pakka
Daily Archives

ଭିନ୍ନକ୍ଷମ ବ୍ୟକ୍ତି ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଅସହାୟ ବ୍ୟକ୍ତିମାନଙ୍କର ସାମାଜିକ ସୁରକ୍ଷା ନିମେନ୍ତ ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି । ହେଲେ ଅଫିସର ବାବୁମାନଙ୍କର ଆନ୍ତରିକତାର ଅଭାବ ଯୋଗୁଁ ପ୍ରକୃତ ହିତାଧିକାରୀମାନେ ମୌଲିକ ଯୋଜନାରୁ ବଞ୍ଚିତ ହେଉଛନ୍ତି ବୋଲି
Read More...

ଜର୍ଜଗଡରେ ଦୁର୍ଗାପୂଜା କଳସ ଶୋଭାଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ତହସିଲ ଅଫିସ ନିକଟସ୍ଥ ଜର୍ଜଗଡ଼ରେ ଆଜି ୨୨ ତମ ସାର୍ବଜନୀନ ଦୁର୍ଗାପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ମାଆ ଭଉଣୀମାନେ ୧୦୮ କଳସରେ ପବିତ୍ର ପାଣି ନୃସିଂହନାଥ ଝରଣାରୁ ଆଣି ପୂଜା ମଣ୍ଡପରେ ସ୍ଥାପନ
Read More...

୭୮୮ ବର୍ଷର ସମୃଦ୍ଧ ପରମ୍ପରା : ଜରାସିଂହା ପାଟଖଣ୍ତା ଯାତ୍ରା

ଦେଓଗାଁ, (ମନିଷ କୁମାର ସାହୁ) : ଜରାସି˚ହାର ଇଷ୍ଟଦେବୀ ମା' ପାଟଖଣ୍ତାଙ୍କଠାରେ ପାଳିତ ହେଉଥିବା ବିଭିନ୍ନ ପୂଜା ପାର୍ବଣ ମଧ୍ୟରୁ ମା'ଙ୍କ ପାଟଖଣ୍ତା ଯାତ୍ରା ସବୁଠୁ ଅଧିକ ପ୍ରସିଦ୍ଧି ଲାଭ କରିଛି । ସମ୍ପୂର୍ଣ୍ଣ ଆଞ୍ଚଳିକ ପରମ୍ପରା ଓ ରୀତି ନୀତିରେ ପାଳିତ ହେଉଥିବା ଏକ ଉତ୍ସବ ସଠିକ ପ୍ରଚାର
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ. ୧୨ ଓ ୧୧ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁଇଁନ୍ତଲା ବ୍ଲକ ବହଲପଦର
Read More...

‘ଭାରତ ଏକ ହିନ୍ଦୁ ରାଷ୍ଟ୍ର ଅଟେ, ଥିଲା ଏବଂ ରହିବ’, ବିଜେପି ନେତାଙ୍କ ହୁଂକାର – ବର୍ତ୍ତମାନ…

ନୂଆଦିଲ୍ଲୀ : ବିଜେପିର ଜାତୀୟ ସାଧାରଣ ସମ୍ପାଦକ ସିଟି ରବି କହିଛନ୍ତି ଯେ, 'ଭାରତ ଏକ ହିନ୍ଦୁ ରାଷ୍ଟ୍ର ଅଟେ, ଥିଲା ଏବଂ ରହିବ'। କଂଗ୍ରେସକୁ ଟାର୍ଗେଟ କରୁଥିବା ବେଳେ ସେ ଏହା କହିଛନ୍ତି । ରବି କହିଛନ୍ତି ଯେ, କଂଗ୍ରେସ ପ୍ରଥମେ 'ଆପତ୍ତିଜନକ' ରାଜନୀତି କରିଥିଲା । ​​କିନ୍ତୁ ବର୍ତ୍ତମାନ
Read More...

