Daily Archives

ଜୁନିୟର ରେଡକ୍ରସ ୟୁନିଟ୍‌ ତରଫରୁ ନିଶାକୁ ନା’ କହିବା କାର୍ଯ୍ୟକ୍ରମ ଅନୁଷ୍ଠିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ପ୍ରତିବର୍ଷ ନିଶାସେବନ ଯୋଗୁଁ ବିଶ୍ୱରେ ପ୍ରାୟ ସତୁରି ଲକ୍ଷ ମଣିଷଙ୍କ ଜୀବନ ଅକାଳେ ଯାଉଛି । ସେମାନଙ୍କ ମଧ୍ୟରୁ ପ୍ରାୟ ନଅ ଲକ୍ଷ ତମ୍ବାଖୁ ସେବନ ନ କରି ସୁଦ୍ଧା ପ୍ରାଣ ହରାଉଛନ୍ତି । ସେମାନେ ଅକାଳ ମୃତ୍ୟୁ ପାଇଁ ଦାୟୀ ଅନ୍ୟର ଧୁମ୍ରପାନ ବା ଇଂରାଜୀରେ
Read More...

ମାଲପଡା ଖଦ୍ୟୋତ ଅନୁଷ୍ଠାନର ସାଧାରଣ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ସ୍ଥିତ ଖଦ୍ୟୋତ ସାମାଜିକ ସାଂସ୍କୃତିକ ଅନୁଷ୍ଠାନର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଧାରଣ ସଂପାଦକ ଆକୁଳ ବେହେରା ସ୍ୱାଗତ ଅଭିଭାଷଣ ରଖିଥିଲେ ।
Read More...

ବରପାଲିପଡା ପଞ୍ଚସଖା ଗଳି କମିଟି ଗଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବରପାଲିପଡା ପଞ୍ଚସଖା ଗଳି ତଥା ଏହାର ଆଖପାଖ ଅଞ୍ଚଳର ସ୍ଥାନୀୟ ବାସିନ୍ଦାକୁ ନେଇ ଡ. ଜଗନ୍ନାଥ ପଣ୍ଡାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ନେଇ ଏକ ୧୫ ଜଣିଆ କମିଟି ଗଠନ କରାଯାଇଛି । ସଭାପତି ଭାବେ
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ନୂଆଁଖାଇ ଭେଟଘାଟ

ପାଟଣାଗଡ଼, (ଗୋରେଖନାଥ ବରିହା) : ବେଲପଡା ବ୍ଲକ ଅନ୍ତର୍ଗତ କପାଣି ବସ ଷ୍ଟେସନ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆହ୍ୱାନ କ୍ରମେ ବେଲପଡା ବ୍ଲକ ଆନୁକୂଲ୍ୟରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । କପାଣି ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରୁ ଦେବାଦେବୀ ପୂଜାର୍ଚ୍ଚନା ପରେ
Read More...

ବଲାଙ୍ଗିର ଜିଲ୍ଲାରେ ଓଷ୍ଟାର ୧୫ତମ ସାମ୍ବିଧାନିକ ସମ୍ମିଳନୀ : ଓଷ୍ଠା ପକ୍ଷରୁ ତୃତୀୟ ଥର ପାଇଁ ଜିଲ୍ଲା ଉପସଭାପତି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାର ସ୍ଥାନୀୟ ରାମଗୋପାଳ ହିନ୍ଦୀ ହାଇସ୍କୁଲ ଠାରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ବଲାଙ୍ଗିର ଜିଲ୍ଲା ପକ୍ଷରୁ ୧୫ତମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କାର୍ଯ୍ୟକାରୀ କମିଟିର କାର୍ଯ୍ୟକାଳ ସମାପ୍ତ ହୋଇଯାଉଥିବାରୁ
Read More...

ପୁସ୍ତକ ନେପଥ୍ୟ ନାୟିକା ପ୍ରଥମ ସଂକଳନ ଉନ୍ମୋଚନ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ମଣ୍ଡଳ ଗ୍ରାମର ଡଃ ସୁମନ୍ତ କୁମାର ପାଢ଼ୀଙ୍କ ସ୍ୱରଚିତ କବିତା ପୁସ୍ତକ ନେପଥ୍ୟ ନାୟିକା ପ୍ରଥମ ସଂକଳନ ଉନ୍ମୋଚନ ହୋଇଯାଇଛି । ଆଜି ବେଲପଡା ସରକାରୀ ଡାକ୍ତରଖାନା ପରିସରରେ ପୁସ୍ତକ ନେପଥ୍ୟ ନାୟିକା ଉନ୍ମୋଚନ ଉତ୍ସବରେ ଡ଼
Read More...

ରକ୍ତ ରଞ୍ଜିତ ହେଲା ଘୁନସର ଚଣ୍ଡୀ ପୀଠ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗାଁରେ ପାରମ୍ପରିକ ରୀତିନୀତି ଅନୁଯାୟୀ ରକ୍ତରେ ରଞ୍ଜିତ ହୋଇଛି ଚଣ୍ଡୀ ପୀଠ । ଛେଲି, କୁକୁଡ଼ା, ବୁଦା, ନଡ଼ିଆ ଆଦି ମାନସିକ ଧାରୀ ମାନେ ମାଙ୍କ ଠାରେ ସମର୍ପିତ କରିଥିଲେ । ଗାଁର ଇଷ୍ଟ ଦେବୀ ମା' ଚଣ୍ଡୀଙ୍କ
Read More...

ବିକିଙ୍କୁ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ମାନିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଷକେଲା ଗ୍ରାମର ବନ୍ୟପ୍ରାଣୀ ସଂରକ୍ଷଣ ବିକି ଜୀ ନାଗଙ୍କୁ ବଲାଙ୍ଗିର ବନ ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ମାନରେ ସମ୍ମାନିତ କରାଯାଇଛି । ବଲାଙ୍ଗିର ମେଗା ନର୍ସରୀ ଠାରେ ବନ୍ୟପ୍ରାଣୀ
Read More...

ମାନସିଂହ ସାହିତ୍ୟ ସଂସଦର ନବମ ମାସିକ କବିତା ଆସର ଅନୁଷ୍ଠିତ

ପୁରୀ : ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀର ନବମ ମାସିକ କବିତା ଆସର ଆଜି ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହୋଇଯାଇଛି । ସୁସାହିତ୍ୟିକ ତଥା ପୁରୁଷୋତ୍ତମପୁର ଗୋଷ୍ଠୀ ଶିକ୍ଷାଧିକାରୀ ହରେକୃଷ୍ଣ ପଣ୍ଡା ମୁଖ୍ୟଅତିଥି ରୂପେ ଯୋଗ ଦେଇ କବିଙ୍କ ଅନ୍ତର ଆବେଗ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ
Read More...

ସିଆରପିଏଫ୍‌ ଦ୍ୱାରା ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓ ଦମନ ପାଇଁ ସରକାରଙ୍କର ତରଫରୁ ପଦ୍ମପୁର ଉପଖଣ୍ଡର ଅନେକ ସ୍ଥାନରେ ସିଆରପିଏଫର ୧୮୯ ବଟାଲିଅନର ଯବାନ ମାନଙ୍କୁ ମୁତୟନ କରାଯାଇଛି । ମୁଖ୍ୟତଃ ପଦ୍ମପୁର ଉପଖଣ୍ଡର ପାଇକମାଲ, ବରତୁଣ୍ଡା, କେର୍ମେଲାବାହାଲ ଓ ଜଗଦଲପୁର
Read More...