Daily Archives

ତୁଳସୀନଗରରେ ଭାଇ ଜିଉଁନ୍ତିଆ ଓଷା ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ତୁଳସୀନଗରରେ ଭାଇ ଜିଉଁନ୍ତିଆ ଓଷା ପାଳିତ ହୋଇଯାଇଛି । ଭଉଣୀମାନେ ସାରା ନିର୍ଜଳା ଉପବାସ ରହି ଭାଇମାନଙ୍କ ଦୀର୍ଘାୟୁଷ କାମନା କରି ମା’ ଦୁର୍ଗାଙ୍କୁ ପୂଜା କରିଛନ୍ତି । ତେବେ ଆସନ୍ତାକାଲି ସକାଳୁ ଭଉଣୀମାନେ ଭାଇମାନଙ୍କୁ ଦୁବ ଚାଉଳ ଉତାରିବା ପରେ
Read More...

ସଇଁନ୍ତଲା ବ୍ଳକର ବିଭିନ୍ନ ସ୍ଥାନରେ ଭାଇ ଜିଉଁନ୍ତିଆ ଓଷା ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ଗାଁ ଗାଁରେ ଭାଇ ଜିଉଁନ୍ତିଆ ଓଷା ପାଳିତ ହୋଇଯାଇଛି । ଆଜି ଭାଇ ଜିଉଁନ୍ତିଆ ଓଷା ଥିବାରୁ ଭାଇ ଭଉଣୀ ମାନଙ୍କର ମଧ୍ୟରେ ନୂତନ ଉତ୍ସାହ ପରିଲକ୍ଷିତ ହେଉଛି । ଅଶ୍ୱନି ସପ୍ତମୀ ତିଥି ସନ୍ଧ୍ୟା ସମୟରେ ଦେବୀ ଦୁର୍ଗାଙ୍କ
Read More...

ଦଶହରା ଉପଲକ୍ଷେ କୋଶଲୀ ଚଳଚ୍ଚିତ୍ର ‘ସୁଖର ଘରେ ଦୁଃଖର ଝରିଆ’ ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସନ୍ଧ୍ୟା ଘ.୫ ସମୟରେ ଯାଦବ ଭବନ ବଲାଙ୍ଗିର ଠାରେ ଦଶହରା ଉପଲକ୍ଷେ ଏକ ସଚେତନ ଧର୍ମୀ କୋସଲି କ୍ଷୁଦ୍ର ଚଳଚ୍ଚିତ୍ର “ସୁଖର ଘରେ ଦୁଃଖର ଝରିଆ”ର ଉନ୍ମୋଚନ ହୋଇଯାଇଛି । ଆଜିର ଏହି ଉନ୍ମୋଚନ ସଭାରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମୁଖ୍ୟ ଅତିଥି, ସମ୍ମାନିତ
Read More...

ଦୃଢ଼ ଇଛା ଶକ୍ତି ଓ ପ୍ରୟାସ ଆଗରେ ହାର ମାନିଲା ସଫଳତା : ଓଡିଶା ପ୍ରଶାସନିକ ସେବାରେ ଉତ୍ତୀଣ୍ଣ ହେଲେ ଚିତ୍ତରଂଜନ…

ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ଯେତେବେଳେ ଗ୍ରାଜୁଏସନ କରିବା ପାଇଁ ରେଳ ଯୋଗେ ରାୟଗଡା ଯାତ୍ରା କରୁଥିଲେ, ସେ ସମୟରେ ସମାଜର ଅବହେଳିତ ବର୍ଗଙ୍କ ଅବସ୍ଥା ଦେଖି ମନରେ ଏକ ଭାବନା ଜାତ ହୋଇଥିଲା । ସେମାନଙ୍କୁ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଇପାରିବ ସେଥିପାଇଁ ମନ ବ୍ୟଗ୍ର
Read More...

ମାଲପଡାରେ ଭାଇ ଜିଉଁନ୍ତିଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଲପଡାରେ ଭାଇ ଜିଉଁନ୍ତିଆ ବ୍ରତ ପାଳିତ ହୋଇଯାଇଛି । ଆଜି ସନ୍ଧ୍ୟା ସମୟରେ ଭାଇମାନଙ୍କ ଦୀର୍ଘାୟୁଷ କାମନା କରି ଭଉଣୀମାନେ ମା’ ଦୁର୍ଗାଙ୍କୁ ପୂଜା କରିଛନ୍ତି । ଦିନ ସାରା ନିର୍ଜଳା ଉପବାସ ରହି ଜଗତ ଜନନୀ ମା’ଙ୍କୁ ଆରଧନା କରିଛନ୍ତି ।
Read More...

