Daily Archives

ରକ୍ତ ଦାନ କରି ଜୀବନ ବଞ୍ଚାଇଲେ ପପୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୋମବାର ଦିନ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ୍ ହସପିଟାଲରେ ଜଣେ ରୋଗୀଙ୍କୁ ରକ୍ତ ଆବଶ୍ୟକ ହୋଇଥିବା ଖବର ପଶ୍ଚିମ ଓଡିଶା ଯୁବା ମଞ୍ଚ ପାଖକୁ ପହଞ୍ଚିଥିଲା । ତେବେ ସଙ୍ଗେ ସଙ୍ଗେ ପଶ୍ଚିମ ଓଡିଶା ଯୁବା ମଞ୍ଚ ପକ୍ଷରୁ ପପୁ ଦଣ୍ଡସେନାଙ୍କୁ ସମ୍ପର୍କ
Read More...

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସହାୟକ ଓ ପଠନ ସାମଗ୍ରୀ ବଣ୍ଟନ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଏବଂ ସମଗ୍ର ଶିକ୍ଷା ପକ୍ଷରୁ ସୁବର୍ଣ୍ଣପୁରଠାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସହାୟକ ଓ ପଠନ ସାମଗ୍ରୀ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମହାରାଜା ହାଇସ୍କୁଲର ସମ୍ମିଳନୀ
Read More...

ହରିଶଙ୍କର ଛକ ପାଖରୁ ଯୁବକଙ୍କ ଠାରୁ ଦୁର୍ବୃତ୍ତ ଲୁଟି ନେଲେ ତିନି ଲକ୍ଷ ଟଙ୍କା

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲରେ ଲୁଟ ତରାଜ କମ୍‌ ହୋଇଥିବା ବେଳେ ସୋମବାର ଦିନ ପ୍ରାୟ ସାଢେ ତିନିଟାରେ ହରିଶଙ୍କର ଛକ ପାଖରେ ଜଣେ ଯୁବକ ଲୁଟର ଶିକାର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ନାନ୍ଦୁପଲା ଗ୍ରାମର ଦିବାକର ବେହେରାଙ୍କ ପୁଅ ଋଷି କୁମାର
Read More...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବା ରାସ୍ତାରେ ସଡକ ଦୁର୍ଘଟଣା : ୨ ଗୁରୁତର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବା ରାସ୍ତା ଡାଙ୍ଗ୍‌ରୁ ବର୍‌ଡୋଲ ମଧ୍ୟରେ ଆଜି ସନ୍ଧ୍ୟା ୮ ଟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଗୋଟିଏ ବାଇକ ଏବଂ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ
Read More...

କୁଡ଼ାସିଂହାରେ ଦୁର୍ଗାପୂଜା ପାଇଁ କଳସ ଶୋଭାଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ କୁଡାସିଂହା ସାର୍ବଜନୀନ ଦୁର୍ଗାପୂଜା କମିଟୀ ତରଫରୁ କରୋନା କଟକଣାକୁ ଦୃଷ୍ଟିରେ ରଖି ରୀତିନୀତି ଅନୁଯାୟୀ ନିରାଡମ୍ବର ଭାବରେ ୩୧ତମ ଦୁର୍ଗା ପୂଜା ପାଇଁ କଳସ ଶୋଭା ଯାତ୍ରା ଶେଷ ହୋଇଯାଇଛି । ପୂଜା କର୍ତ୍ତା ଭାବେ ଲକ୍ଷ୍ମଣ ପଧାନ ଏବଂ ଶ୍ରୀମତୀ
Read More...

ମରଣଯନ୍ତା ସାଜିଛି ପ୍ରଧାନମନ୍ତ୍ରୀ ସଡ଼କ : ସଚିବ ପ୍ରଦୀପ ଜେନାଙ୍କୁ ଭୁଆଁ ବୁଲେଇଲେ ନିର୍ବାହୀ ଯନ୍ତ୍ରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପୁର ବ୍ଲକ ଅନ୍ତର୍ଗତ ବାଦିପାଲି ଗ୍ରାମରୁ ଜୋଖିପାଲି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ବର୍ତ୍ତମାନ ମରଣଜନ୍ତା ପାଲଟିଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ଏହି ରାସ୍ତକୁ ମରାମତି କରିବା ପାଇଁ ଗ୍ରାମର ଯୁବ ସାମ୍ବାଦିକ ଅଶ୍ୱିନୀ କୁମାର ଦାସ
Read More...

ଗାନ୍ଧୀ ପାଠାଗାର ସଭ୍ୟ ସ୍ୱର୍ଗତ ଦେବେନ୍ଦ୍ର ନାଗଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଗତ କିଛି ଦିନ ହେଲା ଦେବେନ୍ଦ୍ର ନାଗଙ୍କ ସ୍ୱାସ୍ଥ୍ୟବସ୍ଥା ଦୁର୍ବଳ ଥିଲା । ଗତ କାଲି ସକାଳୁ ଶ୍ରୀ ନାଗ ଇହ ଲିଳା ସମ୍ବରଣ କରିଛନ୍ତି । ତାଙ୍କର ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ସେହି କ୍ରମରେ ଟିକ୍ରାପଡା ଗାନ୍ଧୀ ପାଠାଗାର ସଭାପତି ପ୍ରକାଶ
Read More...

ବଟେଶ୍ଵର ପୀଠରେ ଗଞ୍ଜାମ ପ୍ରେସକ୍ଳବ ଓ ଛତ୍ରପୁର ପ୍ରେସ କ୍ଳବର ବନ୍ଧୁମିଳନ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମୋର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠ ପରିସରରେ ଗଞ୍ଜାମ ପ୍ରେସକ୍ଳବ ଓ ଛତ୍ରପୁର ପ୍ରେସକ୍ଳବର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା,
Read More...

ଆସନ୍ତାକାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୩୨ଟି କେନ୍ଦ୍ରରେ ୧୮ରୁ ଉର୍ଦ୍ଧ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ବିନିକା, ସୋନପୁର ଓ ବୀରମହାରାଜପୁର
Read More...

କୋସଲ ରାଜ୍ୟ ସମନ୍ୱୟ ସମିତିର ସାଂଗଠନିକ ପୁନର୍ବିନ୍ୟାସ : ପୁରୁଣା କେନ୍ଦ୍ର କମିଟି ଭଙ୍ଗାଗଲା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ର କମିଟିର ଏକ ଜରୁରୀ ବୈଠକ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦିନ ହେଲା କୋଭିଡ-୧୯ ମହାମାରୀ ହେତୁ ସାଙ୍ଗଠନିକ କାର୍ଯ୍ୟକଳାପ ହୋଇପାରୁ ନଥିବାରୁ ଏହି ବୈଠକରେ ପୁରୁଣା କେନ୍ଦ୍ର କମିଟିକୁ ଭଙ୍ଗ କରାଯାଇ ତା’
Read More...