Daily Archives

କୋଭିଡ-୧୯ ପାଇଁ ପୁଣି ଫିକା ପଡିଲା ଦୁର୍ଗାପୂଜା

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଗ୍ରାମରେ ଆଜି ମାଁ ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଯାଇଛି । ମାଁ ମୃଣ୍ମୟୀ ଦେବୀଙ୍କ ମହାଶପ୍ତମୀ ପୂଜାରେ କର୍ତ୍ତା ଭାବେ ଖପ୍ରାଖୋଲ ଗ୍ରାମର ଛାୟାକାନ୍ତ ବାରିକ ଓ ତାଙ୍କ ଧର୍ମପତ୍ନୀ ରୁବି ବାରିକ ଦାୟିତ୍ୱ ତୁଲାଉଛନ୍ତି । ସବୁ
Read More...

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୩୯ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ଼ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ବିନିକା, ସୋନପୁର, ଉଲୁଣ୍ଡା ଓ
Read More...

ଡାକ୍ତର ଶଙ୍କର ରାମଚନ୍ଦାନୀ ସତ୍ୟରମ୍ଭା ସମ୍ମାନରେ ସମ୍ବର୍ଦ୍ଧିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜ଼ିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତଲମା ଗ୍ରାମରେ ସାର୍ବଜନୀନ ଦୁର୍ଗା ପୂଜା ଅବସରରେ ଦିନିକିଆ ସତ୍ୟରମ୍ଭା ଲୋକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ସନ୍ଧ୍ୟାରେ ଅନୁଷ୍ଠିତ ସାଧାରଣ ସଭାରେ କରମଚାନ୍ଦ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ
Read More...

ୱାର୍ଡ ନଂ.୨୦ରେ ବିକାଶର ଚିତ୍ର ଧୂମିଳ : ନାଁ ସୁଧୁରୁଛି ରାସ୍ତା, ପିଇବା ପାଣି ଅବସ୍ଥା, ନା ଉଠୁଛି ମଇଳା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପେଲେସଲାଇନ ୱାର୍ଡ ନଂ.୨୦ବାସିନ୍ଦା ବିଭିନ୍ନ ଅସୁବିଧା ଦେଇ ଗତି କରୁଛନ୍ତି । ଅଂଚଳର ସମସ୍ତ ରାସ୍ତା ଦିନକୁ ଦିନ ଖରାପ ହୋଇ ବସୁଥିବା ବେଳେ ଦୈନନ୍ଦିନ ପିଇବା ପାଣି ଯୋଗଣ ହେଉନାହିଁ । ଏପରିକି ଅଂଚଳର ମଇଳା ଆବର୍ଜନ ପୌରପାଳିକା ଦ୍ୱାରା ଉଠା ଯାଉ ନଥିବା
Read More...

ଜିଲ୍ଲା କଳାକାର ସଂଘର କାର୍ଯ୍ୟକାରୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କଳାକାର ସଂଘର କାର୍ଯ୍ୟକାରୀ କମିଟୀ ବୈଠକ ସ୍ଥାନୀୟ ସଂଗୀତ ମହାବିଦ୍ୟାଳୟ “ପଞ୍ଚମ” ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରିଥିଲେ ସଂଘର ସଭାପତି ନାଟ୍ୟକାର ଅବଦୁଲ ଜମାଲ ଖାନ । ବିଗତ ଦିନରେ କରୋନା ମହାମାରୀ ତଥା ଅନ୍ୟାନ୍ୟ କାରଣରୁ
Read More...

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ସଂଯୁକ୍ତ ଆଞ୍ଚଳିକ କେନ୍ଦ୍ର ଠାରେ ବିଶ୍ୱ ମାନିସକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । କେନ୍ଦ୍ର ନିର୍ଦ୍ଦେଶକ ସୂର୍ଯ୍ୟମଣୀ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ
Read More...

କୋଶଲୀ ଚଳଚ୍ଚିତ୍ର ‘ସରଗପୁରେ ନୂଆଁଖାଇର ଚିନ୍ତା’ ମୁକ୍ତିଲାଭ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କଲ୍ୟାଣ ମଣ୍ଡପ ଠାରେ ବୁଲୁ ବଗର୍ତ୍ତିଙ୍କ ନିର୍ଦ୍ଦେଶନାରେ ବିବେକାନନ୍ଦ ନାଟ୍ୟ ସଂସଦ (ଆମର କଳାକାର)ର କାର୍ଯ୍ୟକର୍ତା ମାନଙ୍କ ଦ୍ଵାରା 'ସରଗପୁରେ ନୂଆଁଖାଇର ଚିନ୍ତା' ଫିଲ୍ମର ଶୁଭ ମୁକ୍ତି ଲାଭ ହୋଇଯାଇଛି । ମୁଖ୍ୟ
Read More...

୩ଟି ପଞ୍ଚାୟତ ବୁଲି ବିଜୁସ୍ୱାସ୍ଥ୍ୟ ବୀମା କାର୍ଡ ବାଣ୍ଟିଲେ ରୁଦ୍ରପ୍ରତାପ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଖେଲାଉର, ଅରିଶଲ ଓ ସୁଜନପୁର ଆଦି ୩ଟି ପଞ୍ଚାୟତ ଗସ୍ତ କରି ସୋମବାର ଦିନ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ହିତାଧିକାରୀମାନଙ୍କୁ ବିଜୁସ୍ୱାସ୍ଥ୍ୟ ବୀମାକାର୍ଡ ବିତରଣ କରିଛନ୍ତି । ସମସ୍ତଙ୍କୁ ସ୍ୱାସ୍ଥ୍ୟ ବୀମା ସେବା
Read More...

ବିଦ୍ୟୁତ ବିଭାଗର ଖାମଖିଆଲି କାମ ଯୋଗୁଁ ଅକାରଣରେ ଚାଲିଗଲା ନିରୀହ ଶିଶୁର ଜୀବନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଦ୍ୟୁତ ବିଭାଗର ଅପାରଗତା ତଥା ବିଦ୍ୟୁତ ବିଭାଗର ଭୁଲ କାମ ଯୋଗୁଁ ଅକାରଣରେ ଚାଲିଗଲା ସାତ ବର୍ଷର ଝିଅର ଜୀବନ । ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଥାନା ଜନକେଡା ଗ୍ରାମର ଜଣେ ସାତ ବର୍ଷର ଶିଶୁକନ୍ୟା ଖେଳୁଥିବା ସମୟରେ ଘର ସମ୍ମୁଖରେ ଥିବା ଇଲେକ୍ଟ୍ରିପୋଲ
Read More...

ପୁଢୋଖାର ଗାଁରୁ ଜମଲା ଯାଇଥିବା ରାସ୍ତା କେବେ ହେବ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଡଙ୍ଗାଘାଟ ପଞ୍ଚାୟତ ଅଧିନରେ ଥିବା ପୁଢୋଖାର ଗାଁରୁ ଜମଲା ଯାଇଥିବା ରାସ୍ତା ଅତି ଶୋଚନୀୟ ହୋଇପଡିଛି । ସେଇ ରାସ୍ତା ଦେଇ ୪ ଖଣ୍ଡ ଗାଁ ଲୋକେ ଯିବା ଆସିବା କରୁଛନ୍ତି । ଜମଲା ପାଖରେ ସୋମବାର ଦିନ ବଜାର ବସିଥାଏ ।
Read More...