Daily Archives

ପୁରୀରେ ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ପାଳିତ : ୧୦୨ ୦୦୦ ବର୍ଗ ମିଟରରୁ ୩୯. ୬ କେ.ଜି. ବର୍ଜ୍ୟବସ୍ତୁ ସଂଗୃହୀତ

ଭୁବନେଶ୍ୱର, (କେ. ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ପୂର୍ବାହ୍ନରେ ପୁରୀ ବେଳାଭୂମିରେ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟ, ପୁରୀ ଏବଂ ଚେନ୍ନାଇସ୍ଥିତ ଜାତୀୟ ସାଗର ତଟ ଗବେଷଣା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ପାଳନ
Read More...

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ସକାଳ ୯ ଟା ସମୟରେ ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଚାଁଇପୁର ଗ୍ରାମ ପଞ୍ଚାୟତର ଦୁଇଟି ସ୍ଥାନ ଯଥାକ୍ରମେ ସଡାଙ୍ଗୋଇ ଏମ୍.ଇ.ସ୍କୁଲ୍ ଏବଂ ପଞ୍ଚାୟତର ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା
Read More...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କରୋନାରେ ଆକ୍ରାନ୍ତ : ଭୁବନେଶ୍ୱର ସ୍ଥ ଏମ୍ସରେ ଭର୍ତ୍ତି

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସାଂସଦଙ୍କ ପ୍ରତିନିଧି ଚନ୍ଦ୍ରବିନ୍ଦୁ ଦାସ ଟ୍ୱିଟ କରି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରବିବାର ସାଂସଦଙ୍କ କରୋନା ରିପୋର୍ଟ ପଜିଟିଭ୍
Read More...

ବର୍ହାଗୋଡା ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦ୍ଵିତୀୟ ଦିନରେ ବଡ଼ମାଲ ଓ ପୁଟୁରୁପାଲି ବିଜୟୀ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଗ୍ରାମାଞ୍ଚଳ କ୍ରୀଡ଼ାରେ ଫୁଟବଲ ଖେଳର ସ୍ଵତନ୍ତ୍ର ସ୍ଥାନ ରହିଛି । ବର୍ହାଗୋଡାରେ ଗତ ଗତକାଲି ଠାରୁ ୯ ଦିବସିୟ ମା' ପଆଁରାପାଟ କପ ୨୦୨୧ ପ୍ରଥମ ରନିଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି । ଆଜି ଦ୍ଵିତୀୟ ଦିନ ଖେଳରେ ଦୁଇଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା
Read More...

ରାଉରକେଲାରେ ରେଳ ଡିଭିଜନ ପାଇଁ ସାଂସଦଙ୍କୁ ସ୍ମାରକପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ରେଳ ଡିଭିଜନ ପାଇଁ ଦୀର୍ଘ ଦିନରୁ ଦାବୀ ହୋଇ ଆସୁଅଛି । ଏ ନେଇ ରାଉରକେଲା ରେଳ ଆକ୍ସନ କମିଟି ତରଫରୁ ସୁନ୍ଦରଗଡ଼ ସାଂସଦ ତଥା ପାର୍ଲିଆମେଣ୍ଟ ଡିଫେନ୍ସ କମିଟିର ଅଧକ୍ଷ ଜୁଏଲ ଓରାମଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆକ୍ସନ କମିଟିର
Read More...

ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ରେଡ୍‌କ୍ରସ କର୍ମୀଙ୍କ ସେବା

ସୋନପୁର, (କେପିଏନ୍‌ଏସ୍‌) : ଆଜି ପ୍ରାୟ ଅପରାହ୍ନ ୩ଟା ସମୟରେ ଜାତୀୟ ରାଜପଥ-୫୭ ଖମ୍ବେଶ୍ୱରୀପାଲି ଗାଁ ମୁଣ୍ଡରେ ଏକ ଅଜଣା ବାଇକ ଧକ୍କାରେ ନରସିଂହଗଡର ସନ୍ତୋଷ କୁମ୍ଭାର ଆହତ ହୋଇ ଗୁରୁତର ଅବସ୍ଥାରେ ରାସ୍ତାରେ ପଡିଥିଲେ । ସେହି ସମୟରେ ରେଡକ୍ରସ କାର୍ୟ୍ୟରୁ ସେହି ରାସ୍ତା ଦେଇ ଫେରୁଥିବା
Read More...

ମହିଳାଙ୍କ ଅଧିକାର ପାଇଁ ଲଢେଇ କରିବାକୁ ମହିଳା ସଂଗଠନର ନିଷ୍ପତ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଢୋଲ ମୁହୁରି କଳା ଶିକ୍ଷା କେନ୍ଦ୍ର ଠାରେ ପଶ୍ଚିମ ଓଡିଶା ମହିଳା ସଂଗଠନର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାନେତ୍ରୀ ସବିତା ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କାର୍ଯ୍ୟକାରିଣୀ ସଦସ୍ୟା ଗଣ ଉପସ୍ଥିତ ଥିଲେ । ରାଜ୍ୟରେ
Read More...

ତାଲଜୁରିରେ ନୂଆଁଖାଇ ଭେଟ୍‌ଘାଟ୍‌ ଓ ଆଦିବାସୀ ମେଳି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ତାଲଜୁରି ଗ୍ରାମରେ ନୂଆଁଖାଇ ଭେଟ୍‌ଘାଟ୍‌ ଅବସରରେ ଏକ ବିଶାଳ ଆଦିବାସୀ ମେଳି ଅନୁଷ୍ଠିତ ହୋଇଯାଇଛି । ନୂଆଁଖାଇ ଭେଟ୍‌ଘାଟ୍‌ର ଏହି କାର୍ଯ୍ୟକ୍ରମରେ ପ୍ରଥମେ ନଗର ପରିକ୍ରମା ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି
Read More...

ପଶ୍ଚିମ ଓଡିଶା ଯୁବା ମଞ୍ଚର ୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଉତ୍‌ଥାନ -୨୦୨୧ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶା ଯୁବା ମଞ୍ଚର ପାଞ୍ଚ ବର୍ଷ ପୂର୍ତ୍ତି ଅବସରରେ ଆଜି ସ୍ଥାନୀୟ ସ୍ୱୟଂ ହୋଟେଲ ଠାରେ ଉତ୍‌ଥାନ -୨୦୨୧ ଓ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡିଶାର ୧୦ ଟି ଜିଲ୍ଲାର ମଞ୍ଚ ତରଫରୁ ବଲାଙ୍ଗିରରେ ପ୍ରଥମ କରି ଅନୁଷ୍ଠିତ
Read More...

ଡେଲାଙ୍ଗରେ ବିଜେଡି କର୍ମୀଙ୍କ ଖୁସିର ଲହରୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲି ଡେଲାଙ୍ଗବାସୀ ଏକ ବର୍ଷ ପରେ ତାଙ୍କର ନୁଆ ବିଧାୟକ ଆଜି ପାଇଥିବାରୁ ଅଞ୍ଚଳବାସୀ ଓ ବିଜେଡି କର୍ମୀ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି । ସୂଚନା ଥାଉକି ଗତ ବର୍ଷ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ମହାରଥୀ ଅକାଳ ବିୟୋଗ ଘଟିଥିଲା ।
Read More...