pakka

ଡଙ୍ଗାଘାଟରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ

kalikesh

ପଦ୍ମପୁର, (ନିରୋଜ କୁମାର ପାଣୀ) : ନେହେରୁ ଯୁବ କେନ୍ଦ୍ର ସଂଗଠନ ବରଗଡ଼ର ସ୍ଵେଚ୍ଛାସେବୀ ଚୂଡ଼ାମଣି ସାହୁ ଓ ଜଗଦୀଶ ସାହୁଙ୍କ ନେତୃତ୍ୱରେ ପଦ୍ମପୁର ଉପଖଣ୍ଡ ଡଙ୍ଗାଘାଟ ଗ୍ରାମରେ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉକ୍ତ ଗ୍ରାମର ଗ୍ରାମବାସୀ ତଥା ବିର ସୁରେନ୍ଦ୍ର ସାଏ କ୍ଲବ୍‌ର ସଦସ୍ୟମାନେ ଯୋଗଦାନ କରିଥିଲେ । ଏହି ସ୍ୱଚ୍ଛ ଭାରତ ଅଭିଯାନ ଆଗକୁ ନେହେରୁ ଯୁବ କେନ୍ଦ୍ର ତରଫରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦେଇଛନ୍ତି ।

pp
Leave A Reply

Your email address will not be published.

4 + seventeen =