ସମାଜସେବୀ ଯୁଗଲ କିଶୋର ଖେଡିଆ ସମ୍ମାନିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉତ୍କଳ ପ୍ରାନ୍ତ ମାରୱାଡି ସମ୍ମେଳନର ପ୍ରାନ୍ତୀୟ ଅଧ୍ୟକ୍ଷ ଗୋବିନ୍ଦରାମ ଅଗ୍ରୱାଲ, ପ୍ରାନ୍ତୀୟ ଉପାଧ୍ୟକ ଦିନେଶ ଅଗ୍ରୱାଲ, ପ୍ରାନ୍ତୀୟ ମହାସଚିବ ଜଗଦୟାଲ ଅଗ୍ରୱାଲ, ପ୍ରାନ୍ତୀୟ ରାଜନୈତିକ ଚେତନା ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଖେଡିଆ, ବଲାଙ୍ଗିର ଶାଖାର ଅଧ୍ୟକ୍ଷ ମହେନ୍ଦ୍ର କୁମାର ଅଗ୍ରୱାଲ ଓ ମହାସଚିବ ମୋହନଲାଲ ଅଗ୍ରୱାଲ ବଲାଙ୍ଗିର ନଗରର ବରିଷ୍ଠ ସମାଜସେବୀ ଯୁଗଲ କିଶୋର ଖେଡିଆଙ୍କୁ ସମ୍ମାନିତ କରିଥିଲେ । ସମ୍ମାନିତ କରିବା ପାଇଁ ସମସ୍ତ ପଦାଧିକାରୀ ଶ୍ରୀ ଖେଡିଆଙ୍କୁ ଘରକୁ ଯାଇଥିଲେ ତାଙ୍କ ଘରେ ଉପଢୌକନ ଓ ନଡିଆ ଦେଇ ଶ୍ରୀ ଖେଡିଆଙ୍କୁ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.

4 + eleven =