Daily Archives

ବଲାଙ୍ଗିର ଜିଲ୍ଲା ୬୦ଘର ଡୁମାଲ ସମାଜର ସାଂଗଠନିକ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ୬୦ ଘର ଡୁମାଲ ସମାଜ ସାଂଗଠନିକ ସଭା ସଦର ବ୍ଲକ ସ୍ଥିତ ରାଣୀପାଲି ମାଁ ମାହେଶ୍ୱରୀ ସଂସ୍କୃତି ଭବନ ଠାରେ ଜିଲ୍ଲା ସଭାପତି ଲମ୍ବୋଦର ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମାଁ ମାହେଶ୍ୱରୀଙ୍କ ପୂଜାର୍ଚ୍ଚନା କରିବାରେ
Read More...

ଆଇପିଏଲ୍ ୨୦୨୨ରେ ଦୁଇଟି ନୂଆ ଟିମ୍, ଅହମ୍ମଦାବାଦ ଓ ଲକ୍ଷ୍ନୌ

ଦୁବାଇ: ଆଇପିଏଲରେ ଦୁଇଟି ନୂଆ ଟିମ୍ ଭାବେ ଅହମ୍ମଦାବାଦ ଓ ଲକ୍ଷ୍ନୌ ଫ୍ରାଂଚାଇଜି ସାମିଲ ହୋଇଛନ୍ତି । ଟିମ୍ ଅହମ୍ମଦାବାଦ ଫ୍ରାଂଚାଇଜିକୁ ସିଭିସି କ୍ୟାପିଟାଲ୍ ଗ୍ରୁପ ୫ ହଜାର ୬୦୦ କୋଟି ଟଙ୍କାରେ କିଣିଛି । ଅନ୍ୟପଟେ ୭ ହଜାର ୯୦ କୋଟି ଟଙ୍କା ମୂଲ୍ୟରେ ଲକ୍ଷ୍ନୌ ଟିମର ମାଲିକନା ହାସଲ କରିଛି
Read More...

ଜନ୍ମଦିନ ଅବସରରେ ଅନାଥ ଆଶ୍ରମରେ ଖାଇବାକୁ ଦେଲେ ସିଆର୍‌ପିଏଫ୍‌ କର୍ମଚାରୀ ବିଶ୍ୱନାଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : କେନ୍ଦ୍ରୀୟ ରିଜର୍ଭ ପୋଲିସ କର୍ମଚାରୀ ବିଶ୍ୱନାଥ ବିଶ୍ଵାଳ ବଲାଙ୍ଗିର ଜିଲ୍ଲାର ଅଟନ୍ତି । ତେବେ ସେ ନିଜ ଜନ୍ମଦିନରେ କୌଣସି ପ୍ରକାର ବାର୍ଥ ଡେ କେକ୍‌ ନ କାଟି ଅନାଥ ଆଶ୍ରମ ଏବଂ ବୃଦ୍ଧାଶ୍ରମ ଯାଇ ଖାଇବାକୁ ଦେଇଥାନ୍ତି । ଖାଲି ଏବର୍ଷ ନୁହେଁ ପ୍ରତିବର୍ଷ
Read More...

ଜାତୀୟ ଯୋଗାସନ କ୍ରୀଡା ପାଇଁ ରାଜ୍ୟରୁ ୮୭ ପ୍ରତିଯୋଗୀ ମନୋନୀତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଯୋଗାସନ ସ୍ପୋର୍ଟ ଆସୋସିଏସନ, ଓଡିଶା (ୱାଇଏସ୍‌ଓ) ହେଉଛି ଜାତୀୟ ଯୋଗାସନ କ୍ରୀଡା ସଂଘର ଓଡିଶା ଶାଖା । ଏହା ଭାରତ ସରକାରଙ୍କର କ୍ରୀଡା ବିଭାଗ ଦ୍ୱାରା ମାନ୍ୟତା ପ୍ରାପ୍ତ କ୍ରୀଡା ସଂଘ ଅଟେ । ଯୋଗକୁ ଲୋକ ପ୍ରିୟ କରିବା ପାଇଁ ଗତ ବର୍ଷ ଭାରତ ସରକାର ଯୋଗକୁ
Read More...

