Daily Archives

ଅପାଠୁଆ ମତ୍ସ୍ୟଜୀବୀ ଗ୍ରାମୀଣ ମହିଳା ସଙ୍ଗଠିକା ସମୂଦ୍ରମର ପ୍ରତିଷ୍ଠାତା ବି.ଚିତ୍ତାମା ଏକ ଭିନ୍ନ ମଣିଷ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଅପାଠୁଆ ମହିଳା ମତ୍ସ୍ୟଜୀବୀ ଛଅ ଗୋଟି ସାମୁଦ୍ରିକ ଉପକୂଳ ଜିଲ୍ଲାର ହଜାର ହଜାର ମହିଳାଙ୍କୁ ନେଇ ଗଠିତ ସାମୁଦ୍ରିକ ମତ୍ସ୍ୟଜୀବୀ ମହିଳା ସଂଗଠନର ନେତ୍ରୀ ତଥା "ସମୂଦ୍ରମ"ର ପ୍ରତିଷ୍ଠାତା ସଭାପତି ବି. ଚିତ୍ତାମା ଏକ ଭିନ୍ନ ମଣିଷ ଏବେ ଆରପାରିରେ ।
Read More...

ସମ୍ବଲପୁରରେ ସମ୍ମାନିତ ହେଲା ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ

ସମ୍ବଲପୁର : ୯ ଅକ୍ଟୋବର ଦିନ ସ୍ଵାଧୀନ ଫାଉଣ୍ଡେସନ୍ ଦ୍ୱାରା "ନୂଆଁଖାଇ ଭେଟଘାଟ୍" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସଂଜିତ୍ ମହାନ୍ତି ଯୋଗଦାନ କରି ନିସ୍ୱାର୍ଥପର ସମାଜସେବାରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚକୁ ସମ୍ମାନିତ କରିଛନ୍ତି ।
Read More...

ପବିତ୍ର ଦୁର୍ଗା ପୂଜା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପବିତ୍ର ଦୁର୍ଗା ପୂଜା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଟ୍ୱିଟ ମାଧ୍ୟମରେ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ, ପବିତ୍ର ଦୁର୍ଗା ପୂଜା ଅବସରରେ ସମସ୍ତଙ୍କୁ ମୋର
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ ଉଦ୍ଧାର ହେଲେ ତିନି ଅନାଥ ଶିଶୁ

ନର୍ଲା, (ନରୋତ୍ତମ ସେଲ୍‌ମା) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ କୁରେମାଲ ପଞ୍ଚାୟତ ବୁଡ଼େଲଗୁମା ଗାଁରେ ରହୁଥିଲେ ତିନି ଅନାଥ ଭାଇଭଉଣୀ । ପିତା ମାତାଙ୍କ ଦେହାନ୍ତ ପରେ ସମ୍ପୂର୍ଣ୍ଣ ଅସହାୟ ହୋଇପଡିଥିଲେ ତିନି ଭାଇଭଉଣୀ । ଖବର ଅନୁସାରେ ବୁଡ଼େଲଗୁମା ଗାଁର ତୁମେଶ୍ୱର ମାଝୀ ଓ ଲଷ୍ମୀ ମାଝୀ
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ୬ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୬ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୬୦କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨ଜଣ ରହିଥିବା ବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର ଜିଲ୍ଲାରୁ ଜଣେ
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୨୯ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫୨୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୬୨ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୩୦୮ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୨୨୧ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ
Read More...

ବରିଷ୍ଠ ନାଗରିକ ସଂଘର ନୂଆଁଖାଇ ଭେଟଘାଟ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ସ୍ମାରକ କ୍ଲବ ଗୋବିନ୍ଦପାଲି ଠାରେ ବରଗଡ଼ ଜିଲ୍ଲା ସଂଗ୍ରାମୀ ବରିଷ୍ଠ ନାଗରିକ ସଂଘ (ଫେଡେରେସନ)ର ତରଫରୁ ଗତକାଲି ନୂଆଁଖାଇ ଭେଟଘାଟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶୁକମୁନି କଠାରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ
Read More...

ଜଳ-ଜୀବନ ମିଶନ୍ ମାଧ୍ୟମରେ ଗଞ୍ଜାମ ଜିଲ୍ଲାର ୩ ନିର୍ବାଚନମଣ୍ଡଳୀକୁ ଦଶହରା ଭେଟି : ଆଗାମୀ ପଞ୍ଚାୟତ ନିର୍ବାଚନୀ…

୩୫୫ କୋଟି ଟଙ୍କା ବ୍ୟୟରେ ଛତ୍ରପୁର, ଗଞ୍ଜାମ, ରଙ୍ଗେଇଲୁଣ୍ଡା ଓ ଖଲ୍ଲିକୋଟ ବ୍ଲକର ୩୦୪ ଗାଁକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକରଣ ପ୍ରକଳ୍ପ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୨୦୨୨ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଛତ୍ରପୁର, ଖଲ୍ଲିକୋଟ ଓ ଗୋପାଳପୁର
Read More...

ଜିଲ୍ଲା କଂଗ୍ରେସ ପକ୍ଷରୁ ତ୍ରିରସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ ସଂରକ୍ଷଣରେ ପରିବର୍ତନ ନେଇ ଦାବୀପତ୍ର

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ସଂରକ୍ଷଣ ତାଲିକାକୁ ବାତିଲ କରି ନୂତନ ତାଲିକା ପ୍ରସ୍ତୁତ କରିବାକୁ ଗତକାଲି ଦାବୀ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦଙ୍କ
Read More...

ଆନ୍ଧ୍ର ସଂସ୍କୃତିରେ ବମଲୁ-ଗୋଲୁ ପୂଜା ସଜ୍ଜା ଦଶହରା ପର୍ବର ଏକ ନିଆରା ପରମ୍ପରା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପଡୋଶୀ ସୀମାନ୍ତ ଆନ୍ଧ୍ର ଇଚ୍ଛାପୁର, ବ୍ରହ୍ମପୁର, ଛତ୍ରପୁରର କେତେକ ତେଲୁଗୁ ସମ୍ପ୍ରଦାୟର କମା, ବ୍ରାହ୍ମୀଣ, ଧନୀଶ୍ରେଣୀ ଏବଂ ସୃଜନଶୀଳ କୁଟୁମ୍ବଙ୍କ ଘରେ ଘରେ ଦଶହରା ଭିତ୍ତି ଅବସରରେ ଏବେବି ଏହି ନିଆରା ଧର୍ମର "ବମଲୁ-ଗୋଲୁ" ପୂଜା ଆସର ସୁନ୍ଦର
Read More...