Daily Archives

ଟିଭିଏସ୍ ରାଇଡର ନୁଆ ବାଇକ୍‌ର ଲୋକାର୍ପଣ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଠାରେ ଥିବା ବିନୋଦ ଟିଭିଏସ୍ ସୋରୁମରେ ଟିଭିଏସ୍ କମ୍ପାନୀର ନୁଆ ରାଇଡର ୧୨୫ ବାଇକର ଲୋକାର୍ପଣ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କଂଟାବାଞ୍ଜି ଏସ୍‌ଡିପିଓ ହୃଷିକେଶ ମେହେର ଯୋଗ ଦେଇ ଲୋକାର୍ପଣ କରିଥିଲେ
Read More...

ଯୁବ ସାମ୍ବାଦିକ ମନୋଜ ଜୈନଙ୍କୁ ନିଷାନ ପ୍ରତିଭା ସମ୍ମାନ-୨୦୨୧ ଦ୍ୱାରା ସମ୍ମାନୀତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲା ତୁଷୁରା ସହର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିଷରରେ ନିଷାନ ସାହିତ୍ୟ ସଂସଦ ଓ ଆଞ୍ଚଳିକ କବି କଳାକାର ପକ୍ଷରୁ ରବିବାର ନୂଆଁଖାଇ ଭେଟଘାଟ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଯୁବ ସାମ୍ବାଦିକ ମନୋଜ କୁମାର ଜୈନଙ୍କୁ ନିଷାନ
Read More...

ଗୋଣ୍ଡୱାନା ଗୋଣ୍ଡ ମହାସଭା ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ୧୦ଟା ସମୟରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ଦେଓଗାଁ ବ୍ଲକ ଅନ୍ତର୍ଗତ ଡୁମେରପିଟା ସର୍କଲ ତରଫରୁ ଡୁମେରପିଟାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସର୍କଲ ସଭାପତି ପଞ୍ଚାନନ ଧରୁଆ
Read More...

ଶିଷକେଲା ପଞ୍ଚାୟତରେ ସ୍ମାର୍ଟ କାର୍ଡ ବଣ୍ଟନ କଲେ ସରପଞ୍ଚ ଉମାକାନ୍ତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଷକେଲା ପଞ୍ଚାୟତ ପରିସରରେ ସରପଞ୍ଚ ଉମାକାନ୍ତ ରଣାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବିଡିଓ ଦେବାଶିଷ ସାମଲ, ବ୍ଳକ ଅଧ୍ୟକ୍ଷା ଅହଲ୍ୟା ମଲ୍ଲିକ, ନାଏବ ସରପଞ୍ଚ ପରିବତୀ ରଣା, ପିଇଓ ଦିନବନ୍ଧୁ ରଣାଙ୍କ ଉପସ୍ଥିତରେ ବିଜୁ
Read More...

ତରୁଣ କବିଙ୍କ ପାଇଁ ପ୍ରେରଣାର ଉତ୍ସ ତହଁକ୍ କୁଟୁମ୍ : କବି ରୁକ୍ମଣ ବିଶ୍ୱାଲ ସମ୍ବର୍ଦ୍ଧିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିତିଦିନ ଜୀବନ ଭିତରେ ଘଟୁଥିବା ସମସ୍ୟା ଏବଂ ଚଳନିକୁ ନେଇ ପ୍ରତିଦିନ ଫେସବୁକରେ ଜୀବନ ଧର୍‌ସା ନାମରେ ପ୍ରାୟ ତିନି ବର୍ଷ ଧରି ଲେଖି ଆସୁଥିବା ତରୁଣ କବି ରୁକ୍ମଣ ବିଶ୍ୱାଲ କଲମ ମୁନରେ କେତେଯେ ଶିକ୍ଷଣୀୟ ବାର୍ତ୍ତା ଜନମାନସକୁ ଭେଟି ଦେଇଛନ୍ତି । ଲଗାତର ୧୦୦୦
Read More...

ଆଗଲପୁରରେ ଭାଜପାର ମିଶ୍ରଣ ପର୍ବ : ଶତାଧିକ ଯୁବକ ଦଳରେ ସାମିଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକର ଆଗଲପୁର ବଜାର ପ୍ରାଙ୍ଗଣରେ ଭାରତୀୟ ଜନତାପାର୍ଟିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଅନ୍ୟଦଳକୁ ଛାଡି ଶତାଧିକ ଯୁବକ ଆସି ଭାଜପାରେ ଯୋଗଦାନ କରିଛନ୍ତି । ମୁଖ୍ୟତଃ କେନ୍ଦ୍ରର ମୋଦୀଙ୍କ
Read More...

ଗୋପବନ୍ଧୁ ପାଠାଗାରରେ ଗାନ୍ଧୀ ଓ ଗୋପବନ୍ଧୁ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜାତିର ପିତା ମହାତ୍ମାଗାନ୍ଧୀ ତଥା ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲବାହଦୂର ଶାସ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ଛେଣ୍ଡ କଲୋନୀ ସ୍ଥିତ ଗୋପବନ୍ଧୁ ପାଠାଗାର ସଭାଗୃହରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଉପସଭାପତି ଗଜେନ୍ଦ୍ର
Read More...

ପିପିଲିରେ ପୁଣି ବିଜେଡିର ବାଜିମାତ୍‌ : ଅମାନତ ହରାଇଲା କଂଗ୍ରେସ

୨୦ ହଜାରରୁ ଊର୍ଦ୍ଧ୍ୱ ଭୋଟ୍‌ରେ ଜିତିଲେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲିରେ ପୁଣି ବିଜେଡିର ବାଜିମାତ୍‌ । ପିପିଲି ଉପନିର୍ବାଚନରେ ବିଜୁ ଜନତା ଦଳ ବିପୁଳ ପରିମାଣରେ ମତଦାନ ସାଉଁଟି ବିଜୟ ଲାଭ କରିଛି । ମୋଟ୍ ୨୫ ରାଉଣ୍ଡ ଗଣତି ପରେ ବିଜେଡି
Read More...

ଆସନ୍ତାକାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୫୨ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ଉଲୁଣ୍ଡା, ତରଭା, ବିନିକା, ସୋନପୁର,
Read More...

ନେହେରୁ ଯୁବ କେନ୍ଦ୍ର ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

କଳାହାଣ୍ଡି, (ପି.କେ. ସାହୁ) : ନେହେରୁ ଯୁବ କେନ୍ଦ୍ର ଓ ଏସ୍‌ଭିୱାଇଏସ୍‌ର ମିଳିତ ସହାୟତାରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଠାରେ ଗାନ୍ଧୀ ଜୟନ୍ତୀ ପାଳନ ସହିତ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠାନ ହୋଇଯାଇଛି । ଏହି ଅବସରରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଓ ହସ୍ପିଟାଲ
Read More...