Daily Archives

ଆୟୁଷ ଡାକ୍ତରଙ୍କ ଭରଷାରେ ସଇଁନ୍ତଲା ଡାକ୍ତରଖାନା : ରାତ୍ରୀ ସମୟରେ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ଫେଲ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ପ୍ରତ୍ୟେକ ଡାକ୍ତର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଡାକ୍ତରଖାନାର କିଛି ଅସାଧୁ କର୍ମଚାରୀଙ୍କ ସଲା ସୁତୁରାରେ ରୋଗୀ ସେବା ଯୋଗାଇ ଦେବାରେ ବିଫଳତା ସୃଷ୍ଟି ହୋଉଥିବା ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ସାମ୍ନାକୁ
Read More...

ସଂକ୍ରାନ୍ତି ଉପଲକ୍ଷେ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ

ବିଜେପୁର, (ନିରୋଜ କୁମାର ପାଣୀ) : ବିଜେପୁର୍ ବ୍ଳକ୍ ଅନ୍ତର୍ଗତ ଖରମୁଣ୍ଡା ଗ୍ରାମଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ରଘୁନାଥ ସତ୍‌ସଙ୍ଗ୍ ମଣ୍ଡଳୀ ଓ ଖରମୁଣ୍ଡା ଆନୁକୂଲ୍ୟରେ ତୁଳା ଗର୍ଭଣା ସଂକ୍ରାନ୍ତି ଉପଲକ୍ଷେ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ
Read More...

ବିର୍ଜାମରେ ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ବିର୍ଜାମଠାରେ ଓଡ଼ିଶା ମୋ ପରିବାର, ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିରର ଆୟୋଜନ ହୋଇଯାଇଛି । ଓଡ଼ିଶା ମୋ ପରିବାରର ସଂଯୋଜକ ଗୌର ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଆୟୋଜିତ
Read More...

ନାରୀକଟା ଅଞ୍ଚଳର ଭୂମିହୀନ ପରିବାରଙ୍କୁ ଜମି ପଟା ପାଇଁ ଅତିରିକ୍ତ ତହସିଲଦାରକୁ ଦାବୀପତ୍ର ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଭୂମିହୀନ ପରିବାର ଲୋକଙ୍କ ପାଇଁ ଜମି ପଟା ପ୍ରଦାନ କରୁଥିବା ଡିମ୍‌ ଡିମ ପିଟୁଛନ୍ତି ହେଲେ ଦୀର୍ଘ ୨୫ ବର୍ଷରୁ ଅଧିକ ଦିନ ହେବ ବସବାସ କରୁଥିବା ଅଞ୍ଚଳବାସୀଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଜମି ଚିହ୍ନଟ କରି ପ୍ରମାଣ ପତ୍ର ମିଳିନ ଥିବା ଯୋଗୁଁ
Read More...

କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ଭାବେ ରବିଚନ୍ଦ୍ର ପାତ୍ର ମନୋନୀତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ରୂପେ ରବିଚନ୍ଦ୍ର ପାତ୍ର ମନୋନୀତ ହୋଇଥିବା ବିଷୟ ଜିଲ୍ଲା ସଭାପତି ଅନାମ ନାୟକ ଘୋଷଣା କରିଛନ୍ତି । ଶ୍ରୀ ପାତ୍ର କଂଗ୍ରେସର ଜଣେ ବରିଷ୍ଠ କର୍ମୀ, ସମାଜ ସେବୀ, ବାଲିଗୁଡ଼ାର ପୂର୍ବତନ ସରପଞ୍ଚ,
Read More...

ଡେଲାଙ୍ଗରେ ପରିବା, ମାଛ, ମାଂସ, ଅଣ୍ଡା, ଚିକେନ ଆକାଶ ଛୁଆଁ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ଘୋରଡିଆ ବଜାର, କଲ୍ୟାଣପୁର, ଡେଲାଙ୍ଗ ହାଟ ବଜାର, ଇଂଦିପୁର ବଜାର, ଡେଲାଙ୍ଗ ଷ୍ଟେସନ ବଜାର, ଅରିଷଲ ବଜାର, ରେଙ୍ଗଳ ବଜାରରେ ପନିପରିବା, ମାଛ, ମାଂସ, ଅଣ୍ଡା, ଚିକେନ ଦର ଆକାଶ ଛୁଆଁ । ଅଚାନକ ଦର ବୃଦ୍ଧି ଯୋଗୁଁ
Read More...

ଆସନ୍ତାକାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୪୭ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ବିନିକା, ଉଲୁଣ୍ଡା, ସୋନପୁର,
Read More...

ପଦ୍ମପୁର ଉପଖଣ୍ଡ ଚିକିତ୍ସାଧିକାରୀଙ୍କୁ ଘେରିଲା ବିଜେପି

ପଦ୍ମପୁର, (ନିରୋଜ କୁମାର ପାଣୀ) : ନାହିଁ ନାହିଁରେ ଚାଲିଛି ପଦ୍ମପୁର ଉପଖଣ୍ଡ ଡ଼ାକ୍ତରଖାନାର ସ୍ୱାସ୍ଥ୍ୟ ସେବା, ବିଭିନ୍ନ ସମସ୍ୟାକୁ ନେଇ ପଦ୍ମପୁର ବିଜେପିର ଏକ ପ୍ରତନିଧି ଦଳ ଉପଖଣ୍ଡ ଚିକିତ୍ସାଧିକାରୀଙ୍କୁ ଦୀର୍ଘ ଦୁଇ ଘଣ୍ଟା କାଳ ଘେରିଥିଲେ । ଦୀର୍ଘ ଦିନ ହେଲା ଏକ୍ସରେ ଟେକନିସିଆନ୍ ନ
Read More...

ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା ତ୍ରୁଟିପୂର୍ଣ୍ଣ : ସରୋଜ ସାମଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଂମ୍ପ୍ରତ୍ତି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ବ୍ୟବସ୍ଥାର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ବରଗଡ ଜିଲ୍ଲା ପଞ୍ଚାୟତ ରାଜ ବିଭାଗ ତରଫରୁ ପ୍ରକାଶ ପାଇଛି । ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ଆଦିବାସୀ ହରିଜନ ଏବଂ ପଛୁଆବର୍ଗଙ୍କ ପାଇଁ
Read More...

ପୂର୍ତ୍ତ ବିଭାଗର ଅବହେଳା ଯୋଗୁଁ ମାସକରେ ଗଲାଣି ୪ ଜୀବନ : ପାଇକମାଲରେ ବିଭିନ୍ନ ସଂଘ ପକ୍ଷରୁ ଆନ୍ଦୋଳନ ପାଇଁ ସଜବାଜ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ନୃସିଂହନାଥ ଧର୍ମଶାଳା ପରିସରରେ ନାଗରିକ କମିଟି, ବଣିକ ସଂଘ, ମାରୱାଡି ଯୁବା ମଞ୍ଚ, ସାମ୍ବାଦିକ ସଂଘ ବରିଷ୍ଠ କର୍ମକର୍ତ୍ତାମାନଙ୍କୁ ନେଇ ମନୋଜ ତ୍ରୀବେଦୀଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ବସ୍ତି ମଧ୍ୟରେ
Read More...