pakka

ବରଗଡ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ଦାବୀପତ୍ର ପ୍ରଦାନ

bbehera

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ବରଗଡ଼ ଜିଲ୍ଲାପାଳଙ୍କ ଦ୍ବାରା ସମ୍ବଲପୁର ବିଶ୍ଵ ବିଦ୍ୟାଳୟ ଉଦେଶ୍ୟରେ ବହୁସୁତ୍ର ଦାବୀ ଆଧାରିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏଥିରେ ଆଗାମୀ ଦିନରେ ହେବାକୁ ଥିବା ଚତୁର୍ଥ ସେମିଷ୍ଟାର୍‌କୁ ଚାପ ଯୁକ୍ତ ବୋଲି ଦର୍ଶାଯିବା ସହ ଉକ୍ତ ସେମିଷ୍ଟାର୍‌କୁ ବାତିଲ୍ ଅଥବା ଘୁଞ୍ଚାଇ ଦେବା ପାଇଁ ଦାବୀ ଉପସ୍ଥାପନ କରାଯାଇଛି । ଦଶ ଦିନ ମଧ୍ୟରେ ଯଦି ଏହାର ନିରାକରଣ କରାନଯାଏ ତେବେ ଛାତ୍ରଛାତ୍ରୀମାନେ ଆନ୍ଦୋଳନରେ ଓହ୍ଲାଇଲେ ଏବଂ ଇତିହାସର ପୁନରାବୃତ୍ତି ଘଟିଲେ ସେଥିପାଇଁ କେବଳ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଦାୟୀ ହେବେ ବୋଲି ସ୍ପଷ୍ଟ କରାଯାଇଛି ।

jay balangir
Leave A Reply

Your email address will not be published.

18 − 14 =