ଶାନ୍ତିପଡାରେ ପାଳିତ ହେଲା ଭାଇ ଜିଉଁନ୍ତିଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡାରେ ଭାଇ ଜିଉଁନ୍ତିଆ ଓଷା ପାଳିତ ହୋଇଯାଇଛି । ଆଜି ସନ୍ଧ୍ୟା ସମୟରେ ଭାଇମାନଙ୍କ ଦୀର୍ଘାୟୁଷ କାମନା କରି ଭଉଣୀମାନେ ମା’ ଦୁର୍ଗାଙ୍କୁ ପୂଜା କରିଛନ୍ତି । ଦିନ ସାରା ନିର୍ଜଳା ଉପବାସ ରହି ଜଗତ ଜନନୀ ମା’ଙ୍କୁ ଆରଧନା କରିଛନ୍ତି । ହିନ୍ଦୁ
Read More...

ଛତ୍ରପୁରର ନୂଆଁ ଥାନାଅଧିକାରୀଙ୍କ ଦୃଢ଼ତା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ନୂଆଁ ଥାନା ଅଧିକାରୀଙ୍କ ଯୋଗଦାନ ପରେ ଆଇନଶୃଙ୍ଖଳା ଉପରେ ବିଶେଷ ଧ୍ୟାନଦେଇ ଜୁଆ ଆଡ୍ଡା, ଚୋରୀ, ଡକାୟତିଙ୍କୁ ଦମନ କରିବାରେ ସିଦ୍ଧହସ୍ତ ହୋଇଛନ୍ତି । ଥାନାବାବୁଙ୍କ ଏହି ଦୃଢ଼ତା ନେଇ ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଲାଗିଛି । ପ୍ରକାଶ
Read More...

୧୩ତମ ସୁଜିତ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ : ପ୍ରଥମ କ୍ୱାଟର ଫାଇନାଲରେ ରତାଖଣ୍ଡିକୁ ୫ ରନ୍‌ରେ ହରାଇଲା…

 ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଗୁଡ଼ଭେଳା ବ୍ଲକ ବଡଙ୍ଗୋମୁଣ୍ଡା ପଞ୍ଚାୟତ ସରଗଡାରେ ୧୩ତମ ସୁଜିତ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଉଦଘାଟନୀ ମ୍ୟାଚରେ ସାଗରପାଲିକୁ ବଡଙ୍ଗୋମୁଣ୍ଡା ଦଳ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଦାବକାନିକୁ ରତାଖଣ୍ଡି ହରାଇଥିଲା
Read More...

ଚିନିକଳ ପୁନଃ କାର୍ଯ୍ୟକ୍ଷମ ଦାବୀ ୪୧ଦିନରେ : ସମଗ୍ର ଓଡ଼ିଶା କୃଷି ଭିତ୍ତିକ ଶିଳ୍ପ କାର୍ଯ୍ୟକ୍ଷମ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ସେପ୍ଟେମ୍ବର ମାସରୁ ଦେଓଗାଁ ସ୍ଥିତ ବିଜୟାନନ୍ଦ ଚିନିକଳରେ ହେଉଥିବା ଚିନିକଳ ପୁନଃ କାର୍ଯ୍ୟକ୍ଷମ ପାଇଁ ଭିଆଇପି ତରଫରୁ ଅନିଶ୍ଚିତ କାଳୀନ ଧାରଣା ଆଜି ୪୧ଦିନରେ ପହଞ୍ଚିଛି । ମଙ୍ଗଳବାର ଦିନ ଏହି ଧାରଣା ସ୍ଥାନ ସମ୍ମୁଖରେ ଏକ ସାମ୍ବାଦିକ ସମ୍ମିଳନୀରେ
Read More...

ବ୍ରାହ୍ମଣୀପାଲିରେ ଅଖିଳ ଭାରତୀୟ ସଚେତନତା ଏବଂ ପ୍ରାଧିକରଣ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ୧୦ଟା ସମୟରେ ଉଡାର ପଞ୍ଚାୟତ ବ୍ରାହ୍ମଣୀପାଳିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବଲାଙ୍ଗିର ତରଫରୁ ଏକ ଆଇନ ସଚେତନ ଶିବିର ଅନୁଷ୍ଠିତ ହୋଇଥିଲା । ଏହା ଅଖିଳ ଭାରତୀୟ ସଚେତନତା ଏବଂ ପ୍ରାଧିକରଣ କାର୍ଯ୍ୟକ୍ରମ ଆଜାଦିର ୭୫ତମ ସ୍ୱାଧୀନତା ଉପଲକ୍ଷେ
Read More...