csstore

ଶିଷକେଲା ପଞ୍ଚାୟତରେ ସ୍ମାର୍ଟ କାର୍ଡ ବଣ୍ଟନ କଲେ ସରପଞ୍ଚ ଉମାକାନ୍ତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଷକେଲା ପଞ୍ଚାୟତ ପରିସରରେ ସରପଞ୍ଚ ଉମାକାନ୍ତ ରଣାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବିଡିଓ ଦେବାଶିଷ ସାମଲ, ବ୍ଳକ ଅଧ୍ୟକ୍ଷା ଅହଲ୍ୟା ମଲ୍ଲିକ, ନାଏବ ସରପଞ୍ଚ ପରିବତୀ ରଣା, ପିଇଓ ଦିନବନ୍ଧୁ ରଣାଙ୍କ ଉପସ୍ଥିତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଥିଲା ।

jayashree
Leave A Reply

Your email address will not be published.