ଦେଓଗାଁ ବିଜୟାନନ୍ଦ ଚିନିକଳ ପୁନଃ କାର୍ଯ୍ୟକ୍ଷମ ଦାବୀ ପାଇଁ ଧାରଣା ୫୫ଦିନରେ

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ସେପ୍ଟେମ୍ବର ମାସ ପ୍ରଥମ ଦିନରୁ ଦେଓଗାଁ ସାଗରପାଲି ସ୍ଥିତ ବିଜୟାନନ୍ଦ ଚିନିକଳରେ ହୋଇ ଆସୁଥିବା ଚିନିକଳ ପୁନଃ କାର୍ଯ୍ୟକ୍ଷମ ପାଇଁ ଭିଲେଜର୍ଷ ଇଣ୍ଡିଆ ପାର୍ଟି ତରଫରୁ ଅନିଶ୍ଚିତ କାଳୀନ ଧାରଣା ଆଜି ୫୫ଦିନରେ ପହଞ୍ଚିଛି । ଦୀର୍ଘ ଦିନ ଧରି ଧାରଣା ବସି
Read More...

ପାଟଣାଗଡ ବଡପଡା ଠାରେ ୪ର୍ଥ ତମ ସାର୍ବଜନୀନ ଗଜଲକ୍ଷ୍ମୀ ପୂଜା ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବଡପଡା ଠାରେ ସାର୍ବଜନୀନ ଗଜଲକ୍ଷ୍ମୀ ପୂଜା ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ ହୋଇଯାଇଛି । ଏହି ବଡପଡାରେ ୪ର୍ଥତମ ବର୍ଷରେ ପଦାର୍ପଣ କରିଥିବା ଗଜଲକ୍ଷ୍ମୀ ପୂଜା ୧୯.୧୦.୨୦୨୧ରୁ କଳସ ସ୍ଥାପନ ସହ ଷୋଡ଼ଶ ଉପଚାରର ପୂଜାର୍ଚ୍ଚନା ପୁରାଣ ଆରମ୍ଭ ହୋଇଥିଲା
Read More...

ଯୁବ ସଙ୍ଗଠକ ବିଭୁ ପ୍ରସାଦ ଦୋରାଙ୍କ ହୃଦଘାତରେ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ଜଣାଶୁଣା ଯୁବ ସଙ୍ଗଠକ ବିଭୁ ପ୍ରସାଦ ଦୋରାଙ୍କ (୪୬)ରବିବାର ରାତ୍ର ୧୧ଟା ୧୫ ମିନିଟରେ ହୃଦଘାତରେ ପରଲୋକ ହୋଇଯାଇଛି । ପରିବାର ସୂତ୍ରରୁ ମିଳିଥିବା ଖବର ଅନୁସାରେ ରାତିରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକେ ଓ ଶୁଭେଚ୍ଛୁ
Read More...

ପଛୁଆବର୍ଗଙ୍କ କଳାହାଣ୍ଡି ବନ୍ଦ ଡ଼ାକରା, ମ.ରାମପୁରରେ ପ୍ରଭାବଶୂନ୍ୟ

ମ.ରାମପୁର, (ହେମନ୍ତ ସାହୁ) : ଆସନ୍ତା ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣର କଥା କହୁଥିଲେ ହେଁ କଳାହାଣ୍ଡିରେ କିନ୍ତୁ ଏହାର ଘୋର ପାତରଅନ୍ତର ଦେଖାଦେଇଛି । ଏହି ଅନିୟମିତତାକୁ ବିରୋଧ କରି ଏବେ ଜିଲ୍ଲାରେ ପଛୁଆବର୍ଗ ଆଗେଇ ଆସି ଦାବୀପତ୍ର ପ୍ରଦାନଠାରୁ ଆରମ୍ଭ
Read More...

ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀ : ୨୪ଦିନରେ ପହଂଚିଲା ଗଣଧାରଣା

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ଦାବୀ ଆଜି ୨୪ ଦିନରେ ପହଂଚି ଥିବାବେଳେ ଆଜି ଏହି ଗଣଧାରଣାରେ କର୍ଲାମୁଣ୍ଡା ବ୍ଲକ ସାପଲହରା ପଞ୍ଚାୟତବାସୀ ସମର୍ଥନ ଜଣାଇ ଗଣଧାରଣାରେ ସାମିଲ ହୋଇଛନ୍ତି । ସଂଗ୍ରାମ ମଂଚର ସଭାପତି ପ୍ରକାଶ ଚନ୍ଦ୍ର ମାଝୀ ଏବଂ ଯୁବନେତା ବିଭୂତି
Read More...

ବିଭିନ୍ନ ଦାବୀରେ ଗାଁ ସାଥୀଙ୍କ ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଗାଁ ସାଥୀମାନେ ଆଜି ସ୍ଥାନୀୟ ଶିବମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରାରେ ସଭାପତି ଭୁଜେଶ୍ୱର ସାହୁ, ସଂପାଦକ ବଳରାମ ସାହୁଙ୍କ ନେତୃତ୍ୱରେ ବାହାରି ସହର ପରିକ୍ରମା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୨୩ଦଫା
Read More...