pakka

ମହାରାଷ୍ଟ୍ରରେ ବନ୍ଦ ସମୟରେ ବସ୍ ଭଙ୍ଗାରୁଜା, ମୌନବ୍ରତରେ କଂଗ୍ରେସ ନେତା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଲଖିମପୁର ଖେରୀ ଘଟଣା ଆହୁରି ଆହୁରି ଚର୍ଚ୍ଚାର ପରିସରକୁ ଆସୁଛି । ଆଜି ଲଖିମପୁର ହିଂସା ଅଭିଯୋଗର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ପୋଲିସ ରିମାଣ୍ଡରେ ନେବାକୁ କୋର୍ଟରେ ଶୁଣାଣି ହେବ । କ୍ରାଇମବ୍ରାଞ୍ଚ ଶାଖା ଦଳ ଆଶିଷ ମିଶ୍ରଙ୍କୁ ପୋଲିସ ରିମାଣ୍ଡରେ ନେବାକୁ ଆବେଦନ କରିଛି, ଯାହାକି ଆଜି ଦିନ ୧୧ ଟାରେ ଶୁଣାଣି ହେବ । ଏହି ପ୍ରସଙ୍ଗରେ ରାଜନୀତି ମଧ୍ୟ ଜାରି ରହିଛି । ମହାରାଷ୍ଟ୍ରର ଏମଭିଏ ସରକାରରେ ଜଡିତ ତିନି ଦଳ ଶିବସେନା, ଏନସିପି ଏବଂ କଂଗ୍ରେସ ଆଜି ଏକ ବନ୍ଦ ଡ଼ାକରା ଦେଇଛନ୍ତି । ଆଜି କୁହାଯାଉଥିବା, ଏହି ବନ୍ଦ ବିଷୟରେ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି ଏବଂ ବସ୍ ଭଙ୍ଗାରୁଜା ଭଳି ଖବର ମଧ୍ୟ ଆସୁଛି ।

Leave A Reply

Your email address will not be published.

2 − 1 =