csstore

ଆଦର୍ଶ ପଡା କ୍ରିକେଟ୍ କପର ଫାଇନାଲ ମ୍ୟାଚ ଅନୁଷ୍ଠିତ : କନ୍ଧପାଲିପଡା ଦଳ ୧୦ ରନରେ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସ୍ଥିତ ମିଶନ୍ ପଡିଆଠାରେ ଗତକାଲି ଆଦର୍ଶ ପଡା କ୍ରିକେଟ୍ କପର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ କେଶରୀୟା ହିନ୍ଦୁ ବାହିନୀ ରାଜ୍ୟ ସଭାପତି ସନ୍ତୋଷ ଭୋଳ ଏବଂ ସମ୍ମାନିତ ଅତିଥି ରୂପେ ଜିଲ୍ଲା ସଚିବ ହରେକୃଷ୍ଣ ବେହେରା ଜିଲ୍ଲା କାର୍ୟ୍ୟକର୍ତ୍ତା ଏବଂ ରାଜ୍ୟ ପଦାଧିକାରୀଙ୍କ ସହ ଯୋଗଦାନ କରଇଥିବା ବେଳେ ଫାଇନାଲ ମ୍ୟାଚ କନ୍ଧପାଲିପଡା ଏବଂ ୟୋର୍ କଂପାନୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ୍‌ରେ କନ୍ଧପାଲିପଡା ଦଳ ୧୦ ରନରେ ବିଜୟୀ ହୋଇ ଚମ୍ପିୟାନ ହେଇଥିଲା ।

jayashree
Leave A Reply

Your email address will not be published.