Daily Archives

ବରଗଡ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ଦାବୀପତ୍ର ପ୍ରଦାନ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ବରଗଡ଼ ଜିଲ୍ଲାପାଳଙ୍କ ଦ୍ବାରା ସମ୍ବଲପୁର ବିଶ୍ଵ ବିଦ୍ୟାଳୟ ଉଦେଶ୍ୟରେ ବହୁସୁତ୍ର ଦାବୀ ଆଧାରିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏଥିରେ ଆଗାମୀ ଦିନରେ ହେବାକୁ ଥିବା ଚତୁର୍ଥ ସେମିଷ୍ଟାର୍‌କୁ ଚାପ ଯୁକ୍ତ
Read More...

ପାଇକମାଲ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଗେଟ୍ ଉଦ୍‌ଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରୌପ୍ୟ ଜୟନ୍ତୀ ପାଳନ ଅବସରରେ ବିଦ୍ୟାଳୟରେ ଏକ ସିଲଭର ଜୁବୁଲି ଗେଟ ନିର୍ମାଣ କରାଯାଇଥିଲା । ଉକ୍ତ ଗେଟ୍‌କୁ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା
Read More...

ନିଆଁରେ ଜଳି ବିକଳାଙ୍ଗ ଯୁବକଙ୍କ ମୃତ୍ୟୁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ନିଆଁରେ ପୋଡ଼ି ଜଣେ ବିକଳାଙ୍ଗ ଯୁବକଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ସୂଚନା ମତେ ଘୁନସର ଗାଁର ଲେଖା ରଣାଙ୍କ ପୁଅ
Read More...

ମହାରାଷ୍ଟ୍ରରେ ବନ୍ଦ ସମୟରେ ବସ୍ ଭଙ୍ଗାରୁଜା, ମୌନବ୍ରତରେ କଂଗ୍ରେସ ନେତା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଲଖିମପୁର ଖେରୀ ଘଟଣା ଆହୁରି ଆହୁରି ଚର୍ଚ୍ଚାର ପରିସରକୁ ଆସୁଛି । ଆଜି ଲଖିମପୁର ହିଂସା ଅଭିଯୋଗର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ପୋଲିସ ରିମାଣ୍ଡରେ ନେବାକୁ କୋର୍ଟରେ ଶୁଣାଣି ହେବ । କ୍ରାଇମବ୍ରାଞ୍ଚ ଶାଖା
Read More...

ଆଞ୍ଚଳିକ ଶାନ୍ତି ଓ ଉନ୍ନୟନ ପରିଷଦର ୨ୟ ଅଧିବେଶନ ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଞ୍ଚଳିକ ଏକତା, ଶାନ୍ତି, ମୈତ୍ରୀ ସଦ୍‌ଭାବ ଓ ବିକାଶର ଧାରା ପୁନଃପ୍ରତିଷ୍ଠା ଲକ୍ଷ୍ୟ ନେଇ ଆଞ୍ଚଳିକ ଶାନ୍ତି ଓ ଉନ୍ନୟନ ପରିଷଦ, ଘୋରଡିଆର ୨ୟ ଅଧିବେଶନ ବୈଠକ ଗତକାଲି ରାଧା ମୋହନ ଦେବ ଉଚ୍ଚ ବିଦ୍ୟାପୀଠ, ଗଙ୍ଗପୁରପାଟ୍ଟଣା, ଘୋରଡିଆ ପରିସରରେ
Read More...

ସମଲେଇ ପୀଠ : ଆଜି ମା’ କାତ୍ୟାୟନୀ ବେଶରେ ଆଶୀର୍ବାଦ ମୁଦ୍ରାରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସହରର ବିଭିନ୍ନ ଦେବୀ ପୀଠ ସହ ସମଲେଇ ପୀଠରେ ମଧ୍ୟ ମା’ କାତ୍ୟାୟନୀ ବେଶରେ ଆଶୀର୍ବାଦ ମୁଦ୍ରାରେ ଦର୍ଶନ ଦେଇଛନ୍ତି । ଜଗତ୍‌ ଜନନୀ ମା’ ଦୁର୍ଗତିନାଶିନୀଙ୍କ କାତ୍ୟାୟନୀ ବେଶ ସଂପର୍କରେ ପୌରାଣିକ କଥାବସ୍ତୁ ଆସନ୍ତୁ ଜାଣିବା । ଚନ୍ଦ୍ରହାସୋଜ୍ଜ୍ୱାଳକରା
Read More...

ଗତ ୨୪ ଘଂଟାରେ ୪୪୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୪୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୫୯ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୦୮୭ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୫୯ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ସିହିନୀଠାରେ ନବନିର୍ମିତ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ସିହିନୀ ଗ୍ରାମରେ ନବନିର୍ମିତ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ନଦୀରୁ ପାଣି ଆଣି ଶୁଭ କଳସ ସ୍ଥାପନ ସହ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରତିଷ୍ଠା ମହୋତ୍ସବରେ ପାଟଣାଗଡ଼ ବିଧାୟକ
Read More...

ବ୍ରହ୍ମପୁର ଡାକମଣ୍ଡଳ ଅଧିନସ୍ଥ ସବୁ ଡାକଘରେ ଡିଜିଟାଲ ଇଣ୍ଡିଆ ତ୍ୱରାନ୍ୱିତ : ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ଆରମ୍ଭ ହେବ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଡାକମଣ୍ଡଳ ଅଧିନସ୍ଥ ବିଭିନ୍ନ ଉପଡାକଘର ଓ ମୁଖ୍ୟଶାଖା ଡାକଘରେ ରେଳ ଟିକଟ ବୁକିଙ୍ଗ ସୁବିଧା ଉପଲବ୍ଧ ହେଉଅଛି । ଏହି ସେବା ସୋମବାରଠାରୁ ପ୍ରଥମ କରି ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଏବଂ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର
Read More...

ବିଜୁ ଏକ୍ସପ୍ରେସ ରାସ୍ତା କଡରେ ମଦୁଆଙ୍କ ପାଦୁର୍ଭାବ : ଆଦର୍ଶ ଯୁବକ ସଂଘ ତରଫରୁ ସିନାପାଲି ଥାନାରେ ଅଭିଯୋଗ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ଆଦର୍ଶ ଯୁବକ ସଂଘ ତରଫରୁ ନବ ନିର୍ମିତ ବିଜୁ ଏକ୍ସପ୍ରେସ ରାସ୍ତା କଡରେ ମଦୁଆଙ୍କ ପାଦୁର୍ଭାବକୁ ନେଇ ଆଦର୍ଶ ଯୁବକ ସଂଘ ସଦସ୍ୟମାନେ ସିନାପାଲି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ସିନାପାଲି ବିଜୁ
Read More...