Daily Archives

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପଶ୍ଚିମବଙ୍ଗ ସଚିବାଳୟର ୧୪ ତମ ମହଲାରେ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ନିଆଁକୁ ଆୟତ୍ତ କରିବା ପାଇଁ ତୁରନ୍ତ ଅଗ୍ନିଶମ ବାହିନୀ ଓ ରାଜ୍ୟ ବିପର୍ଯ୍ୟୟ
Read More...

ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

ବରଗଡ଼, (ନିରୋଜ କୁମାର ପାଣୀ) : ପାର୍ବଣ ଋତୁରେ ସାରା ଅଞ୍ଚଳ ଚଳଚଞ୍ଚଳ ଥିବା ବେଳେ ବରଗଡ଼ ତୁରା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ସୂଚନା ମୁତାବକ ଆଜି ସକାଳ ଭୋର ୫ଟା ସମୟରେ ତୁରା ପ୍ରଧାନ ଟିକ୍ରାରେ ଥିବା ରୁଗୁଡିବନ୍ଧକୁ ସେହି ଗ୍ରାମର ଦେବାନନ୍ଦ ସାହୁ(୩୫) ଓ ତାଙ୍କ ସ୍ତ୍ରୀ
Read More...

ବାରମ୍ବାର ଅନୁରୋଧ ସତ୍ତ୍ୱେ ହେଲାନି ଯୋଖିପାଲି ତଲିପଡ଼ା ଡ୍ରେନ : ପଡ଼ାବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଳା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଦର ଗ୍ରାମର ଜଗନ୍ନାଥ ମନ୍ଦିର ତଳିପଡାରେ ଥିବା ଡ୍ରେନ ଅନେକ ରୋଗର ବାହକ ସାଜିଛି ଯାହା ଫଳରେ ପ୍ରତିବର୍ଷ ପଡ଼ାବାସୀ ହଇଜା ଭଳି ରୋଗରେ ଆକ୍ରାନ୍ତ ହେଉଛନ୍ତି ବୋଲି ଅଭିଯୋଗ
Read More...

ବ୍ୟବସାୟୀ ଗୋପାଳ ଦାସ ଅଗ୍ରୱାଲଙ୍କ ଧର୍ମପତ୍ନୀଙ୍କ ବିୟୋଗ

ଟିଟିଲାଗଡ଼, ( ଅଜିତ କୁମାର ସାହୁ) : ଟିଟିଲାଗଡ଼ ସହରର ପ୍ରତିଷ୍ଠିତ ବ୍ୟବସାୟୀ ଗୋପାଳ ଦାସ ଅଗ୍ରୱାଲ (ଠିକାଦାର ପଡ଼ା) ନିବାସୀଙ୍କ ଧର୍ମପତ୍ନୀ ଦେବକୀ ଅଗ୍ରୱାଲଙ୍କ ବିଳମ୍ବିତ ରାତ୍ରିରେ ହୃଦଘାତ ଯୋଗୁଁ ବିୟୋଗ ହୋଇଥିବା ସୂଚନା ମଳିଛି । ୭୦ ବର୍ଷୀୟ ଦେବକୀ ତାଙ୍କ ପଛରେ ସ୍ୱାମୀ, ପୁତ୍ର
Read More...

ଧୁମାଭଟାରେ କ୍ଷତ୍ରିୟ ପାଇକ ଯୁବମଞ୍ଚ ତରଫରୁ ଗାଁ ସଫେଇ ଅଭିଯାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ବେଲପଡା ବ୍ଲକ ଅନ୍ତର୍ଗତ ଧୁମାଭଟାରେ କ୍ଷତ୍ରିୟ ପାଇକ ଯୁବମଞ୍ଚ ତରଫରୁ ଯୁବମଞ୍ଚର ଆବାହକ ବନମାଳୀ ନାଏକଙ୍କ ଆହ୍ଵାନ କ୍ରମେ ଯୁବମଞ୍ଚର ଶତାଧିକ ସଦସ୍ୟଙ୍କ ମିଳିତ ସହଯୋଗରେ ଗାଁର ପ୍ରତ୍ୟେକ ୱାର୍ଡକୁ ଯାଇ ପଡିଥିବା ଅଳିଆ ଆବର୍ଜନା, ଲଟା ବୁଦା ସଫା କରିବା ସହ
Read More...

କେରମେଲି ପଞ୍ଚାୟତରେ ସରପଞ୍ଚ ଆସନକୁ ସଂରକ୍ଷଣ ପଛୁଆ ବର୍ଗ କରିବା ପାଇଁ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ପଞ୍ଚାୟତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୨ ଟି ପଞ୍ଚାୟତରେ ସଂରକ୍ଷଣ ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ କେରମେଲି ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ପୂର୍ବରୁ ଅନୁସୂଚିତ ଜାତି ମହିଳା ଥିବା ବେଳେ ଏହାକୁ
Read More...

ପାଟଣାଗଡ଼ ପ୍ରସିଦ୍ଧ ବଏଲ୍‌ ଯାତ୍ରାକୁ ନେଇ ପ୍ରଶାସନ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ : ୧୪୪ ଧାରା ଜାରି

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ର ପ୍ରସିଦ୍ଧ ବଏଲ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ପାଟଣାଗଡ଼ରେ ଆସନ୍ତା ୧୩ ଓ ୧୪ ତାରିଖ
Read More...

ଛତରଯାତ୍ରାରେ ଜନଗହଳି ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପ

କଳାହାଣ୍ଡି, (ପି.କେ. ସାହୁ) : ଓଡ଼ିଶାର ପ୍ରସିଦ୍ଧ କଳାହାଣ୍ଡିର ଇଷ୍ଟଦେବୀ ମା' ମାଣିକେଶ୍ୱରୀଙ୍କ ଛତରଯାତ୍ରା ଉପଲକ୍ଷେ ଭିଡ କମ କରିବା ପାଇଁ ଭବାନୀପାଟଣା ସହରସାରା ବ୍ୟାରିକେଡ଼ ଦିଆଯାଇଛି । କରୋନା କଟକଣାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଥିବା
Read More...

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ରକ୍ତଦାନ ଶିବିର ଆୟାଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ସ୍ଥାନୀୟ ଶାନ୍ତିପଡା ସ୍ଥିତ ମୁଖ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବରକୁ କମାଣ୍ଡେଣ୍ଟ ପୱନ କୁମାର ତିୱାରୀ ଉଦଘାଟନ କରିଥିବା ବେଳେ ଦେଶକୁ ସୁରକ୍ଷା ଦେବାରେ ଯେଭଳି ସିଆର୍‌ପିଏଫ୍‌ ଜବାନ
Read More...

ଓଡ଼ିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ ବ୍ୟକ୍ତିତ୍ୱ ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ ବ୍ୟକ୍ତିତ୍ୱ ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟ୍ୱିଟର ମାଧ୍ୟମରେ ଟ୍ୱିଟ କରି ଶ୍ରଦ୍ଧାଞ୍ଜଳି ଜଣାଇ ଲେଖିଛନ୍ତି ଯେ, ଓଡ଼ିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ ବ୍ୟକ୍ତିତ୍ୱ ଅକ୍ଷୟ ମହାନ୍ତିଙ୍କ
Read More...