Daily Archives

ରଜା ମହଲ ଏବଂ ଶ୍ରୀ କୃଷ୍ଣ ସୋହେଲା ଭବନର ଶିଳାନ୍ୟାସ ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସୋହେଲା ବ୍ଲକ ମହକୁମାରେ ଆଜି କଲ୍ୟାଣ ମଣ୍ଡପ (ରଜା ମହଲ) ଏବଂ ଶ୍ରୀ କୃଷ୍ଣ ସୋହେଲା ଭବନର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ ଇଏସ୍‌ଆଇ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇ ଶିଳାନ୍ୟାସ ସହ
Read More...

ଶାନ୍ତି ତପୋବନ ଠାରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସଂଯୁକ୍ତ ଯୁବ ସଂଗଠନ, ବରଗଡ଼ ଆନୁକୂଲ୍ୟରେ ଆଜି ଶାନ୍ତି ତପୋବନ ଆଶ୍ରମ, ଚକରକେନ୍ଦ ଛକ ଠାରେ ସୁରମ୍ୟ ପରିବେଶରେ ଦଶମ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ମହାଆଡମ୍ବରେ ପାଳିତ ହୋଇଯାଇଛି । ବରିଷ୍ଠ ସମାଜସେବୀ ମୂଳଜୀ ପ୍ରଧାନ ପ୍ରଦୀପ ପ୍ରଜ୍ଵଳନ କରି
Read More...

ଡ. ରାମକୃଷ୍ଣ ସାହୁଙ୍କୁ ନାଟ୍ୟରତ୍ନ ସମ୍ମାନରେ ସମ୍ମାନୀତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୁରୁବାର ବିଶିଷ୍ଟ ସମାଜସେବୀ, ଦୂରଦର୍ଶନ ଓ ଚଳଚ୍ଚିତ୍ର ଅଭିନେତା, ନାଟ୍ୟକାର ଡ. ରାମକୃଷ୍ଣ ସାହୁଙ୍କୁ ଗୁରୁବାର ବ୍ରହ୍ମପୁରସ୍ଥ ଜାତୀୟ ସଙ୍ଗୀତ କଳାକେନ୍ଦ୍ର ପରିସରରେ ରାଜାଧୀରାଜ ଦେବରାଜ ପାଠାଗାର ସାହିତ୍ୟ ଅନୁଷ୍ଠାନ, ବ୍ରହ୍ମପୁର ଦ୍ଵାରା
Read More...

ନାଳ ପାର ହେବା ବେଳେ ଭାସିଗଲେ ମହିଳା : ମୃତଦେହ ଉଦ୍ଧାର

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅନ୍ତର୍ଗତ ଗାଡ଼ିଆପଡ଼ା ନିକଟ ଏକ ନାଳରେ ଗୁରୁବାର ସନ୍ଧ୍ୟାରେ ଭାସି ଯାଇଥିାଲ । ଶୁକ୍ରବାର ସକାଳୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ମୃତକ ଜଣ ହେଲେ ଗାଡ଼ିଆପଡ଼ା
Read More...

ଛତ୍ରପୁର ଡିଏଭି ସ୍କୁଲ ପକ୍ଷରୁ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଦେବୀନଗର ଠାରେ ଅବସ୍ଥାପିତ ଡିଏଭି ପବ୍ଳିକ ସ୍କୁଲ ପରିସରରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଛି । ବ୍ରହ୍ମପୁର ଡିଏଭି ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଧରାଶ୍ରୀ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ
Read More...

ଯୁବକଙ୍କୁ ଗଳା କାଟି ହତ୍ୟା ଅଭିଯୋଗରେ ୨ ଗିରଫ

ବରଗଡ଼, (ସତ୍ୟନାରାଣେ ପ୍ରଧାନ) : ଗତ ୨୮ ତାରିଖ ରାତିରେ ଅତାବିରାର ଜନୈକ ଯୁବକଙ୍କ ଅମ୍ବାପାଲି ବଞ୍ଜାରି ନାଳା ନିକଟ ଏକ ପଡ଼ିଆରେ ଗଳାକାଟି ହତ୍ୟା କରାଯାଇଥିଲା । ଟାଉନ ଥାନା ପୋଲିସ ତତ୍ପରତା ସହ ଘଟଣାର ତଦନ୍ତ କରି ୪୮ ଘଣ୍ଟା ମଧ୍ୟରେ ୨ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ
Read More...

ବରଗଡ଼ ଟାଉନ ଥାନା ହାଜତ ମୃତ୍ୟୁ ମାମଲା : ତଦନ୍ତ ପାଇଁ ପହଁଞ୍ଚିଲେ ଏଚ୍‌ଆର୍‌ପିସି ସଦସ୍ୟ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ନିକଟସ୍ଥ ତୋରା ଗ୍ରାମ ପଞ୍ଚାୟତ ତଳିପଡାର ଜନୈକ ଯୁବକ ଗୋବିନ୍ଦ କୁମ୍ଭାର ଟାଉନ ଥାନା ପୋଲିସ ହେପାଜତରେ ଥିବାବେଳେ ଗତ ସେପ୍ଟେମ୍ବର ୨୫ ତାରିଖରେ ତାଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ବରଗଡ଼ ସହରରେ ଉତ୍ତେଜନା ପ୍ରକାଶ ପାଇଥିଲା । ଲୋକେ
Read More...

୨୧ ଦଫା ଦାବୀ ନେଇ ଅଙ୍ଗନବାଡି ସଂଘର ବିକ୍ଷୋଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ୍ ୱାର୍କସ୍ ଆସୋସିଏସନ୍ ପକ୍ଷରୁ ଗୁରୁବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କ
Read More...

ବ୍ରହ୍ମପୁର ଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀ ନେଇ ଛତ୍ରପୁର ଓକିଲ ସଂଘର ସତ୍ୟାଗ୍ରହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀ ନେଇ ଗୁରୁବାର ଛତ୍ରପୁର ସିଭିଲ କୋର୍ଟ ପରିସରରେ ଛତ୍ରପୁର ଓକିଲ ସଂଘ ପୁନଃବାର ଆନ୍ଦୋଳନକୁ ଓହ୍ଲାଇଛି । ପୂର୍ବ ନିଷ୍ପତ୍ତି ଅନୁସାରେ ପ୍ରତି ମାସର
Read More...

ଗଞ୍ଜାମ ଜିଲ୍ଲାରେ ପ୍ଲାଷ୍ଟିକର ଶୂନ୍ୟତା ପରିମଳ ସଚେତନତା ଅଭିଯାନ ଆରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ସାମୁହିକ ସ୍ୱଚ୍ଛତା ଦିବସ ପାଳନ କରାଯାଇ ପ୍ଲାଷ୍ଟିକର ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରିବା ନେଇ ଏକ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ କରାଯାଇଛି । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ମାସ ତମାମ ପାଳନ କରାଯାଇ
Read More...