Daily Archives

ଝାରବନ୍ଧ ତହସିଲ କାର୍ଯ୍ୟାଳୟ ଘେରାଉ କଲେ କୃଷକ ସଂଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଞ୍ଚଳିକ କୃଷକ ସଂଗଠନ (ଡଭା) ଝାରବନ୍ଧ ଏବଂ ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ଆଜି ଝାରବନ୍ଧ ବ୍ଲକ ଅଞ୍ଚଳର ଚାଷୀମାନଙ୍କ କେତେକ ମୌଳିକ ଯଥାର୍ଥ ଦାବୀକୁ ନେଇ ଝାରବନ୍ଧ ତହସିଲଦାର, ବରଗଡ ଜିଲ୍ଲାପାଳ, ପଦ୍ମପୁର ଉପଜିଲ୍ଲାପାଳ, ଝାରବନ୍ଧ ଅଧିକାରୀ,
Read More...

ଏମବିବିଏସ୍ ଛାତ୍ରୀ ନିରୁପମା ନନ୍ଦଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚର୍ଚ୍ଚା : ଆତ୍ମହତ୍ୟା ନା ହତ୍ୟା

ବଲାଙ୍ଗିର, (କେପିଏନ୍ଏସ୍) : ଏମବିବିଏସ୍ ଛାତ୍ରୀ ନିରୁପମା ନନ୍ଦଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଏବେ ସହରରେ ଚର୍ଚ୍ଚା ଜୋର୍‌ ଧରିଛି । ବାସ୍ତବରେ ନିରୁପମା ଆତ୍ମହତ୍ୟା କରିଛନ୍ତି ନା କେହି ତାଙ୍କୁ ମାରି ଆତ୍ମହତ୍ୟାର ରୂପ ଦେଇଛି ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେବେ ପୋଲିସ
Read More...

ଅଜିତା ମହିଳା ସଂଗଠନ ପକ୍ଷରୁ ସାଂସଦ ଅପରାଜିତାଙ୍କ ଜନ୍ମଦିନ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜନ୍ମଦିନକୁ ନେଇ ଅନେକ ଲୋକଙ୍କ ମଧ୍ୟରେ ଜନ୍ମ ଦିନ ପାଳନ କରିବା ପାଇଁ ଅନେକ ଉତ୍ସାହ ରହିଥାଏ ହେଲେ ବଲାଙ୍ଗିର ଜିଲ୍ଲା ଅଜିତା ମହିଳା ସଙ୍ଗଠନ ପକ୍ଷରୁ ଜିଲ୍ଲା ସଂଯୋଜିକା ସଂଯୁକ୍ତା ମିଶ୍ରଙ୍କ ଆୟୋଜନାରେ ଅଜିତା ମହିଳା ସଙ୍ଗଠନର ସମସ୍ତ ସଦସ୍ୟାମାନଙ୍କ
Read More...

ଆସନ୍ତାକାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୪୭ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ବିନିକା, ଉଲୁଣ୍ଡା, ସୋନପୁର,
Read More...

ସମାଜସେବୀ ଯୁଗଲ କିଶୋର ଖେଡିଆ ସମ୍ମାନିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉତ୍କଳ ପ୍ରାନ୍ତ ମାରୱାଡି ସମ୍ମେଳନର ପ୍ରାନ୍ତୀୟ ଅଧ୍ୟକ୍ଷ ଗୋବିନ୍ଦରାମ ଅଗ୍ରୱାଲ, ପ୍ରାନ୍ତୀୟ ଉପାଧ୍ୟକ ଦିନେଶ ଅଗ୍ରୱାଲ, ପ୍ରାନ୍ତୀୟ ମହାସଚିବ ଜଗଦୟାଲ ଅଗ୍ରୱାଲ, ପ୍ରାନ୍ତୀୟ ରାଜନୈତିକ ଚେତନା ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଖେଡିଆ, ବଲାଙ୍ଗିର ଶାଖାର
Read More...

ସାରର ଅଭାବ ଓ କଳାବଜାରୀ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ୱପ୍ନେଶ୍ୱର କୃଷକ ସଂଘର ଅଭିଯୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କ୍ଷେତରେ ପଡୁଥିବା ସାରର କୃତିମ ଅଭାବ ଓ କଳାବଜାରୀ ରୋକିବା ନିମନ୍ତେ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ସ୍ଥିତ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର କୃଷକ ସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ
Read More...

ସମ୍ବର୍ଦ୍ଧନା ଓ ପୁସ୍ତକ ଉନ୍ମୋଚନ ଉତ୍ସବ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ମହା ବିଦ୍ୟାଳୟ ସ୍ନାତକୋତ୍ତର ଇଂରାଜୀ ଭାଷା ଓ ସାହିତ୍ୟ ବିଭାଗରେ ସ୍ୱାଗତ ସମାରୋହ, ବିଦାୟ ସମ୍ୱର୍ଦ୍ଧନା ଓ ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ଅବସରରେ ଆୟୋଜିତ ସଭାରେ ବିଭାଗୀୟ ମୁଖ୍ୟ ପ୍ରଫେସର ବିହାରୀ ବାଗ ସଭାପତିତ୍ୱ
Read More...

ଅଇଁଲାଭଟା ଗ୍ରାମରେ ଧୁଆଯାତ୍ରା ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ ତାଲପାଲି ଗ୍ରାମପଞ୍ଚାୟତ ଅଧିନସ୍ଥ ଅଇଁଲାଭଟା ଗ୍ରାମରେ ଧୂଆଯାତ୍ରା ଅତି ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଗାଁର ଗୌନ୍ତିଆ ବିଷ୍ଣୁ ପ୍ରସାଦ ସାହୁ ଏବଂ ଗାଁର ଝାଙ୍କର ରଘୁବୀର ବରିହା ଦୁହେଁ ମିଶି
Read More...

ଆଦିବାସୀ ଯୁବକଙ୍କୁ ଆକ୍ରମଣ ଘଟଣାର ୩ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ

ପାଟଣାଗଡ, (କେପିଏନ୍‌ଏସ୍‌) : ଆଦିବାସୀ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ ଘଟଣାର ୩ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଖପ୍ରାଖୋଲ ଥାନା ବେଳକେରା ଗ୍ରାମର ରାଜିବ ରଞ୍ଜନ ବରିହା ନିଜ ଘରକୁ ଯିବା ସମୟରେ ସଂପୃକ୍ତ ଅଭିଯୁକ୍ତମାନେ ରାଜିବଙ୍କୁ ଅଟକାଇ ଠେଙ୍ଗା ଓ
Read More...

ଟିଟିଲାଗଡ ଡି.ଏ. ଭି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ସ୍ଥାୟୀ ଅଧ୍ୟୟନ କେନ୍ଦ୍ର…

ଟିଟିଲାଗଡ, (ଅଜିତ କୁମାର ସାହୁ) : ଟିଟିଲାଗଡ ଡି.ଏ. ଭି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ସ୍ଥାୟୀ ଅଧ୍ୟୟନ କେନ୍ଦ୍ର ଖୋଲିଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଟିଟିଲାଗଡ ଡି.ଏ.ଭି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଓଡିଶା ରାଜ୍ୟ ମୁକ୍ତ
Read More...