pakka

ପାଇକମାଲ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଗେଟ୍ ଉଦ୍‌ଘାଟନ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରୌପ୍ୟ ଜୟନ୍ତୀ ପାଳନ ଅବସରରେ ବିଦ୍ୟାଳୟରେ ଏକ ସିଲଭର ଜୁବୁଲି ଗେଟ ନିର୍ମାଣ କରାଯାଇଥିଲା । ଉକ୍ତ ଗେଟ୍‌କୁ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଉଦଘାଟନ କରିଥିଲେ । ଉଦଘାଟନି ଉତ୍ସବରେ ଅନୁଷ୍ଠାନର ସମସ୍ତ କମିଟି ସଦସ୍ୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଅନୁଷ୍ଠାନର ଯୁଗ୍ମସଂପାଦକ ତଥା ସମାଜସେବୀ ହରିବନ୍ଧୁ ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

16 − two =