସାହିତ୍ୟ ସଂସଦ ତରଫରୁ ସେକ୍ଟର ୨୦ସ୍ଥିତ କଳିଙ୍ଗ କଳା ପରିଷଦଠାରେ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । କବି କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆର୍‌ଏସ୍‌ପିର ପ୍ରାକ୍ତନ ମହାପ୍ରବନ୍ଧକ
Read More...

ଆଦର୍ଶ ପଡା କ୍ରିକେଟ୍ କପର ଫାଇନାଲ ମ୍ୟାଚ ଅନୁଷ୍ଠିତ : କନ୍ଧପାଲିପଡା ଦଳ ୧୦ ରନରେ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସ୍ଥିତ ମିଶନ୍ ପଡିଆଠାରେ ଗତକାଲି ଆଦର୍ଶ ପଡା କ୍ରିକେଟ୍ କପର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ କେଶରୀୟା ହିନ୍ଦୁ ବାହିନୀ ରାଜ୍ୟ ସଭାପତି ସନ୍ତୋଷ ଭୋଳ ଏବଂ ସମ୍ମାନିତ ଅତିଥି ରୂପେ ଜିଲ୍ଲା ସଚିବ ହରେକୃଷ୍ଣ
Read More...

ବିଜେଡିର ପଞ୍ଚାୟତ ସ୍ତରୀୟ ସାଂଗଠନିକ ବୈଠକ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଖପ୍ରାଖୋଲ ବ୍ଳକ ବିଜେଡି କାର୍ଯ୍ୟାଳୟରେ.ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ପଡ଼ିଆବାହାଲ ଓ ଓଡ଼ିଆପାଲି ପଞ୍ଚାୟତର ସକ୍ରିୟ ବିଜେଡି କର୍ମକର୍ତ୍ତାଙ୍କୁ ନେଇ ଏକ ସାଂଗଠନିକ ବୈଠକ ଆୟୋଜନ ହୋଇଥିଲା । ଏହି ବୈଠକରେ
Read More...

କୋଭିଡ଼ କଟକଣା ମଧ୍ୟରେ ଜରାସିଂହା ପାଟଖଣ୍ଡା ଯାତ୍ରା : ଆଜି ନିଶିଗୁଡ଼ି ପୂଜା

ଦେଓଗାଁ, (ମନୀଷ କୁମାର ସାହୁ) : ପ୍ରତିବର୍ଷ ପାଟଖଣ୍ଡା ଯାତ୍ରାକୁ କେବଳ ବଲାଙ୍ଗିର ଜିଲ୍ଲାର ନୁହେଁ ଏହା ସହ କଲାହାଣ୍ଡି ବୌଦ୍ଧ, ସୋନପୁର ଓ ବରଗଡ଼ ସହ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ମାଁକୁ ହାରି ଗୁହାରି ଜଣାଇବା ପାଇଁ ଆସିଥାନ୍ତି ଶ୍ରଦ୍ଧାଳୁମାନେ । ପାଟଖଣ୍ଡା ଯାତ୍ରାକଳାକୁ ଯାଇଥିବା
Read More...

ଛତ୍ରପୁରର ଡ୍ରେନେଜ ଅବସ୍ଥା ସଙ୍ଗୀନ : ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ, ଡ୍ରେନ ଭାଙ୍ଗି ନର୍ଦ୍ଦମାରୁ ପାଣି…

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଡ୍ରେନ ଭାଙ୍ଗି ନର୍ଦ୍ଦମା ଜଳ ରାସ୍ତାଉପରେ ବହୁଛି, କର୍ତ୍ତୃପକ୍ଷଙ୍କୁ ବହୁବାର ଅଭିଯୋଗ କଲେ ସୁଦ୍ଧା କର୍ତ୍ତୃପକ୍ଷଙ୍କ ନିଘା ନାହିଁ ବୋଲି ଅଭିଯୋଗ ହେଉଛି । କୋରନା
Read More...