କଂଗ୍ରେସ ଆରଜେଡିର ଗୁଲାମ୍‌ ନୁହେଁ, ସନ୍ଧ୍ୟା ସୁଦ୍ଧା ମେଣ୍ଟ ଭାଙ୍ଗିବାକୁ ନିଷ୍ପତ୍ତି ନିଆଯିବ : ଭକ୍ତ ଚରଣ ଦାସ

ପାଟନା : ବିହାରରେ ବିଧାନସଭା ଉପ-ନିର୍ବାଚନ ପାଇଁ ଦୁଇଟି ଆସନରେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ଏବଂ କଂଗ୍ରେସ ଦଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । କଂଗ୍ରେସ ଦଳର ବିହାର ଦାୟିତ୍ୱରେ ଥିବା ଭକ୍ତ ଚରଣ ଦାସ ଏପରିକି କହିଛନ୍ତି ଯେ, କଂଗ୍ରେସ ଦଳ ବିହାରର ରାଷ୍ଟ୍ରୀୟ ଜନତା
Read More...

ବରଗଡ ଜିଲ୍ଲା ତୈଳିକ ବୈଶ୍ୟ ସମାଜର ନଁଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ତୈଳିକ ବୈଶ୍ୟ (ସାହୁ) ସମାଜର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ନୃସିଂହନାଥ ସ୍ଥିତ ସ୍ୱ-ଜାତୀୟ ଧର୍ମଶାଳାଠାରେ ଜିଲ୍ଲା ସଭାପତି ମନୋରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବରଗଡ ଜିଲ୍ଲାର ସମସ୍ତ ବ୍ଲକ ସ୍ତରୀୟ
Read More...

ଜାମ୍ମୁ କାଶ୍ମୀରର ରାଜୌରୀ ସେକ୍ଟରରେ ଜଣେ ଜେସିଓ ଓ ଚାରିଜଣ ସୈନିକ ଶହୀଦ

ଶ୍ରୀନଗର : ଜାମ୍ମୁ କାଶ୍ମୀରର ରାଜୌରୀ ସେକ୍ଟରରେ ୫ ସୈନିକଙ୍କ ଶହୀଦ ହେବାର ଦୁଃଖଦ ଖବର ସାମ୍ନାକୁ ଆସିଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେନାର ଜଣେ ଜୁନିଅର କମିଶନ ଅଫିସର (ଜେସିଓ)ଙ୍କ ସମେତ ୫ ସୈନିକ ସହିଦ ହୋଇଛନ୍ତି । ଯେତେବେଳେ ସେନା ବାହିନୀ ରାଜୌରୀ ସେକ୍ଟରର ପୀର
Read More...

ଡଙ୍ଗାଘାଟରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନେହେରୁ ଯୁବ କେନ୍ଦ୍ର ସଂଗଠନ ବରଗଡ଼ର ସ୍ଵେଚ୍ଛାସେବୀ ଚୂଡ଼ାମଣି ସାହୁ ଓ ଜଗଦୀଶ ସାହୁଙ୍କ ନେତୃତ୍ୱରେ ପଦ୍ମପୁର ଉପଖଣ୍ଡ ଡଙ୍ଗାଘାଟ ଗ୍ରାମରେ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉକ୍ତ ଗ୍ରାମର ଗ୍ରାମବାସୀ ତଥା ବିର
Read More...

ସାଧାରଣରେ ଅଭିଯୋଗ : ଲୋକଙ୍କ ଆଶା ଭାଙ୍ଗୁଛି ପାଇକମାଲ ୟୁକୋ ବ୍ୟାଙ୍କ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଅଞ୍ଚଳର ଅଗ୍ରଣୀ ୟୁକୋ ବ୍ୟାଙ୍କ ଏହି ଅଞ୍ଚଳର ଲୋକମାନଙ୍କ ଭାବନାକୁ ଆଘାତ ଦେଉଥିବା ଅଭିଯୋଗ ହେଉଛି । ଏହି ଅଞ୍ଚଳର ଲୋକମାନଙ୍କର ଭରସା ବ୍ୟାଙ୍କ ଉପରେ ଥିବା ବେଳେ ବ୍ୟାଙ୍କ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଲୋକେ ଫେରି ଯାଉଛନ୍ତି ବୋଲି
Read More...