pakka

ଜନ୍ମଦିନ ଅବସରରେ ଅନାଥ ଆଶ୍ରମରେ ଖାଇବାକୁ ଦେଲେ ସିଆର୍‌ପିଏଫ୍‌ କର୍ମଚାରୀ ବିଶ୍ୱନାଥ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : କେନ୍ଦ୍ରୀୟ ରିଜର୍ଭ ପୋଲିସ କର୍ମଚାରୀ ବିଶ୍ୱନାଥ ବିଶ୍ଵାଳ ବଲାଙ୍ଗିର ଜିଲ୍ଲାର ଅଟନ୍ତି । ତେବେ ସେ ନିଜ ଜନ୍ମଦିନରେ କୌଣସି ପ୍ରକାର ବାର୍ଥ ଡେ କେକ୍‌ ନ କାଟି ଅନାଥ ଆଶ୍ରମ ଏବଂ ବୃଦ୍ଧାଶ୍ରମ ଯାଇ ଖାଇବାକୁ ଦେଇଥାନ୍ତି । ଖାଲି ଏବର୍ଷ ନୁହେଁ ପ୍ରତିବର୍ଷ ବିଶ୍ୱନାଥ ଏଭଳି ମହାନ କାମ କରିଥାନ୍ତି । ଯେଉଥି ପାଇଁ ତାଙ୍କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

jay balangir
Leave A Reply

Your email address will not be published.

seventeen − eight =